No Result
View All Result
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ମାଟି ର ସୁଯୋଗ୍ୟ ସନ୍ତାନ ଗୋଲଖ ବିହାରୀ ମହାନ୍ତି ( ଗୁଲିଆ ଭାଇ) ଆଉ ଆମ ଗହଣ ରେ ନାହାନ୍ତି। ଆଜି ସକାଳୁ ସେ ଭୁବନେଶ୍ୱର ସ୍ଥିତ ନୁଆପଲ୍ଲି ର ହେଲଥ ଭିଲେଜ୍ ହସ୍ପିଟାଲ ରେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ତାଙ୍କୁ ବୟସ ୭୩ ହୋଇଥିଲା ଦିବଂଗତ ଗୁଳିଆ ଭାଇ ଜେଲ ବିଭାଗ ରେ ଡି ଆଇ ଜି ପଦବୀରେ ଅବସର ଗ୍ରହଣ କରି ଅବସର ପରେ ଜନ୍ମ ମାଟି ଦଶପଲ୍ଲା ର ଅମାଳପଡ଼ା ବାସ ଭବନ ରେ ରହୁଥିଲେ । ମହା ମହିମ୍ ରାଷ୍ଟ୍ରପତି ଙ୍କ ଦ୍ଵାରା ଦୁଇ ଥର ପୁରସ୍କାର ପାଇବାର ସୌଭାଗ୍ୟ ଲାଭ କରିଥିଲେ । ଦଶପଲ୍ଲା ଉଚ୍ଚ ବିଦ୍ୟାୟରେ ୧୯୭୦ ମସିହା ର ମାଟ୍ରିକ ବ୍ୟାଚ ର ପୁରତନ ଛାତ୍ର । ବିଗତ ବର୍ଷ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ର ପ୍ଲଟିନମ ଯୁବୁଲି ମହୋତ୍ସବ ର ଉପ ସଭାପତି ଥିଲେ ।
No Result
View All Result