• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ୟାଙ୍କ ଅଫ ବରୋଦାର ନୂତନ ଶାଖା ରାଜ ରାଜସୁନାଖଳା ରେ ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
September 25, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ବ୍ୟାଙ୍କ ଅଫ ବରୋଦାର ନୂତନ ଶାଖା ରାଜ ରାଜସୁନାଖଳା ରେ ଉଦଘାଟିତ
Share on FacebookShare on TwitterWhatsapp

ପ୍ରଥମ ଦିନରେ 100 ରୁ ଉର୍ଦ୍ଧ ଆକାଉଣ୍ଟ ଖୋଲା ହେଲା

୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ  :-> ନୟାଗଡ ଜିଲ୍ଲା ରାଜ ସୁନାଖଳା ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଅଟେ, ଏଠାରେ ପ୍ରାୟ ଶହେରୁ ଉର୍ଦ୍ଧ ଗ୍ରାମ ଉଭୟ ଖୋର୍ଦ୍ଧା ଓ଼ ନୟାଗଡ ଜିଲ୍ଲା ର ଏକ ଲକ୍ଷରୁ ଉର୍ଦ୍ଧ ଜନ ସାଧାରଣ ନିର୍ଭର କରି ଥାନ୍ତି, ତିନୋଟି ପେଟ୍ରୋଲ ପମ୍ପ, ଦୁଇଟି କଲେଜ, ଚାରି ଚାରିଟି ହାଇ ସ୍କୁଲ, ରେଳ ଷ୍ଟେସନ, ତିନୋଟି ରାଷ୍ଟ୍ରୟତ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ), କୋ ଅପରେଟିଭ ବ୍ୟାଙ୍କ ଥିବା ବେଳେ, ଆଜି ବ୍ୟଙ୍କିଙ୍ଗ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ ଯୋଡି ଦେଇଛି ବ୍ୟାଙ୍କ ଅଫ ବରୋଦା ରାଜ ସୁନାଖଳା ଶାଖା, କୁମ୍ଭାରୀ ଛକରୁ ବାଂକୋଇ ଆଡକୁ ପ୍ରାୟ ପଚାଶ ରୁ ଶହେ ମିଟର ଦୂରରେ ବ୍ୟାଙ୍କ ଅଫ ବରୋଦାକୁ ଭୁବନେଶ୍ୱର ଆଞ୍ଚଳିକ ଜୋନାଲ ପରିଚlଳକ ସ୍ୱପ୍ନା ବନ୍ଦୋପାଧ୍ୟାୟ ଯୋଗଦେଇ ରିବନ ଫିତାକାଟି ଏହାକୁ ଶୁଭା ଉଦଘାଟନ କରି ଅଂଚଳ ବାସୀଙ୍କ ଉଦ୍ୟେଶ ରେ ଲୋକାର୍ପଣ କରି ଛନ୍ତି !

ରିବନ କଟା ହେବା ପୂର୍ବରୁ ହିନ୍ଦୁ ରୀତି ନୀତି ଅନୁସାରେ ଏକ ସାଧାରଣ ହୋମ ଯଜ୍ଞ ବ୍ୟାଙ୍କ ଶାଖା ପ୍ରବନ୍ଧକ ଦୀପକ କୁମାର ବେହେରା କରାଇଥିଲେ ! ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଞ୍ଚଳିକ ପରିଚାଳକ ଭି ଏମ ଏନ ଏସ ସାଇ ବାବୁ ଓ ଉପ ଆଞ୍ଚଳିକ ପରିଚାଳକ ରାଜୀବ ସିହ୍ନl ପ୍ରମୁଖ ଉପସ୍ଥିତ ରହି ନିମନ୍ତ୍ରିତ ଜନସାଧାରଣ ମାନଙ୍କୁ ବରୋଦା ବ୍ୟାଙ୍କରେ ଉପଲବ୍ଧ ସୁବିଧା ବିଷୟରେ ଆଲୋକପାତ କରିଥିଲେ ! ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜସୁନାଖଳା ଦୁର୍ଗା ବଜାର ବ୍ୟବସାୟୀ ସତ୍ୟଭାମା କ୍ଲଥ ଷ୍ଟୋର ଶିଶିର କୁମାର ସାହୁ, ବଡ଼ କୁମାରୀ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବାଙ୍କୋଇ ୨୬ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ,ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ତ୍ରିନାଥ ରାଉତଙ୍କ ସମେତ ବିଭିନ୍ନ ଗ୍ରାମରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ,ରାଜସୁନାଖଳା ତ୍ରିନାଥ ବଜାର ବଣିକ ସଂଘର ସଦସ୍ୟମାନେ ଓ ବହୁ ଜନ ସାଧାରଣମାନେ ଯୋଗ ଦେଇଥିଲେ !

ଏହି ବ୍ୟାଙ୍କରେ କୃଷକ, ବ୍ୟବସାୟୀ ଓ ଜନ ସାଧାରଣମାନେ ବ୍ୟାଙ୍କ ଅଫ ବରୋଦା ରାଜସୁନାଖଳା ଶାଖାରେ ଉପଲ୍ଲବ୍ଧ ବ୍ୟବସାୟୀ ଋଣ,ନଗଦ ଉଠାଣ, ସ୍ଵର୍ଣ ଋଣ ଓ କୃଷି ଋଣ ସରଳି କରଣରେ ଯୋଗାଇ ଦେଉଥିବାରୁ ସ୍ଥାନୀୟ ଅଂଚଳ ବ୍ୟବସାୟୀ, ଶିକ୍ଷାବିତ ଓ ସମାଜସେବୀମାନେ ବ୍ୟାଙ୍କ ଅଫ ବରୋଦା ଉଚ୍ଚ ପ୍ରଶଂସା କରିଅଛନ୍ତି !ବ୍ୟାଙ୍କ ମ୍ୟାନେଜେର ଦୀପକ କୁମାର ବେହେରା ତତ୍ୱାବଧାନରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଥିଲା ! ସମସ୍ଥ ଉପସ୍ଥିତ ଜନତାଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯଇଥିଲା ! ବ୍ୟାଙ୍କ ଅଫ ବରୋଦା ସବୁ ବ୍ୟାଙ୍କ ଭଳି ସୁନା ଋଣ, କୃଷି ଋଣ, ମହିଳା ଗ୍ରୁପ ଋଣ, ପ୍ରଧାନ ମନ୍ତ୍ରି ରୋଜଗାର ଯୋଜନା ରେ ଋଣ, ବ୍ୟବସାୟିକ ଋଣ, କାର ଋଣ, ବାଇକ ଋଣ ଆଦି ଯୋଗ୍ୟତା ଭିତିରେ ଯୋଗାଇ ଦେବାକୁ ସୂଚନା ଉପରୁସ୍ଥ କର୍ମଚାରୀ ମାନେ ସୂଚନା ପ୍ରଦାନ କରିଛନ୍ତି !ଆଜିର ଉଦ୍ଘାଟନୀ ଦିବସରେ ପ୍ରାୟ ଶହେରୁ ଉର୍ଦ୍ଧ ବ୍ୟକ୍ତି ନୂଆ ଆକାଉଣ୍ଟ ଖୋଲିବାକୁ ଆସିଥିବା ବେଳେ 100 ରୁ ଉର୍ଦ୍ଧ ଆକାଉଣ୍ଟ ଖୋଲା ଯାଇଥିବା ସୂଚନା ମିଳିଛି !

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ

ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ

July 4, 2026
NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha

NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha

July 4, 2026
କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା” ଅବକାରୀ ଅଧିକ୍ଷକ

କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା” ଅବକାରୀ ଅଧିକ୍ଷକ

July 4, 2026
ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା

July 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ

ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ

July 4, 2026
NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha

NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha

July 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version