ନୟାଗଡ (ଓଡିଶା ତାଜା ନିଉଜ୍) ରଣପୁର ସୋନୁ – ରଣପୁର ରଣପୁର ବ୍ଲକ ଅନ୍ତର୍ଗତ ମଝିଆଖଣ୍ଡ ରଘୁନାଥ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ , ସମ୍ମାନିତ ଅତିଥୀ ଭାବରେ ବ୍ଲକ ଶିକ୍ଷାଅଧିକାରୀ ଉପେନ୍ଦ୍ର ସାହୁ , ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ
ସୁପଭା ଶତପଥୀ , ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ ପ୍ର ଧାନ, ସ୍ଥାନୀ ୟସରପଚଂ ସ୍ୱପ୍ନା ବେହେରା , ବିଦ୍ୟାଳୟ ପରିଚାଲଣା କମିଟି ସଭାପଡି ଆଲୋକ କୁମାର ପ୍ରାଧାନ ପ୍ରମୁଖ ଅତିଥରି ଭବେ ଯୋଗ ଦେଇଥିଲେ । କେଦାର ନାଥ ରଣବିରସିଂ ବାର୍ଷିକ ବିବରଣି ପାଠ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ବିଭିନ୍ନ ଯୋତ୍ରରେ ପାରିଦର୍ଷିତା ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରଷ୍କୃତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଡଃ ପ୍ରଶାନ୍ତ ମିଶ୍ର ଙ୍କ ଅନ୍ୟଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।