No Result
View All Result
୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତରଟ୍ରେଣ୍ଡି ତଥା ବହୁମୂଲ୍ୟବାନ ଫାଇନ୍ ଜୁଏଲେରୀ ବ୍ରାଣ୍ଡ୍ ‘ମିଆବାୟତନିସ୍କ’ ଭୁବନେଶ୍ୱରର ସୌଭାଗ୍ୟନଗରଠାରେ ଏହାର ତୃତୀୟ ଏକ୍ସକ୍ଲୁସିଭ୍ ବ୍ରାଣ୍ଡ୍ ଷ୍ଟୋର ଖୋଲିଛି । ନିଜର ଅଭିନବ କାରିଗରୀ ଏବଂ ଟ୍ରେଣ୍ଡି ଡିଜାଇନ ପାଇଁ ଜଣାମିଆ ଓଡ଼ିଶାରେ ଏହାର ରିଟେଲ୍ ଉପସ୍ଥିତି ବଢ଼ାଉଛି । ଏହି ନୂଆଷ୍ଟୋର ସହିତ ରାଜ୍ୟରେ ମିଆର ଷ୍ଟୋର ସଂଖ୍ୟା ୭ରେ ପହଞ୍ଚିଛି । ଭୁବନେଶ୍ୱରରେ ଏହା ତୃତୀୟ ଷ୍ଟୋର । ଏଥିସହିତ ଓଡ଼ିଶାରେ ପୁନଃଉପସ୍ଥିତି ମଜଭୂତ କରିଛି ବ୍ରାଣ୍ଡ୍ । ଏହି ଅନନ୍ୟ ବିରାସତ୍ବ୍ରାଣ୍ଡର ଅଫରିଂରେ ଶୋଭାଯୋଡୁଛି । ଷ୍ଟୋରକୁ ଉଦ୍ଘାଟନ କରିଛନ୍ତି ‘ମିଆବାୟତନିସ୍କ’ର ରିଜିଓନାଲ ବିଜ୍ନେସ ହେଡ୍ ସୋମ ପ୍ରଭକୁମାର ସିଂହ ଏବଂ ସର୍କଲ ବିଜ୍ନେସହେଡ୍ ଆଲୋକ ରଞ୍ଜନ ।
ଏହି ନୂଆଷ୍ଟୋରଟିଭୁବନେଶ୍ୱର ବରମୁଣ୍ଡା ସୌଭାଗ୍ୟନଗରସ୍ଥିତ ୍ଲଟ୍ ନମ୍ବର ୧୧୨୩/୩୮୪୬ରେ ଖୋଲିଯାଇଛି । ମିଆର ରିଟେଲ ସମ୍ପ୍ରସାରଣ ଯାତ୍ରାରେ ଏହା ଏକ ବଡ଼ମାଇଲଖୁଣ୍ଟ । ପାର୍ବଣ ଅବସରରେ ଏହି ନୂଆଷ୍ଟୋର୍ରଉଦ୍ଘାଟନ ଗ୍ରାହକଙ୍କୁ ଆକ୍ସେସେବଲ ଏବଂ ପର୍ସନାଲାଇଜ୍ଡସପିଂ ଅନୁଭୂତି ପ୍ରଦାନ କରୁଛି । ଏହା ସହିତ ପାର୍ବଣସପିଂର ଉଯୁକ୍ତସ୍ଥଳଭାବେ ନୂଆଷ୍ଟୋରକୁ ଉପସ୍ଥାପନ କରିଛି ‘ମିଆବାୟ ତନିସ୍କ’ । ପାର୍ବଣ ସେଲିବ୍ରେଶନକୁ ବଢ଼ାଇବା ପାଇଁ ଉଦ୍ଘାଟନୀ ଅଫର ଭାବେ ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୦ଧ ପର୍ଯ୍ୟନ୍ତ ରିହାତି ଅଫର ରହିଛି ।
୧୦୦୦ ବର୍ଗଫୁଟ ପରିମିତ ସ୍ଥାନରେଏହିଷ୍ଟୋର ନିର୍ମିତ । ଷ୍ଟୋର୍ରେ ଟ୍ରେଣ୍ଡି ଏବଂ ସମସାମୟିକ ୧୪ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ଗହଣା ଡିଜାଇନ୍ର ବ୍ୟାପକ ସମ୍ଭାର ରହିଛି । ଷ୍ଟୋରରେ ମିଆର ନୂଆ ପାର୍ବଣ ସମ୍ଭାରଏବଂ ଆକର୍ଷଣୀୟ କଲର୍ଷ୍ଟୋନ୍, ଚମକ୍ଦାର ସୁନା, ଉଜ୍ଜ୍ୱଳ ହୀରା ଏବଂ ଦୀପ୍ତିମାନ ରୁପାଗହଣାର ଅତି ସୁନ୍ଦର ପିସ୍ଗୁଡ଼ିକ ଉପଲବ୍ଧ । ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ଅନୁସାରେ ଭଳିକିଭଳି କାନଫୁଲ, ହୁପ୍, ଷ୍ଟଡ୍ସ, ଫିଙ୍ଗର୍ରିଙ୍ଗ୍, ବ୍ରେସ୍ଲେଟ୍, ଇୟର୍କଫ୍, ପେଣ୍ଡେଣ୍ଟ, ନେକ୍ୱେର୍ ଏବଂ ମଙ୍ଗଳସୂତ୍ର ରହିଛି । ଫ୍ୟାସନେବଲଏବଂ ଅନନ୍ୟ କଲେକ୍ସନ ପାଇଁଜଣା ‘ମିଆବାୟ ତନିସ୍କ’ରେ ସାମାନ୍ୟଏବଂ ଷ୍ଟାଇଲିସ୍ ସ୍ପର୍ଶ ସହିତ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ୍ରହିଛି । ସର୍ବୋତ୍ତମ ସେବା ପ୍ରଦାନ ଲାଗିମିଆ ଷ୍ଟୋରରେ ମୈତ୍ରୀ ପୂର୍ଣ୍ଣଷ୍ଟାଫ୍ ରହିଛନ୍ତି ।
No Result
View All Result