No Result
View All Result
୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତି ଅନ୍ତର୍ଗତ ରୁଡେଇ ଏଵଂ ବନ୍ତିଲାଡ଼ା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜନ ସାଧାରଣ ର ମୌଳିକ ସୁବିଧା ବିଷୟରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନାଇବ ସରପଞ୍ଚ ଶ୍ରୀ ଲକ୍ଷ୍ମଣ କାର୍ଜୀ ଅଜୟ ଗଡ ଗ୍ରାମ ପଞ୍ଚାୟତ,
ବନ୍ତିଲାଡ଼ା ୱାର୍ଡ ମେମ୍ଵର ଶ୍ରୀ କନ୍ତିଲି ଭୂୟାଁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଆକାଶ କୁମାର ଦିଗାଲ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ସଚେତନତା କରଯାଇଥିଲା ।

No Result
View All Result