ମନୋରମା ପାତ୍ରଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ତିରିମଲ ସରପଞ୍ଚ ପ୍ରସନ୍ନ ଛୋଟରାୟ, ତିରିମଲ ପଞ୍ଚାୟତ ମିଶନ ଶକ୍ତି ବିଭାଗର ସଭାନେତ୍ରୀ ସତ୍ୟ ଭାମା ବଡ଼ଜେନା, ସମ୍ପାଦିକା ଗୌରୀ ପାତ୍ର, ଏମ୍ ବି କେ ନବନିତା ପ୍ରିୟ ଦର୍ଶିନୀ ରାଉତରାୟ, ବ୍ୟାଙ୍କ୍ ମିତ୍ର ସୁଶ୍ରୀ ସଂଗୀତା ପାଇକରାୟ, ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଓ ସି.ଆର୍.ପି ଅନୁଷୟା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ପଞ୍ଚାୟତର ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମଣିଷ ଜୀବନରେ ବୀମାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ(ସଚେତନ) କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାମକୃଷ୍ଣ ଜେନା ଓ ହରପ୍ରିୟା ମିଶ୍ର ସଂଯୋଜନା ଓ ପରିଚାଳନା କରିଥିଲେ।

© 2023 Odisha Taza News.