• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆୟୁଷ ମନ୍ତ୍ରାଳୟର ୧୦୦ ଦିନର ପ୍ରମୁଖ ସଫଳତା

Proprietor Abhimanyu Maharana by Proprietor Abhimanyu Maharana
October 15, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆୟୁଷ ମନ୍ତ୍ରାଳୟର ୧୦୦ ଦିନର ପ୍ରମୁଖ ସଫଳତା
Share on FacebookShare on TwitterWhatsapp

୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆୟୁଷ ମନ୍ତ୍ରାଳୟ ଭାରତ ସରକାରରେ ସ୍ଵାଧୀନ ଦାୟିତ୍ଵରେ ଥିବା ନବ ନିର୍ବାଚିତ ମାନନୀୟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ରାଓ ଜାଧବଙ୍କର ୧୦୦ ଦିନର କାର୍ଯ୍ୟ କାଳରେ ଆୟୁଷ ମନ୍ତ୍ରାଳୟ ଉଲ୍ଲେଖନୀୟ ଅଗ୍ରଗତି କରିଅଛି । ଏହି ସମୟରେ ପାରମ୍ପରିକ ଭାରତୀୟ ଚିକିତ୍ସାକୁ ପ୍ରୋତ୍ସାହନ ଦେବା ସହ ସମଗ୍ର ଦେଶରେ ସ୍ଵାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଅଛି ।

ଏହି ସମୟର ପ୍ରମୁଖ ସଫଳତା ଗୁଡିକ ହେଲା :

୧ – ୧୪୮୯ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର, NABH ଦ୍ଵାରା ଗୁଣବତ୍ତା ମାନକ ପାଇଁ ମୂଲ୍ୟାଙ୍କନ କରାଯାଇଥିଲା, ଯେଉଁଥିରୁ ୧୦୦୫ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଆୟୁଷ ଏଣ୍ଟ୍ରୀ ଲେବେଲ ସାର୍ଟିଫିକେଟ୍ ପ୍ରଦାନ କରାଯାଇଅଛି ।

୨- ଆୟୁଷ ମନ୍ତ୍ରାଳୟ ଦ୍ଵାରା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୧୭୦ ଟି ଆୟୁର୍ବେଦ ପ୍ୟାକେଜକୁ ଅନ୍ତର୍ଭୁକ୍ତ କରାଯାଇଅଛି । ଏହା ଦ୍ଵାରା ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଉତ୍ତମ ଆୟୁର୍ବେଦ ଚିକିତ୍ସା ମିଳିପାରିବ ।

୩ – ବୟସ୍କମାନଙ୍କ ପାଇଁ ୧୦,୦୦୦ ଆୟୁଷ ସ୍ୱାସ୍ଥ୍ୟ ଶିବିରର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପରନ୍ତୁ ଆୟୁଷ ମନ୍ତ୍ରାଳୟ ମୋଟ ୧୪୬୯୨ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିସାରିଛି । ଏହା ମାଧ୍ୟମରେ ମାଗଣା ସ୍ଵାସ୍ଥ୍ୟ ସମ୍ବନ୍ଧି ପରାମର୍ଶ ଓ ଚିକିତ୍ସା ପ୍ରଦାନ କରାଯାଇଛି ।

୪- ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ଔଷଧୀୟ ପାଦପ ଏବଂ ଆୟୁଷ ଚିକିତ୍ସାର ବହୁଳ ପ୍ରସାର ପାଇଁ ଭିଏତନାମ ଓ ମାଲେସିଆ ଦେଶ ସହ ଚୁକ୍ତି କରାଯାଇଛି ।

୫ – ଔଷଧୀୟ ଗୁଣବତ୍ତା ପାଇଁ “ଏକ ପାଦପ – ଏକ ମାନକ” ର ପ୍ରସାର ନିମିତ୍ତ ଦିଲ୍ଲୀ ସ୍ଥିତ Pharmacopoeia Commission Indian Medicines & Homoeopathy (PCIM&H) ଏବଂ Indian Pharmacopoeia Commission (IPC) ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଅଛି ।

୬- ପାରମ୍ପରିକ ଚିକିତ୍ସାରେ ଗବେଷଣା ଓ ଉଦ୍ଭାବନ ଲକ୍ଷ୍ୟରେ ଦେଶର ପ୍ରମୁଖ ସଂସ୍ଥାନ IISC-Bengaluru, IIT-Delhi ଓ Tata Memorial Hospital- Mumbai ରେ ୬ଟି ନୂଆ ଆୟୁଷ ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠା କରାଯାଇଅଛି ।

୭- ୨୮୯.୦୫ କୋଟି ଟଙ୍କା ବିନିଯୋଗରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ଦିଲ୍ଲୀର ଦ୍ଵିତୀୟ ପର୍ଯ୍ୟାୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି । ଏଥିରେ ମୋଟ ୧୯୪ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ସହ ଉନ୍ନତମାନର ଗବେଷଣାର ସୁବିଧା ଯୋଗାଇ ଦିଆଯିବ।

୮- ହରିଆନାର ପଞ୍ଚକୁଲାଠାରେ ୨୯୪.୯୧ କୋଟି ଟଙ୍କା ବିନିଯୋଗରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ପ୍ରତିଷ୍ଠା କରାଯାଇଅଛି । ଏଥିରେ ଆୟୁର୍ବେଦରେ ସ୍ନାତକ, ସ୍ନାତକୋତ୍ତର ଓ ଡକ୍ଟରେଟ୍ ପାଠ୍ୟକ୍ରମ ପ୍ରଦାନ ସହ ୨୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ଗବେଷଣା କେନ୍ଦ୍ର ରହିଛି ।

୯- ଯୋଗ ଓ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଉନ୍ନତ ଗବେଷଣା ପାଇଁ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ୩ ଟି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠା ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ସରିଛି ।

୧୦- କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପରିଷଦ, ଆୟୁଷ ମନ୍ତ୍ରାଳୟ, ଭାରତ ସରକାରଙ୍କ ଆନୁକୂଲ୍ୟରେ ଅନୁସରଣରେ ବୟସ୍କଙ୍କ ପାଇଁ ଆୟୁଷ ସ୍ୱାସ୍ଥ ଶିବିରର ଆୟୋଜନ ତଥା ସ୍ଵଚ୍ଛତା ଅଭିଯାନ ଦ୍ୱାରା ସ୍ଵାସ୍ଥ୍ୟ ଓ ପରିଚ୍ଛନ୍ନତାର ପ୍ରସାର ପାଇଁ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ, ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଅଛି। ଏହି ସଂସ୍ଥାନର ହସ୍ପିଟାଲ୍ NABH ଦ୍ଵାରା ମାନ୍ୟତା ପ୍ରାପ୍ତ ହୋଇ ଗୁଣବତ୍ତା ଚିକିତ୍ସା ଯୋଗାଇ ଆସୁଅଛି । Scheduled Castes Sub Plan (SCSP), Tribal Health Care Research Programme (THCRP), Woman & Child Health (WCH) ଇତ୍ୟାଦି ପରିଯୋଜନା ମାଧ୍ୟମରେ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ଶିଶୁ ମାନଙ୍କୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ମାଗଣା ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛି।

ଆଦିବାସୀ କଲ୍ୟାଣ ମନ୍ତ୍ରାଳୟର ଆନୁକୂଲ୍ୟରେ ICMR-ଜବଲପୁର ସହଯୋଗରେ ଏକଲବ୍ୟ ମଡେଲ ସ୍କୁଲରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଅଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଓ ଆୟୁଷ ମନ୍ତ୍ରାଳୟର ଭାଗୀଦାରୀରେ କିଶୋରୀ କନ୍ୟାମାନଙ୍କୁ ରକ୍ତହୀନତା ଓ କୁପୋଷଣ ପାଇଁ ଆୟୁର୍ବେଦ ଚିକିତ୍ସା ଏବଂ ପରାମର୍ଶ ଦିଆଯାଉଅଛି । ଗବେଷଣା ପାଇଁ ଏହି ସଂସ୍ଥାନ ଓଡ଼ିଶାର ପ୍ରମୁଖ ଅନୁଷ୍ଠାନ AIIMS-ଭୁବନେଶ୍ୱର, ICMR-ଭୁବନେଶ୍ୱର ତଥା ICAR-ଭୁବନେଶ୍ୱର ସହ ଅନୁସନ୍ଧାନ କାଯ୍ୟ ଜାରି ରଖିଅଛି । ଏହି ସଂସ୍ଥାନ OPD ସେବା, IPD ସେବା, ମର୍ମ ଚିକିତ୍ସା, ସ୍ତ୍ରୀ-ରୋଗ ଚିକିତ୍ସା , ପଞ୍ଚକର୍ମ, କ୍ଷାର ସୂତ୍ର, ଜଳୌକା ଏବଂ ନୈଦାନିକ ପରୀକ୍ଷଣ ଆଦି ସେବା ଯୋଗାଇ ଦେଇ ଆସୁଅଛି । ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଆୟୁଷ ଚିକିତ୍ସା ପହଞ୍ଚାଇବା ପାଇଁ ଆୟୁଷ ମନ୍ତ୍ରାଳୟ ପ୍ରଚଳିତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ପ୍ରୟାସ ଜାରୀ ରଖିଅଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ଲୋଗ୍‌ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍‌ ଉଦ୍‌ଘାଟିତ 

ସ୍ଲୋଗ୍‌ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍‌ ଉଦ୍‌ଘାଟିତ 

October 14, 2026
ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ

ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ

October 14, 2026
Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada

କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ 

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ଲୋଗ୍‌ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍‌ ଉଦ୍‌ଘାଟିତ 

ସ୍ଲୋଗ୍‌ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍‌ ଉଦ୍‌ଘାଟିତ 

October 14, 2026
ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ

ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ

October 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version