୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ନାଚୁଣୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଵ୍ରୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ନୂଆ -ଓ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସ୍ନାତ୍ତକ ଶିକ୍ଷା ଲାଭ କରୁଥିବା ୬୬୩ ଜଣଛାତ୍ରଛାତ୍ରୀଙ୍କୁ ମୋଟ ୬୬ ଲକ୍ଷରୁ ଟଙ୍କାର ଛାତ୍ର ଵ୍ରୃତ୍ତି ପ୍ରଦାନ କରାଯାଇଥିଲା । ସର୍ବମୋଟ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଏହି ଯୋଜନାରେ ଉପକ୍ରୃତ ହୋଇଛନ୍ତି।















