୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୂବନେଶ୍ବର :-> ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ବର ଜନପଥ ଶାଖା ଏବେ ନୂତନ ଓ ବୃହତ୍ତ ରୂପରେଖ ନେଇ ନିର୍ଜ ଗ୍ରାହକିବନ୍ଧୁଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇଦେବାପାଇଁ ତା ୨୦ ଅକ୍ଟୋବରରେ ଉଦଘାର୍ଟିତ ହୋଇଯାଇଛି । ଚଳିତ ପାର୍ବଣ ମହୋତ୍ସବରେ ତଥା ନିଜ ଗ୍ରାହକ ନ ବନ୍ଧୁଙ୍କ ସହ ୨୫ ବର୍ଷର ସୁବର୍ଣ୍ଣ ସମ୍ପର୍କର ରୌପ୍ୟ ଜୟନ୍ତୀ କୁ ଆହୁରି ମଜବୁତ କରିବା ରିବା ପାଇଁ ଅରୁନ୍ଧତୀର ଏହା ଅନ୍ୟତମ୍ର ପାର୍ବଣ ଭେଟି l
ଅରୁନ୍ଧତୀ ଜୁଏଲର୍ସ ବ୍ରାଣ୍ଡ ଆମ୍ବାସଡର ତ ତଥା ଓଲିଉଡ଼ ଦିବା ଅର୍ଚିତା, ପରିଚାଳନା ନିର୍ଦେଶକ ଶ୍ରୀ ବ୍ରହ୍ମାନନ୍ଦ ମେହେର, ଡ଼ାଇରେକ୍ଟର ଅଚ୍ୟୁତାନନ୍ଦ ମେହେର ଓ ଡ଼ାଇରେକ୍ଟର ଅରୁନ୍ଧତୀ ମେହେରଙ୍କ ଉପସ୍ଥିତିରେ ଏହି ବିଶାଳ ସୋରୁମର ଶୁଭାରମ୍ଭ କରାଯାଇ ଗ୍ରାହୁକ ବନ୍ଧୁଙ୍କୁ ଉତ୍ସର୍ଗୀକୃତ କରାଯାଇଥିଲା l ଏହି ଅବସରରେ ଗ୍ରାହକ ବନ୍ଧୁଙ୍କ ଚାହିଦା କୁ ଦୃଷ୍ଟି ରେ ରଖି ଅରୁନ୍ଧତୀ ଜୁଏଲର୍ସ ତରଫରୁ ପାର୍ବଣ ଋତୁରେ ନୂତନ କଲେକସନ ଭରା ଡିଜାଇନ “ଅର୍ଘ୍ୟ” ଓ “ଆରାଧା” ମଧ୍ୟ ଉନ୍ମୋଚିତ ହୋଇଛି ।