• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଐତିହାସିକ ସଫଳତା ଖଜୁରୀ ଗୁଡ଼କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

Proprietor Abhimanyu Maharana by Proprietor Abhimanyu Maharana
February 19, 2024
in ଓଡ଼ିଶା, ଗଜପତି, ଦେଶ, ହୋମ୍
0
ଐତିହାସିକ ସଫଳତା ଖଜୁରୀ ଗୁଡ଼କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା
Share on FacebookShare on TwitterWhatsapp

୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଲୁବୁରିସିଂ ଗ୍ରାମ ଅଞ୍ଚଳକୁ ଏକ ଭୌଗଳିକ ସଂକେତ ମିଳିଥିବା ଦେଖିବାକୁ ମିଳିଛି। ଯାହାକି ଏହି ଅଞ୍ଚଳର ବାସିନ୍ଦାଙ୍କ ନିମନ୍ତେ ଏକ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। ଯାହାକି ଗଜପତି ଜିଲ୍ଲାରେ ଆର, ଉଦୟଗିରି ବ୍ଲକ ଅଞ୍ଚଳରେ ଖଜୁରୀ ରେ ତିଆରି ହେଉଥିବା ଗୁଡ଼କୁ ମିଳିଛି ଜିଆଇ ଟ୍ୟାଗ୍ ର ମାନ୍ୟତା । ଏହା ଭଳିଆ ପଦାର୍ଥ ଓଡିଶାର ୭ଟି ଜିନିଷକୁ ଏହି ପରି ଟ୍ୟାଗ ମିଳିଥିବା ବେଳେ ସେଥିମଧ୍ୟରୁ ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ର ଖଜୁରୀଗୁଡ଼ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଯାହା ଫଳରେ ଗଜପତି ଜିଲ୍ଲାର ଗୁଡ଼ଚାଷୀଙ୍କ ଦୀର୍ଘ ଦିନର ଦାବି ଆଶା ଆଶଙ୍କା ପୂରଣ ହୋଇଛି । ଗଜପତି ଭଳି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକ ମାନେ ପୂର୍ବରୁ ଖଜୁରୀ ରସକୁ ତାଡି ପ୍ରସ୍ତୁତ କରି ମଦ ଭାବେ ବ୍ୟବହାର କରୁଥିଲେ ଓ ମାତାଲ ଅବସ୍ଥାରେ ରହି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗାଗ୍ରସ୍ତ ହେଉଥିଲେ । କିନ୍ତୁ ୧୯୫୯ ମସିହାରେ କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର ଗଜପତି ଜିଲାର ଆର.ଉଦୟଗିରି ବ୍ଲକ ଲୁବୁରିସିଂ ଠାରେ ତାଳଗୁଡ ପ୍ରକଳ୍ପ ନାମରେ ଏକ ପ୍ରକଳ୍ପ ନିର୍ମ।ଣ କରିଥିଲେ ।ପ୍ରକଳ୍ପ ନିର୍ମ।ଣ ହେବାପରେ ଧୀରେ ଧୀରେ ଖଜୁରୀ ରସକୁ ମଦ ଭାବେ ବ୍ୟବହାର ନକରି ସେହି ରସରୁ ବର୍ତମାନ ତାଳଗୁଡ ପ୍ରସ୍ତୁତି କରି ରୋଜଗାର ପାଇପାରୁଛନ୍ତି । ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୧୨ଶହରୁ ଅଧିକ ଚାଷୀ ଲାଭବାନ ହୋଇ ପାରୁଛନ୍ତି । ଏଥିରୁ ପ୍ରତିବର୍ଷ ପ୍ରାୟ ୬ ଶହ କ୍ବିଣ୍ଟାଲ ଗୁଡ ପ୍ରସ୍ତୁତ ହୋଇଥାଏ । ପ୍ରଥମେ ଆମେ ଏହି ଖଜୁରି ତାଡିକୁ ବାହାର କରି ପିଉଥିଲୁ । ଏହି ତାଡି ପିଇ ମାତାଲ ଅବସ୍ଥାରେ ଏଠି ସେଠି ପଡି ରହୁଥିଲୁ । ଘର ଏବଂ ବାହାର ଲୋକେ ସମସ୍ତେ ଆମକୁ ଖରାପ ଭାବୁଥିଲେ । ଏହି ତାଳଗୁଡ ପ୍ରକଳ୍ପ ହେବା ପରେ ସେହି ତାଡିକୁ ନପିଇ ଆମେ ସେହି ତାଡିରୁ ଗୁଡ଼ ପ୍ରସ୍ତୁତ କରୁଛନ୍ତି। ଏହି ପ୍ରକଳ୍ପ ହେବା ପରେ ଆମକୁ ୧ ମାସ ଧରି କିପରି ଗୁଡ଼ ପ୍ରସ୍ତୁତ ହେବ ତାହା ଉପରେ ତାଲିମ ଦିଆଯାଇଥିଲା । ଏହି ପ୍ରକଳ୍ପ ଆମକୁ ସମସ୍ତ ପ୍ରକାର ପ୍ରସ୍ତୁତି ଉପକରଣ ମଧ୍ୟ ପ୍ରଦାନ କରିଛି । ଯାହା ସାହାଯ୍ୟରେ ଆମେ ଗୁଡ଼ ପ୍ରସ୍ତୁତ କରୁଛୁ ”, ବୋଲି ଗୁଡ଼ ପ୍ରସ୍ତୁତକାରୀମାନେ କହିଛନ୍ତି” “ଟ୍ୟାଗଆଦିବାସୀମାନେ ସନ୍ଧ୍ୟା ସମୟରେ ଖଜୁରୀ ଗଛର ଶିଖରରେ ଗୋଟିଏ ଅଂଶକୁ କାଟି ଏକ ହାଣ୍ଡି ଲଗାଇଥାନ୍ତି । ଭୋର୍ ସକାଳୁ ସେହି ହାଣ୍ଡିରେ ଭରି ହାଇଥିବା ଖଜୁରୀ ରସକୁ ଓହ୍ଲାଇବା ସହ ସଂଗୃହୀତ ହେଇଥିବା ଖଜୁରୀ ରସକୁ ଜୈବିକ ପ୍ରଣାଳୀରେ ୩ ପ୍ରକାର ଗୁଡ଼ ତିଆରି କରାଯାଇଥାଏ ବୋଲି ଗୁଡ଼ ଚାଷୀମାନେ ସୂଚନା ଦେଇ କହିଛନ୍ତି. ।

ଏହାଦ୍ବାରା ପ୍ରସ୍ତୁତକାରୀମାନେ ପ୍ରତିଦିନ ହଜାରେରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଖଜୁରୀ ଗୁଡକୁ ଚାଷୀ କିଲୋ ଶହେ ଟଙ୍କାରେ ତାଳଗୁଡ ସମବାୟ ସମିତିରେ ବିକ୍ରି କରୁଥିବା ବେଳେ ଏହାର ବଜାର ଦର ୨ଶହ ଟଙ୍କା ରହିଛି । ଏହି ଖଜୁରୀ ରସରୁ ପାଣି ଗୁଡ, ପାଉଡର ଗୁଡ ଓ ଚେକା ଗୁଡ ନିର୍ମ।ଣ କରାଯାଇଥାଏ । ଏହାର ରଙ୍ଗ ଦେଖିବାକୁ କଳା ଧୂସର ଯାହାକି ଏହାର ସ୍ବାଦ ନିଆରା ଓ ସ୍ବାଦିଷ୍ଟ ହୋଇଥାଏ ।” “ଏହି ଗୁଡ କେନ୍ଦ୍ର ସରକାରୀ ପରୀକ୍ଷାଗାରରେ ପରୀକ୍ଷିତ ହୋଇଛି ଯେଉଁଥିରେ ଲୌହ ଏବଂ ଭିଟାମିନ ପ୍ରଚୁର ପରିମାଣରେ ଥିବା ସହିତ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଫଳରେ ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ପକ୍ଷରୁ ଏହାକୁ କୁଟୀର ଶିଳ୍ପର ମାନ୍ୟତା ଦିଆଯାଇଛି । ହଜାର ହଜାର ଆଦିବାସୀଙ୍କୁ ସ୍ବାବଲମ୍ବୀ କରାଯାଇଛି ଏହି ସ୍ବାଦିଷ୍ଟ ଖଜୁରୀ ଗୁଡ଼ । ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ଦେଶ ବିଦେଶରେ ଆହୁରି ବୃଦ୍ଧି ହେବା ସହ ଅନେକ ବେରୋଜଗାରଙ୍କୁ ରୋଜଗାରକ୍ଷମ କରାଇବ ବୋଲି ବୁଦ୍ଧିଜୀବୀ ମହଲ ଆଶା ପ୍ରକଟ କରାଯାଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version