No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଖୋର୍ଦ୍ଧା :- ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମ ପଞ୍ଚାୟତର ପୁର୍ବ ତନ ସରପଞ୍ଚ ଶ୍ରୀ ଦିଜବର ସୋଇଁ ଅକାଳ ବିୟୋଗ ମୃତ୍ୟୁ ଘଟିଯାଇଛି ଏହି ମୃତ୍ୟୁ ଖବର ସାରା ପଞ୍ଚାୟତ ର ସମସ୍ତ ଙ୍କ ଆଖିରେ ଲୁହ୍ ଦେଇଥିଲା ସତରେ ସେ ପଞ୍ଚାୟତ ର ଜଣେ ଭଲ ନେତା ଥିଲେ ସତରେ ଗରିବ ଲୋକମାନଙ୍କ ମୁହଁରେ ହସ ଏବଂ ଖୁସି ଦେବା ପାଇଁ ତାଙ୍କ ସଓପନ୍ ଥିଲା ସମସ୍ତଙ୍କର ହୁଦୟ ଯାଗା ନେଇଥିଲେ ଏବେ ବି ତାଙ୍କ ମୃତ୍ୟୁ କଥା ସତ ଭାବି ପାରୁ ନାହାନ୍ତି ସତରେ ସେ ଦୁଇ ଦୁଇ ଥର ପଞ୍ଚାୟତ ବାସୀଙ୍କ ମନ କିଣି ନେଇଥିଲେ
ଥରେ ସମିତି ସଭ୍ୟ ଏବଂ ଆଉ ଥରେ ସରପଞ୍ଚ ହୋଇଥିଲେ ଲୋକଙ୍କୁ ସେବା ଯୋଗାଇ ଦେବା ତାଙ୍କର ଥିଲା ଇଚ୍ଛା ପଞ୍ଚାୟତ ଅଫିସ୍ ଥିଲା ତାଙ୍କ ଘର ସବୁବେଳେ ପଞ୍ଚାୟତ ପାଇଁ ସେବା କରିବାକୁ ଥିଲା ତାଙ୍କ ମନ ଆଜି ସେସ ଦିନ ରେ ପଞ୍ଚାୟତ ବାସି ପୁଲ ପୁଷ୍ପ ଦେଇ ତାଙ୍କ ଅମର ଆତ୍ମାର ସତଗତି କାମନା କରିଥିଲେ ବିଜେଡ଼ି ଯୁବ ନେତା ରାଜ୍ୟ ସଂପାଦକ ପ୍ରଦିପ କୁମାର ସାହୁ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଲ ପୁଷ୍ପ ଦେଇ ତାଙ୍କ ଅମର ଆତ୍ମାର ସତଗତି କାମନା କରିଥିଲେ

No Result
View All Result