ପୁଟୁପଡା ସମିତିସଭ୍ୟ ନାରାୟଣ କାର୍ଯ୍ୟୀ, ପରିମଳ ସମିତିସଭ୍ୟ ସବିତା ରଇତ, ସାଂସଦ ପ୍ରତିନିଧି ରିଙ୍କୁ ପାଣି ଓ ବିଜେଡି ଯୁବନେତା ଜିରିମିୟ ରଇତ, କିଶ୍ବର ପ୍ରଧାନ ଓ ପ୍ରଧାନ ଶିକ୍ଷୟତ୍ରୀ , ଅଙ୍ଗନବାଡି କମୀ , ଆଶା କମୀ, ମହିକା ମଣ୍ଡଳ ସଦସ୍ୟ ତଥା ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ମଖ୍ୟ ଆଲୋଚନା ବିଷୟ ହେଲା । ପ୍ରଥମେ ଅତିଥି ଓ ମାନ୍ୟଗଣ ଲୋକମାନଙ୍କୁ ଉପଡୌକନ ଦେଇ ସ୍ନମାନ କରିଥିଲେ । ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିବା କୁନି କୁନି ପିଲାଙ୍କ ଦ୍ବାରା ସାଂକୃତ କାର୍ଯ୍ୟକ୍ରମ ହେବା ସହ ସେମାନଙ୍କୁ ଯୋଗଦେବା ଅତିଥିମାନେ ପୁରକାର କରିଥିଲେ ।ମାନ୍ୟବର ଓଡିଶା ସରକାରଙ୍କ ଜନହୀତକାର ଯୋଜନା ମାନ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଅବଗତ କରାଇଛନ୍ତି ।ଯଥା ଗ୍ରାମାଞ୍ଚଳ ଗୁଡ଼ିକର ଧାର୍ମିକ ସ୍ଥଳ ଗୁଡିକ ର ରୂପାନ୍ତିକରଣ,ମହିଳା ସଶକ୍ତିକରଣ ତଥା ଭିତିଭୁମି ର ବିକାଶ,
ପ୍ରାଥମିକ ବିଦ୍ୟାଳୟ ଗୁଡିକ ର ରୂପାନ୍ତିକରଣ, କ୍ରୀଡ଼ା ଭିତିଭୁମି ର ବିକାଶ, ଐତିହ୍ୟ ଭିତିଭୁମି ର ବିକାଶ, ସୁଗମ ପରିବହନ ବ୍ୟବସ୍ଥା, ଏହି ସବୁ ବାର୍ତ୍ତା ଯେପରି ଗ୍ରାମାଞ୍ଚଳରେ ପହଞ୍ଚି ବିକାଶ ହୋଇ ପାରିବ ତା ହେଉଛି ଏହି ସଚେତନା କାର୍ଯ୍ୟ କ୍ରମର ମୁଳ ଲକ୍ଷ ବୋଲି ଜନସାଧାରଣ କୁ ଅବଗତ କରାଇଛନ୍ତି । ଯାହାକି ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ଏକ ଗୌରବମୟ ତଥା ଉଚ୍ଚ ପ୍ରଶଂସାମୟ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପଞ୍ଚାୟତ ପିଇଓ ମିନତୀ ମିଶ୍ର ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ପଞ୍ଚାୟତର ଓ୍ବାର୍ଡ ସଭ୍ୟ ସଭ୍ୟାମାନେ ।

© 2023 Odisha Taza News.