-
ଗଣମାଧ୍ୟପ୍ରତିନିଧି ଓ଼ ସ୍ଥାନୀୟ ଲୋକମାନଙ୍କୁ ସୂଚନା ନାହିଁ
ଫଳରେ ଛୋଟଛୋଟ ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହିଳା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଓ଼ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦ୍ଵାରା ଷ୍ଟଲ ଖୋଲାଯାଇଥିଲା। ଶିକ୍ଷିତ ବେକାର ଯୁବକଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ସ୍ଵୟଂମ ଉପରେ ମୁଖ୍ୟଅତିଥି ଡ଼ଃ ମିଶ୍ର ପରାମର୍ଶ ଦେଇଥଲେ।ସମାଜ ସେବୀ ଭାଗିରଥି ଦାଶ ସଭା ପରିଚ।ଳନା କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ କରିଥିଲେ।ଏହି ସଚେତନତା ଶିବିରରେ ପ୍ରସାର ଓ଼ ପ୍ରସାର ଅଭାବ ଯୋଗୁଁ ଯୁବଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ଼ ସ୍ଥାନୀୟ ଜନସାଧାରଣମାନେ ଯୋଗଦେଇ ପରି ନ ଥିଲେ ।
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଫଳ ଘଟିଅଛି ! ରାଜ୍ୟ ସରକାରଙ୍କ ଆମ ଓଡିଶା ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୁ ପ୍ରସାର ଓ଼ ପ୍ରଚାର କୁ ଗୁରୁତ୍ୱ ଦେଉଥିବା ବେଳେ ଧଳାପଥର ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ସୁବୁଦ୍ଧି ଏହାକୁ ବେଖାତିର କରିଅଛନ୍ତି ! ଖୋର୍ଦ୍ଧା ଜିଲ୍ଲାପାଳ ଏହାକୁ ଗୁରୁତର ସହ ଅନୁଧ୍ୟାନ କରି ତଦନ୍ତ କରିବାକୁ ବୁଦ୍ଧିଜୀବୀ ଓ଼ ଜନ ସାଧାରଣମାନେ ଦୃଢ଼ ଦାବୀ କରିଅଛନ୍ତି ! ଯୁବ ଓଡିଶା କଲ୍ୟାଣ ପରିଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

© 2023 Odisha Taza News.