No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମୋହନା ବ୍ଳକ ଲବାରସିଂ ଗ୍ରାମପଞ୍ଚାୟତର ପାଞ୍ଚଆମ୍ବ ଗ୍ରାମ ଠାରେ ସି ପି ଆଇ (ଏମ୍) ପକ୍ଷରୁ ୭୮ତମ ସ୍ବାଧିନତା ଦିବସକୁ ସି ପି ଆଇ (ଏମ୍) ଜିଲ୍ଲା ସଂପାଦକ ଦଣ୍ଡପାଣି ରଇତଙ୍କ ନେତୃତ୍ବରେ ଜାତୀୟ ପତକା ଉତ୍ତୋଳନ କରିଥିଲେ ।

ଦେଶ ସ୍ବାଧିନ ଆଣିବାର ମହାପୁରୁଷ ମାନଙ୍କୁ ଶ୍ମରଣ କରାଯାଇ ଆନନ୍ଦ ଉତ୍ସବରେ ସ୍ବାଧିନତା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋହନା ଓ ଆର,ଉଦୟଗିରି ଆଞ୍ଚଳିକ ସଂପାଦକ ଗୋକୁଳ ଦଳବେହେରା, ଅନାମମଣ୍ଡଳ ତ୍ରନାଥ ରଇତ, ସୁରେନ୍ଦ୍ର ମଳିକ, ପାତ୍ରୀକ ପ୍ରଧାନ, ସୁଲମନ ରଇତ ଓ ଅନ୍ୟାମାନେ ଉପସ୍ଥିତ ଥିଲେ ।
No Result
View All Result