• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏସଏଚଜି: ମାଧ୍ୟମରେ ମହିଳାମାନଙ୍କ ଉନ୍ନତି ପାଇଁ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷରୁ ଖଜୁରୀ ଗୁଡ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
February 23, 2024
in ଓଡ଼ିଶା, ଗଜପତି, ଦେଶ, ହୋମ୍
0
ଏସଏଚଜି: ମାଧ୍ୟମରେ ମହିଳାମାନଙ୍କ ଉନ୍ନତି ପାଇଁ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷରୁ ଖଜୁରୀ ଗୁଡ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ
Share on FacebookShare on TwitterWhatsapp

୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :- ଗଜପତି ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କ ଆର୍ଥିକ ସ୍ଥିତି ସମେତ ଖାଦ୍ୟ ନିରାପତ୍ତାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବହୁମୂଲ୍ୟ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷରୁ ଖଜୁରୀ ଗୁଡ ପ୍ରକ୍ରିୟା କରଣ କାର୍ଯ୍ୟକ୍ରମ କରା ଯାଉଥିବା ଜଣାଯାଇଛି ।ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ରବି କିରଣ ସର୍ଭିସ୍ ସୋସାଇଟି (ଆର:କେ:ଏସ:ଏସ:) ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଗରିବ , ଆଦିବାସୀ , ହରିଜନ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉନ୍ନତି ଯଥା:- ନାଗରିକ ସମାଜ ସଶକ୍ତିକରଣ , ସ୍ଥାୟୀ କୃଷି , ଖାଦ୍ୟ ନିରାପତ୍ତା କରଣ , ପ୍ରାକୃତିକ ସମ୍ବଳର ବିକାଶ , ସ୍ଵୟଂ ସହାୟକ ଗୋଷ୍ଠୀ , ଗ୍ରାମ ସଂଗଠନ , କୃଷକ ସଂଗଠନ , ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ , ଉତ୍ପାଦକ ଗୋଷ୍ଠୀ , ବ୍ୟବସାୟ ଗୋଷ୍ଠୀ କରି ସେମାନଙ୍କ ମାଧ୍ୟମରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକ କ୍ଷେତ୍ରରେ ଦୀର୍ଘ ପ୍ରାୟ ୧୨ ବର୍ଷ ଧରି ସକ୍ରିୟ ଭାବେ କାମ କରି ଆସୁଥିବା ସହ ସରକାରଙ୍କ ବିଭିନ୍ନ ବିଭାଗ ସହ ମିଳିତ ଭାବେ କାମ କରି ଆସୁଥିବା କୁହାଯାଇଛି

ଗ୍ରାମାଞ୍ଚଳରେ ମହିଳା ମାନଙ୍କ ଖାଦ୍ୟ ନିରାପତ୍ତା କରାଯିବାର ମୂଳ ଲକ୍ଷ ଓ ଉଦେଶ୍ୟ ପ୍ରକାରେ ଜଣାଯାଏ ଯେ , ଗତ ୨୦୧୭ ମସିହାରେ ପ୍ରଥମ ଥର ପାଇଁ “ରବିକିରଣ ସର୍ଭିସ୍ ସୋସାଇଟି (ଆରକେଏସଏସ) ସ୍ୱେଚ୍ଛାସେବୀ ଅନୁଷ୍ଠାନ , ଜିଲ୍ଲା ନାବାର୍ଡ ଓ ଗଜପତି ଜିଲ୍ଲା ଆର: ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଲିବୁରି ସିଂ ଗ୍ରାମ ସ୍ଥିତ ତାଳ-ଗୁଡ ସୋସାଇଟି ମାଧ୍ୟମରେ ତାଳଗୁଡ଼ ପ୍ରସ୍ତୁତି ଉପକରଣ ଯୋଗାଇ ଦିଆଯିବା ସହ ପ୍ରସ୍ତୁତି ତାଲିମ ଦିଆ ଯାଇଥିଲା । ଏହା ପରୀକ୍ଷା ମୂଳକ ଆର,:ଉଦୟଗିରି ଥାନା ଅନ୍ତର୍ଗତ ରୁମୁଣ୍ଡା ଓ ଆତରସିଂ ଗ୍ରାମରେ ଖଜୁରୀ ରସରୁ ଖଜୁରୀ ଗୁଡ ବାହାର କରିବା ପାଇଁ ୯୦ ଜଣ ମହିଳା ମାନଙ୍କୁ ତାଲିମ ଦିଆ ଯାଇଥିଲା । ବର୍ତ୍ତମାନ ଏହା ଆର: ଉଦୟଗିରି ଓ ନୂଆଗଡ ବ୍ଲକ ୧୫ ଟି ଗ୍ରାମର ୪୦ ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀର ୩୦୦ ମହିଳାଙ୍କୁ ନେଇ ୧୦ ଟି ଉତ୍ପାଦକ ଗୋଷ୍ଠୀ ଗଠନ କରିବା ପାଇଁ ନିଷ୍ପତି ନିଆ ଯାଇଥିବା ଜଣାଯାଇଛି । ଖଜୁରୀ ଗଛରୁ ରସ ବାହାର କରି ସେଥିରେ ଖଜୁରୀ ଗୁଡ ଓ ପାଉଡର ତିଆରି କରାଯାଉଛି । ଏହାର ବ୍ୟବହାର କରିବା ଦ୍ଵାରା ଏହା ସ୍ୱାସ୍ଥ୍ୟପ୍ରତି ବେଶ ଉପଯୋଗୀ ଓ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା କରିବା

ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଦିଗରେ ବେଶ ସହାୟକ ହୋଇଥାଏ । ଏହି ଖଜୁରୀ ଗୁଡ ଓ ପାଉଡରର ବଜାରୀକରଣ ବ୍ୟବସ୍ତା ପ୍ରକାରେ ଜଣାଯାଏ ଯେ , ଅମଳ ଠାରୁ ଉତ୍ପାଦନ ମଧ୍ୟରେ ଯେତିକି ପରିମାଣର ଖର୍ଚ୍ଚ ହୋଇଥାଏ , ଏହାର ବଜାରିକରଣ ବ୍ୟବସ୍ଥାରେ ଏଥିରେ ପ୍ରାୟ ୨ ଗୁଣା ମୂଲ୍ୟର ଲାଭ ମିଳୁଥିବା ବେଳେ ଏହା ଭୁବନେଶ୍ବର , ମୁମ୍ବାଇ , କୋଲକାତା , ହାଇଦ୍ରାବାଦ ପ୍ରଭୃତି ସହରାଞ୍ଚଳରେ ଚାହିଦା ଓ ଦର୍ ଅଧିକ ଥିବା ଜଣାଯାଏ ।ଏହି ଖଜୁରୀ ଗୁଡର ବ୍ୟବହାର କହିଲେ ଏହାଦ୍ୱାରା ଚା , ପିଠା , ଲଡୁ , କାକରା , ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି\’ରେ ବ୍ୟବହାର କରା ଯାଇଥାଏ ।ଏହାଦ୍ବାରା ମହିଳା ମାନେ ସ୍ୱାବଲମ୍ବୀ ହୋଇ ସେମାନଙ୍କ ଆର୍ଥିକ ସ୍ଥିତିରେ ଏକ ପରିବର୍ତ୍ତନ ଆଣିବାରେ ବେଶ ସହାୟକ ହୋଇଥାଏ ।ଏହି ଖଜୁରୀ ଚାଷରୁ ଚାଷୀଙ୍କୁ ଖଜୁରୀ ଗୁଡ ଓ ପାଉଡର ପ୍ରସ୍ତୁତି କରିବା କ୍ଷେତ୍ରରେ ବର୍ଷରେ ୪ ମାସ କେବଳ ଆଦାୟ ହେଉଥିବା ବେଳେ ଏଥିରୁ ପ୍ରତି ପରିବାର ପିଛା ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟ ହେଉଥିବା କୁହାଯାଇଛି ।

ଏ ସବୁ କ୍ଷେତ୍ରରେ ସବୁ ଠିକଠାକ ଥିବା ବେଳେ ଏଥିରେ ଚାଷୀଙ୍କୁ ମୁଖ୍ୟତଃ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ବଜାରିକରଣ ବ୍ୟବସ୍ଥା ସହ ସମୟ ଅନୁଯାୟୀ ଋଣ ଟଙ୍କା ଠିକ ଭାବେ ମିଳୁ ନ ଥିବା ଏହା ମୁଖ୍ୟ ସମସ୍ୟା ହୋଇପଡିଛି । ତେବେ ଚାଷୀ ତଥା ଉତ୍ପାଦକ ଗୋଷ୍ଠୀଙ୍କ ଠିକ୍ ସମୟରେ ଋଣ ମିଳିବାର ସମସ୍ୟା ଓ ବଜାରୀକରଣ ବ୍ୟବସ୍ଥା ପ୍ରତି କାର୍ଯ୍ୟରତ ରବିକିରଣ ସର୍ଭିସ୍ ସୋସାଇଟି ତରଫରୁ ଆମ ପ୍ରତିନିଧିଙ୍କୁ ସୂଚନା ଦେଇ ଜଣାଇ ଦିଆ ଯାଇଛିଯେ ଗଜପତି ଜିଲ୍ଲା ନାବାର୍ଡ ସଂସ୍ଥା ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଏ କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ୬୦ % ରୁ ୭୦% ଭାଗ ମହିଳାଙ୍କୁ ଖଜୁରୀ ଗୁଡ ତିଆରି କାର୍ଯ୍ୟକ୍ରମରେ ସାମିଲ କରି ଏହାର ବଜାରିକରଣ ବ୍ୟବସ୍ତା କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର:କେ:ଏସ:ଏସ: ପକ୍ଷରୁ ସମ୍ପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ସୂଚନା ଦେଇ ଜଣାଇଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version