No Result
View All Result
୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ୟୁକେ ଠାରେ ଅବସ୍ଥାପିତ ୱାର୍ଲଡ ଓଡିଶା ସୋସାଇଟିର ମହାସଚିବ ଶିବ ରଞ୍ଜନ ବିଶ୍ୱାଳ ଓ ସାଂସ୍କୃତିକ ଯୁଗ୍ମ ସାଧାରଣ ସମ୍ପାଦକ ଡ଼ଃ ଭାଗ୍ୟଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ଠାରେ ସୌଜନ୍ୟ ମୂଳକ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଏକ ଚେକ ପ୍ରଦାନ କରୁଛନ୍ତି I ପାର୍ଶ୍ୱରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବାସନ୍ତୀ ସିଂହ ଉପସ୍ଥିତ ଅଛନ୍ତି I
No Result
View All Result