-
ଅସହଷ୍ଣୂତା ମାନଙ୍କ ଫିକା ସମାବେଶ ବିଧାୟକ ହେବା ଆଶା ଦିବା ସ୍ବପ୍ନ : ବାଟେ ଘାଟେ ଚର୍ଟ୍ଟା ।
ଶୁଭାରମ୍ଭ ,ପ୍ରତିଷ୍ଠା କାର୍ଯ୍ୟ ଭଲି ଅନେକ ପ୍ରୋଗ୍ରାମ ଏପରିକି ଦିନ କୁ ଶହେ ରୁ ଉର୍ଦ୍ଧ କାର୍ଯ୍ୟକ୍ରମ ରେ ଯୋଗ ଦିଅନ୍ତି ବିଧାୟକ ଶ୍ରୀ ମେହେର ଙ୍କ ପ୍ରତୀ ଲୋକ ଙ୍କ ଶ୍ରଦ୍ଧା ଭାଜନ ଆହୁରି ବଢ଼ିବାକୁ ଲାଗିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ବିଧାୟକ ଶ୍ରୀମେହେର ନିମନ୍ତ୍ରଣ ପାଇଲା ମାତ୍ରେ କାର୍ଯ୍ୟକ୍ରମ କୁ ପହଞ୍ଚିବା ରେ ଟିକେ ବିଳମ୍ବ ହୋଇ ପାରେ
କିନ୍ତୁ ତାଙ୍କ ପହଞ୍ଚିବା ରେ ସୁନିଶ୍ଚିତ ବୋଲି ଲୋକେ କୁହା କୁହି ହେଉଥିବା ମଧ୍ୟ ଚା ଖଟିରେ ଶୁଣିବାକୁ ମିଳିଛି । ଆହୁରି ମଧ୍ୟ ବିଧାୟକ ଶ୍ରୀ ମେହେର ଙ୍କୁ ୨୪ ଘଣ୍ଟା ଧରି ଲୋକଙ୍କ ସେବା ରେ ନିଜକୁ ସମର୍ପିତ ହେତୁ ତାଙ୍କର ଲୋକ ପ୍ରିୟତା ଆଗକୁ ଆହୁରୀ ଆହୁରି ବୃଦ୍ଧି ପାଉଥିବା ଦେଖି କେତେକେ ଅସହଷ୍ଣୂତା ହୋଇ ଅସନ୍ତୋଷ ଗୋଷ୍ଠି ,ବିରୋଧି ଦଳ ,ନୂଆ ଚେହେରା ଆଗାମୀ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ଆଶାୟୀ ଭାବେ ଆଶା ବାନ୍ଧିଥିବା ମଧ୍ୟ ଆଲୋଚନା ହେଉଛି ।
ଅପରପକ୍ଷରେ ଆଗକୁ ଆଉ ମାତ୍ର ଦୁଇ ମାସ ପରେ ସାଧାରଣ ନିର୍ବାଚନ ହେବ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଉଦ୍ୟମ ଜାରି ରଖିଥିବା ମଧ୍ୟ ଲୋକ ଙ୍କ ମଧ୍ୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି । ଏହାକୁ ଆଖି ଆଗରେ ରଖି ଅସନ୍ତୋଷ ଗୋଷ୍ଠି , ବିରୋଧି ,
ନୂଆଚେହେରା ଙ୍କ ଦ୍ଵାରା ଆୟୋଜିତ କରାଯାଉଥିବା ବିରାଟ ଜନସମାବେଶ ଫିକା ପଡିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ବୋଲି ଚର୍ଟ୍ଟା ହେବାରେ ଲାଗିଛି । ଆଗମୀ ନିର୍ବାଚନ ରେ ଏପରି ଆଶାୟୀ ଙ୍କ ବିଧାୟକ ହେବା ଆଶା ଦିବା ସ୍ବପ୍ନ ବୋଲି ସାଧରଣ ରେ ଚର୍ଚ୍ଚା ଜୋର୍ ଧରିଛି !

© 2023 Odisha Taza News.