No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଟାଙ୍ଗି, ୭୮ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ଦେଶ କୁ ଗର୍ବିତ ଓ ସ୍ବାଧିନତା ଅଧିକାର ପରିପ୍ରେକ୍ଷୀରେ ଘର୍ ଘର୍ ତ୍ରିରଙ୍ଗା ସହ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦିପକ ପ୍ରଧାନ ପୈରେହିତରେ ଏକ କାର୍ଯ୍ୟକ୍ରମ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ଆମ ଅଞ୍ଚଳର ପୁର୍ବତନ ଅବସର ପ୍ରାପ୍ତ ଶିକ୍ଷକଙ୍କ ଦ୍ଵାର ପତକା ଉତୋଳନ କରାଯାଇଥିଲା ବିକ୍ରମ କେଶରୀ ସାହୁ ପରିତୟ ପ୍ରଦାନ କରିବା ସହ ପରିଚାଳନା କରିଥିଲେ l ଉପଦେଷ୍ଟା ପ୍ରକାଶ କୁମାର ବଳିୟାର ସିଂହ ସମବେତ ରେ ଜାତିୟ ସଙ୍ଗୀତ ଗାନ କରାଯାଇଥିଲା ଏଵଂ ସମସ୍ତେ ଏକଶ୍ଵରରେ ସ୍ଲୋଗାନ ଦେଇଥିଲେ ଅତିଥି ମାନେ ଦେଶ ଭକ୍ତି ଉପରେ ଏକ ବକ୍ତବ୍ୟ ପ୍ରଦାନ କରିଥିଲେ l

ସଙ୍ଘର ସଭାପତି ଦିପକ ପ୍ରଧାନ ସାମ୍ବାଦିକ ମାନଙ୍କ ଉପରେ ଏକ ଉଦବୋଧନ ଦେଇଥିଲେ ସୁରକ୍ଷା ଓ ସ୍ବାଧିନତା ଦେଶରେ ବଜାଇ ରହୁ କହିଥିଲେ । ସାମ୍ବାଦିକ ବିଭୁତି ଭୁଷଣ ଦାଶ ଧନ୍ୟବାଦ ଦେଇଥିଲେ ସାମ୍ବାଦିକ ସୁଚତ୍ର ଭୁଜବଳ ସଭା ସାଙ୍ଗ କରିଥିଲେ ସମେତ ସାମ୍ବାଦିକ ଜିତେନ୍ଦ୍ର ମହାପାତ୍ର ଉପସ୍ଥିତ ରେ ଦାଶରଥି ଶ୍ରୀଚନ୍ଦନ, ଜ୍ଞାନରଞ୍ଜନ ଦାଶ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା l
No Result
View All Result