ମା ଙ୍କ ଦର୍ଶନ ସରିବା ପରେ ମନ୍ଦିରର ସେବାୟତ ମାନଙ୍କ ସହ ମନ୍ଦିର ବିଷୟରେ ଆଲୋଚନା କରିଥିଲେ l ବିଚାରପତିଙ୍କ ଦର୍ଶନ ପାଇଁ ବାଣପୁର ଥାନା ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଇନଚାର୍ଜ ଶ୍ରୀଯୁକ୍ତ ଦେବତା ଓ ଥାନାର ଅଫିସର ମାନେ ଉପସ୍ଥିତ ରହି ଶୃଙ୍ଖଳା ବ୍ୟବସ୍ତା କଡାକଡି କରିଥିଲେ l
ତତ ସହିତ ବାଣପୁର ମୁନିସିଫ କୋର୍ଟର ବିଚାରପତି ଓ ଅନ୍ୟାନ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସୂଚାରୁ ରୂପେ ଶ୍ରୀ ମହାପାତ୍ରଙ୍କୁ ମାଙ୍କର ଦର୍ଶନ କରାଇଥିଲେ l ଶେଷରେ ଶ୍ରୀ ମହାପାତ୍ର ଜନ୍ମ ମାଟି କୁମାରାଙ୍ଗ ଶାସନରେ ଥିବା ନିଜ ଘରକୁ ବୁଲିବା ପାଇଁ ଯାଇଥିଲେ l
© 2023 Odisha Taza News.