No Result
View All Result
୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମ ପଞ୍ଚାୟତର ନୂଆସାହି ଠାରେ ସମାଜସେବୀ ତଥା ଯୁବ ନେତା ବ୍ରଜବନ୍ଧୁ ସୁବୁଦ୍ଧି ଙ୍କ ଦ୍ବାରା ମସାରି ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି । ଏହି ମାରି ବଣ୍ଟନ କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ଲୋକ ସହାୟତା ପାଇଥିଲେ ।

ଆଗାମୀ ଦିନରେ ସୁଖ ଏବଂ ଦୁଃଖ ର ସାଥୀ ହୋଇ ଏହି ସହାୟତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବୋଲି କଥା ମଧ୍ୟମ ରେ ପ୍ରତିଶ୍ରୁତି ଦେଇଥିଲେ । ଛୋଟୁ ବେହେରା, ଗାଣ୍ଡୁ ବେହେରା, ଦିଲୀପ କୁମାର ମାଳ, ଅକ୍ଷୟ ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଶେଷରେ ସହଯୋଗ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ଗାଣ୍ଡୁ ବେହେରା .
No Result
View All Result