• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ଵର୍ଗଦ୍ଵାରରେ ଗଣ୍ଡୋଗୋଲ କଲେ ଏଫ୍ ଆଇ ଆର୍ କରିବା ପାଇଁ ଜିଲ୍ଲା ପାଳଙ୍କ କଡା ନିର୍ଦ୍ଦେଶ : ଗଣ୍ଡଗୋଳ କାରିଙ୍କୁ ଚିହ୍ନଟ ପାଇଁ ଲାଗିବ ଅଧିକ ସି ସି ଟିଭି

Proprietor Abhimanyu Maharana by Proprietor Abhimanyu Maharana
July 17, 2024
in ଓଡ଼ିଶା, ପୁରୀ, ହୋମ୍
0
ସ୍ଵର୍ଗଦ୍ଵାରରେ ଗଣ୍ଡୋଗୋଲ କଲେ ଏଫ୍ ଆଇ ଆର୍ କରିବା ପାଇଁ ଜିଲ୍ଲା ପାଳଙ୍କ କଡା ନିର୍ଦ୍ଦେଶ  : ଗଣ୍ଡଗୋଳ କାରିଙ୍କୁ ଚିହ୍ନଟ ପାଇଁ ଲାଗିବ ଅଧିକ ସି ସି ଟିଭି
Share on FacebookShare on TwitterWhatsapp

୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ ->  ସୋମବାର ମଧ୍ୟରାତ୍ରିରେ ସ୍ଵର୍ଗଦ୍ଵାର ଠାରେ ଶବଦାହ କରିବାକୁ ଆସି କିଛି ସେବାୟତ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାରଧର କରିଥିଲେ ,ଏହାକୁ ନେଇ ସ୍ଵର୍ଗଦ୍ଵାର ଠାରେ କିଛି ସମୟ ପାଇଁ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ଖବର ନେବାରେ ଜଣାପଡିଛି ଯେ କାଲି ଶ୍ରୀମନ୍ଦିର ସେବାୟତ ବାସୁଦେବ ପୂଜାପଣ୍ଡାଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ଵର୍ଗଦ୍ଵାରକୁ ଅଣାଯାଇଥିଲା କିନ୍ତୁ କାଲି ଶବସଂଖ୍ୟା ଅଧିକ ଥିବାରୁ ଶବସଂସ୍କାର ପିଣ୍ଡି ଖାଲି ନଥିଲା। ତେଣୁ ତୁରନ୍ତ ଗୋଟିଏ ପିଣ୍ଡି ସଫା କରାଯାଇ ଯୋଗାଇ ଦିଆ ଯାଇଥିଲା । ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ନିଜେ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ। କିନ୍ତୁ କିଛି ସେବାୟତ ଏହି ଘଟଣାକୁ ନେଇ ଗଣ୍ଡଗୋଳ କରିବା ସହିତ ଅଫିସ ଭିତରେ ପଶି କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଧମକ ଚମକ୍ ଦେବା ସହିତ ମାରଧର କରିଥିଲେ ଓ ସ୍ଵର୍ଗଦ୍ଵାର କେବଳ ସେବାୟତ ମାନଙ୍କର ଏଠି ବାହାର ଲୋକଙ୍କୁ କାହିଁକି ପୋଡ଼ିବାବକୁ ସୁଯୋଗ ଦିଆ ଯାଉଚି ବୋଲି କହିଥିଲେ ।

ଏହାକୁ ନେଇ ଦୀର୍ଘ୍ ସମୟ ଧରି ସ୍ୱର୍ଗଦ୍ୱାରେ ଉତ୍ତେଜନା ଲାଗିରହି ଥିଲା। ପରିସ୍ଥିତ ଅଣାୟତ୍ତ ହେବାରୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ତରଫରୁ ପୋଲିସ୍ ଡକା ଯାଇଥିଲା ସି ସି ଟିଭି ଫୁଟେଜ ଯାଞ୍ଚ ପରେ ସଂପୃକ୍ତ ସେବାୟତ ଅଫିସ ଭିତରେ ପସି କରମଚାରୀଙ୍କୁ ଧକାସଂଖିଆ ମାରିଥିବାର ଦେଖା ଯାଇଥିଲା।ଏହା ପରେ ପୋଲିସ ଉପସ୍ଥିତି ରେ ଏଭଳି କାଣ୍ଡ ଭିଆଇଥିବା ସେବାୟତ ଉପସ୍ଥିତ କର୍ମଚାରୀଙ୍କୁ ଭୁଲ ମାଗିଲା ପରେ ପରିସ୍ଥିତ ଶାନ୍ତ ହେଇଥିଲା।

କାଲି ବାହୁଡ଼ା ଯାତ୍ରା ଥିବାରୁ ଉପରିସ୍ଥ ଅଧିକାରୀଙ୍କୁ ବ୍ୟସ୍ତ ଥିବା ଯୋଗୁଁ ଆଜି ଏ ସମ୍ପର୍କରେ ସ୍ଵର୍ଗଦ୍ଵାର ସେବା ସମିତି ଅଧ୍ୟକ୍ଷ ତଥା ପୁରୀ ଜିଲାପାଳଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା ସମ୍ପୂର୍ଣ ଘଟଣା ସମ୍ପର୍କରେ ଜାଣିବା ପରେ ଆଗକୁ ଏଭଳି ଘଟଣା ଘଟିଲେ ଗଣ୍ଡଗୋଳ କରିଥିବା ବ୍ୟକ୍ତି ବିଶେଷଙ୍କୁ ବିରୁଦ୍ଧରେ ତୁରନ୍ତ ଆଇନ ଗତ କାର୍ଯ୍ୟାନୁଷ୍ଠାନ (ଏଫ୍ ଆଈ ଆର୍) କରିବା ପାଇଁ ଜିଲ୍ଲା ପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରକୁ କଡା ଆଦେଶ ଦେଇଛନ୍ତି ।ସେହି ପରି ସ୍ଵର୍ଗଦ୍ଵାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ଅଧିକ ସି ସି ଟିଭି କେମେରା ଲଗାଇବାର ବ୍ୟବସ୍ଥା ହେଉଛି ବୋଲି ସ୍ଵର୍ଗଦ୍ଵାର ସେବା ସମିତିର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ କହିଛନ୍ତି।ସ୍ଵର୍ଗଦ୍ଵାର ଏକ ପବିତ୍ର ସ୍ଥାନ ହୋଇ ଥିବାରୁ ଏହାର ଗାରିମା ଓ ପବିତ୍ରତା ପ୍ରତି ଦୃଷ୍ଟି ଦେବା ସମସ୍ତଙ୍କୁ କର୍ତ୍ତବ୍ୟ ବୋଲି ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଗୋପୀନାଥ କୁଅଁର କହିବା ସହିତ କୌଣସି ପ୍ରକାର ଗଣ୍ଡଗୋଳ ବା ଗଣ୍ଡଗୋଳ କାରୀଙ୍କୁ ହାଲ୍କା ରେ ନିଆଯିବ ନାହିଁ ବୋଲି କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର

ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର

June 25, 2026
ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

June 25, 2026
ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ

ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ

June 25, 2026
ଦୁଇଟି ପୋଷ୍ଟାଲ ପିନ ନମ୍ବର ମାଧ୍ୟମରେ ପୁରୀ ସହର ବାସୀଙ୍କ ଦର୍ଶନ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି : ଆଇନ ମନ୍ତ୍ରୀ

ଦୁଇଟି ପୋଷ୍ଟାଲ ପିନ ନମ୍ବର ମାଧ୍ୟମରେ ପୁରୀ ସହର ବାସୀଙ୍କ ଦର୍ଶନ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି : ଆଇନ ମନ୍ତ୍ରୀ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର

ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର

June 25, 2026
ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version