ପ୍ରଶାସନକୁ ଅଭିଯୋଗ କରିଆସୁଥିଲେ କିନ୍ତୁ କୌଣସି ସୁଫଳ ନପାଇ ବୁଧବାର ଗାଁର ସମସ୍ତ ମହିଳା ରାସ୍ତା ଅବରୋଧ କରିଛନ୍ତି, ଫଳରେ326ଏ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ମୁଖ୍ୟରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି ।
ଏହି ଖବର ପାଇ RWSS ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାକର ମୁନି ପହଞ୍ଚି ମହିଳାମାନଙ୍କୁ ବୁଝା ସୁଜା କରିବା ସହ ଗ୍ରାମ୍ୟ ଜଳ ଓ ପରିମଳ କମିଟି ନୂତନ ଗଠନ କରାଯିବା ସହ କମିଟି ସହମତେ କ୍ରମେ ମହିଳା ମଣ୍ଡଳ ସଦସ୍ୟଙ୍କୁ ଗ୍ରାମ ପାଣି ଛାଡିଡାକୁ ଚାବି ହସ୍ତାନ୍ତର କରାଗଲା ବୋଲି ଯନ୍ତ୍ରୀ କହିଛନ୍ତି ।
© 2023 Odisha Taza News.