• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାକ୍‌ର୍ର ୧୦୦-କ୍ୟୁବ୍ ଷ୍ଟାଟ୍‌ର୍-ଅପ୍‌ଇନିସିଏଟିଭ୍ ଉଦ୍‌ଘାଟନ

Proprietor Abhimanyu Maharana by Proprietor Abhimanyu Maharana
February 12, 2024
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍
0
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାକ୍‌ର୍ର ୧୦୦-କ୍ୟୁବ୍ ଷ୍ଟାଟ୍‌ର୍-ଅପ୍‌ଇନିସିଏଟିଭ୍ ଉଦ୍‌ଘାଟନ
Share on FacebookShare on TwitterWhatsapp
  • ୨୦୩୬ ମସିହାସୁଦ୍ଧାଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ହାରାହାରି ଟ.୧୦୦ କୋଟିମୂଲ୍ୟର ୧୦୦ଟି ଷ୍ଟାର୍ଟ ଅପ୍ ସୃଷ୍ଟିକରିବ ପାର୍କ ।

  •  ଶିକ୍ଷାମନ୍ତ୍ରଣାଳୟରୁ ୧୩୦ କୋଟିଟଙ୍କାରସହାୟତାସହିତ ଦୁଇବର୍ଷମଧ୍ୟରେ ୨୦,୦୦୦ ବର୍ଗଫୁଟରୁ ୮୦,୦୦୦ ବର୍ଗଫୁଟକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତାରିତହେବ ପାର୍କ ।

  • ଓଡ଼ିଶାକୁଉଦ୍ୟୋଗର ଏକ ହବ୍‌ଭାବରେରୂପାନ୍ତରକରିବାର ପଦକ୍ଷେପ ।

  • ଉଦ୍‌ଘାଟନ ସମାରୋହରେଷ୍ଟାର୍ଟ-ଅପ୍ ଏବଂ ଫ୍ୟାକଲ୍ଟିମାନଙ୍କ ପାଇଁବୈଷୟିକକର୍ମଶାଳା ପ୍ରଦର୍ଶନ ଏବଂବିଭିନ୍ନଶିଳ୍ପ, ଷ୍ଟାର୍ଟ-ଅପ୍ ଏବଂଉଦ୍ୟୋଗୀ ପୁଞ୍ଜିପତିଙ୍କସହଗଙଟଗ୍ଦ

  • ସମ୍ମିଳନୀରେ ଉଦ୍ୟୋଗ, ଶିକ୍ଷାଏବଂଷ୍ଟାର୍ଟ ଅପ୍ କ୍ଷେତ୍ରରବହୁମାନ୍ୟଗଣ୍ୟବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନେଶ୍ଵର :-  ଏକ ଅଭୂତପୂର୍ବ ପଦକ୍ଷେପ ଭାବେ, ମାନ୍ୟବରକେନ୍ଦ୍ରଶିକ୍ଷା, ଦକ୍ଷତାବିକାଶଏବଂଉଦ୍ୟୋଗମନ୍ତ୍ରୀ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ମସିହାଫେବୃୟାରୀ ୧୧ ତାରିଖ ଦିନ ଆଇଆଇଟି ଭୁବନେଶ୍ୱର ର ଅନୁସନ୍ଧାନ ଏବଂଉଦ୍ୟୋଗ ପାର୍କର ପରିବର୍ତ୍ତନକାରୀ ୧୦୦-କ୍ୟୁବ୍ ଷ୍ଟାର୍ଟ-ଅପ୍ ନିର୍ମାଣକରିବାକୁ ପଦକ୍ଷେପ ନେଇଛନ୍ତି ।ଏହି ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ୨୦୩୬ ମସିହାରେଓଡ଼ିଶାର ୧୦୦ତମ ବାର୍ଷିକୀସୁଦ୍ଧା ପ୍ରତ୍ୟେକ ଟ. ୧୦୦ କୋଟିମୂଲ୍ୟର ୧୦୦ଟି ଷ୍ଟାର୍ଟ ଅପ୍ ସୃଷ୍ଟିକରିବାକୁଲକ୍ଷ୍ୟରଖିଛି ।ଏହିଲକ୍ଷ୍ୟହାସଲକରିବା ପାଇଁ ପାର୍କ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶ, ପ୍ରାରମ୍ଭିକ ପୁଞ୍ଜିଏବଂସମ୍ଭାବ୍ୟ ନିବେଶକମାନ ପ୍ରଦାନ କରିବ ।ଶିକ୍ଷାମନ୍ତ୍ରଣାଳୟରୁ ୧୩୦ କୋଟିଟଙ୍କାରସହାୟତାରେ ପାର୍କ ଆସନ୍ତା ଦୁଇବର୍ଷମଧ୍ୟରେବର୍ତ୍ତମାନର ୨୦,୦୦୦ ବର୍ଗଫୁଟକ୍ଷେତ୍ରରୁ ୮୦,୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ବିସ୍ତାରିତହେବାକୁ ଯାଉଛି ।ବିଭିନ୍ନଶିଳ୍ପ, ଶିକ୍ଷାନୁଷ୍ଠାନ, ଷ୍ଟାର୍ଟ ଅପ୍‌, ଉଦ୍ୟୋଗୀ ପୁଞ୍ଜିପତିଏବଂଛାତ୍ରମାନଙ୍କ ଭଳି ୧୫୦୦ରୁ ଅଧିକ ବ୍ୟକ୍ତିଙ୍କ ସମାବେଶ କୁ ସମ୍ବୋଧିତ କରିମାନ୍ୟବର ମନ୍ତ୍ରୀ କହିଛନ୍ତି, \”\”ଓଡ଼ିଶା ତଥା ଭାରତରଯୁବ ଶକ୍ତି ମଧ୍ୟରେ ସୃଜନାତ୍ମକ ଚିନ୍ତାଧାରା କୁ ସଫଳ ଉଦ୍ୟୋରେ ପାରିବର୍ତ୍ତିତକରିବାର ଅମାପ ଉତ୍ସାହରହିଛି । ୧୦୦-କ୍ୟୁବ୍ ଷ୍ଟାର୍ଟ୍‌-ଅପ୍ କନ୍‌କ୍ଲେଭ୍ ପଦକ୍ଷେପ ସମଗ୍ରଓଡ଼ିଶା ତଥା ଭାରତରଔଦ୍ୟୋଗିକ ପୃଷ୍ଠଭୂମିକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବ ।ଏହି ପଦକ୍ଷେପ ଦ୍ୱାରାଓଡ଼ିଶାସମ୍ବନ୍ଧୀୟଷ୍ଟାର୍ଟ୍‌-ଅପ୍‌ଗୁଡ଼ିକରବିକାଶ ପାଇଁ ଆଗଭର ହେବାପାଇଁସେସମଗ୍ର ଦେଶରଉଦ୍ୟୋଗୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।ସେଭାରତ ତଥା ପୂର୍ବଭାରତରଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଏହିମିଶନରେ ଅଂଶଗ୍ରହଣ କରିକାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଆଇଆଇଟି ଭୁବନେଶ୍ୱର ର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଡ. ଆର୍‌. ପି. ସିଂହସମାଜରଉନ୍ନତି ନିମନ୍ତେ ବିଜ୍ଞାନ ଏବଂବୈଷୟିକଜ୍ଞାନରଉପଯୋଗ ଦ୍ୱାରାସନ୍ତୁଳନ ସହିତ ନବସୃଜନ ଏବଂ ଅନୁସନ୍ଧାନର ମହତ୍ତ୍ୱଉପରେ ଆଲୋକପାତ କରିଥିଲେ ।ସେ ନିଶ୍ଚିତ ଯେ ଆଇଆଇଟି ଭୁବନେଶ୍ୱର ଏହାକୁ ହାସଲ କରିବାରେ ଅଗ୍ରଣୀ ଭୂମିକାଗ୍ରହଣକରିବ । ଶ୍ରୀଟି. ଭି. ନରେନ୍ଦ୍ରନ, ପରିଚାଳନା ନିର୍ଦ୍ଦେଶକଏବଂସିଇଓ, ଟାଟାଷ୍ଟିଲ୍‌; ଜେନେରାଲ ଅଟୋମିକ୍ସ କର୍ପୋରେଶନରମୁଖ୍ୟକାର୍ଯ୍ୟନିର୍ବାହୀ ଡ. ବିବେକଲାଲ୍‌; ଏନ୍‌ଏସ୍‌ଇର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓଡଃ ଆଶିଷକୁମାର ଚୌହାନ; ଫିନ୍‌ଲ୍ୟାଣ୍ଡ୍‌ର ଡେପୁଟୀହେଡ୍‌ମିଶନ୍‌ ଡଃ ଟିଟୋଗ୍ରୋନୋଓ; ଅଟଳ ଇନୋଭେସନ୍‌ମିଶନ୍‌, ନୀତି ଆୟୋଗର ମିଶନ୍ ନିର୍ଦ୍ଦେଶକଡଃଚିନ୍ତନ ବୈଷ୍ଣବ ଏବଂମଧୁମିତା ଅଗ୍ରୱାଲ, ସହ-ପ୍ରତିଷ୍ଠାତା ଏବଂସିଇଓ, ଓବେନ୍‌ ଇଲେକ୍ଟ୍ରିକାଲ ମଧ୍ୟ ଏହି ଅବସରରେ ବକ୍ତବ୍ୟ ରଖିଥିଲେ ଏବଂ ଭାରତକୁ ଏକ ବିକଶିତରାଷ୍ଟ୍ରଭାବେଗଢ଼ିତୋଳିବା ପାଇଁଏହାରମହତ୍ତ୍ୱକୁ ଦର୍ଶାଇ ପ୍ରଶଂସାକରିଥିଲେ । ପ୍ରାରମ୍ଭରେ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସରଶ୍ରୀପାଦ କରମଲକର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ଏବଂ ୧୦୦ କ୍ୟୁବ୍‌ଇନିସିଏଟିଭ୍‌ କୁ ଉପସ୍ଥାପନ କରିଥିଲେ ।

ସେକହିଥିଲେ ଯେ, ୧୦୦ କ୍ୟୁବ୍‌ଷ୍ଟାର୍ଟ-ଅପ୍ ଓଡ଼ିଶାକୁଉଦ୍ୟୋଗର ଏକ ହବ୍‌ଭାବରେ ପ୍ରତିଷ୍ଠା ଦେବ ଏବଂ ଦେଶରେଷ୍ଟାର୍ଟ-ଅପ୍ ସଂସ୍କୃତି ପ୍ରତିପୋଷଣ ଦିଗରେ ଆଇଆଇଟି ଭୁବନେଶ୍ୱର ଏକ ମହତ୍ତ୍ୱପୂର୍ଣ୍ଣମାଇଲ୍‌ଖୁଣ୍ଟରୂପେ ପରିଗଣିତହେବ । ଏହି ଅବସରରେ, ଆଇଆଇଟି ଭୁବନେଶ୍ୱର ୧୦୦ କ୍ୟୁବ୍‌ଲକ୍ଷ୍ୟହାସଲକରିବା ପାଇଁରଣନୈତିକସହଯୋଗ ଗଠନ ନିମନ୍ତେ ୧୬ଟି କମ୍ପାନୀସହିତସ୍ୱାକ୍ଷରକରିଛି ।ଏହାବ୍ୟତୀତ ଆଇଆଇଟି ଭୁବନେଶ୍ୱର ଦ୍ୱାରା ଆରମ୍ଭ ହୋଇଥିବା ୪ଟି ଷ୍ଟାର୍ଟ ଅପ୍ ପାଇଁ ଅଏଲ୍ ଇଣ୍ଡିଆ ଲିମିଟେଡ୍‌ ର ସିଏମ୍‌ଡିଶ୍ରୀରଂଜିତ ରଥ ମଧ୍ୟ ୩.୫କୋଟି ଟଙ୍କା ମୂଲ୍ୟର ଅନୁଦାନ ପ୍ରଦାନ କରିଛନ୍ତି ।


କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଆନୁଷ୍ଠାନିକ ଭାବେଏହିକାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ୧୫୦୦ ସିଟ୍‌ ବିଶିଷ୍ଟ ଅଡିଟୋରିୟମକୁ ଉଦ୍‌ଘାଟନ କରିଥିଲେଏବଂ ୪୫୦ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ ପାଇଁଇ-ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୧୦୦ କ୍ୟୁବ୍‌ଷ୍ଟାର୍ଟ-ଅପ୍ ଉନ୍ମୋଚନ ସମାରୋହ ପୂର୍ବରୁ ଆଇଆଇଟି ଅନୁସନ୍ଧାନ ପାର୍କର ଫ୍ୟାକଲ୍ଟିମୁଖ୍ୟ, ଉଦ୍ୟୋଗପତିଏବଂ ପୁଞ୍ଜିପତିମାନଙ୍କ ଦ୍ୱରା ଫ୍ୟାକଲ୍ଟିଏବଂଷ୍ଟାର୍ଟ-ଅପ୍‌ମାନଙ୍କ ନିମନ୍ତେ ସମାନ୍ତରାଳ ଭାବରେ ବୈଷୟିକ କର୍ମଶାଳା ଆୟୋଜିତ କରାଯାଇଥିଲା । ଅନୁସନ୍ଧାନ ଏବଂଉଦ୍ୟୋଗ ପାର୍କ, ଆଇଆଇଟି ଭୁବନେଶ୍ୱରରସିଇଓ, ଡ. ଶୁଭଙ୍କର ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version