No Result
View All Result
୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବେଗୁନିଆ :- ବେଗୁନିଆ ଅବକାରୀ ଥାନା ପକ୍ଷରୁ ବୁଧବାର ଦିନ ଅତର୍କିତ ଭାବେ ଚଢ଼ାଉରେ ଅଭିଯୁକ୍ତଙ୍କ ଠାରୁ ଦେଶୀ ମଦ ଓ ବାଇକ ଜବତ କରି କୋର୍ଟ ଚାଲାଣ କରିଛି ବେଗୁନିଆ ଅବକାରୀ ଥାନା ଅଧିକାରୀ ଏନ ଜାଗିନ ରାଓଙ୍କ ସୂଚନା ମୁତାବକ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ କଢ଼ାମଲ ଗ୍ରାମର ଗଙ୍ଗାଧର ପ୍ରଧାନ ବାଇକ ଯୋଗେ ଗେଡ଼ିଆପଲ୍ଲୀ ବଜାର ନିକଟରେ ୨୫ ଲିଟର ଦେଶୀମଦ ଧରି ବିକ୍ରୀ କରୁଥିବା ସମୟରେ ପୁଲିସ ପହଂଚି ଗିରଫ କରିଛି ।

No Result
View All Result