• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଭୟରେ ଜନତା, : ପ୍ରଦିପ୍ତ ନାଏକ

Proprietor Abhimanyu Maharana by Proprietor Abhimanyu Maharana
December 17, 2019
in ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଭୟରେ ଜନତା, : ପ୍ରଦିପ୍ତ ନାଏକ
Share on FacebookShare on TwitterWhatsapp

ମହିଳା ବିରୋଧୀ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶରେ ୭୨ଟି, ତାମିଲନାଡୁରେ ୬୯ଟି, ପଶ୍ଚିମ ବଙ୍ଗରେ ୮୮ଟି ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ କୋର୍ଟ ଅଛି । ମାତ୍ର ଓଡିଶାରେ ଏହାର ସଂଖ୍ୟା ହେଉଛି ଶୂନ ଯଦି ଦେଶର ଅନ୍ୟ ରାଜ୍ୟମାନେ ଫାଷ୍ଟଟ୍ରାକ କୋର୍ଟ ବସାଇ ପାରିଲେ ଓଡିଶା ସରକାର କାହିଁକି ପାରିଲା ନାହିଁ ମହିଳା ବିରୋଧୀ ହିଂସାର ବିଚାର କରିବା ପାଇଁ ହେଉଥିବା ଫାଷ୍ଟଟ୍ରାକ କୋର୍ଟ ପାଇଁ କେନ୍ଦ୍ର ସରକାର ୬୦% ଅର୍ଥ ଦେଉଛନ୍ତି ରାଜ୍ୟରେ ବର୍ତମାନ ମାତ୍ର ୬ଟି ମହିଳା ଥାନା ଅଛି । କାହିଁକି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମହିଳା ଥାନା ସ୍ଥାପନା ହୋଇପାରିନାହିଁ ।

ଭୁୁବନେଶ୍ୱର (ଓଡିଶା ତାଜା ନିଉଜ୍) –  ଭୁବନେଶ୍ୱର,ତା.୧୭/୧୨: ରାଜ୍ୟରେ ଯେଉଁଭଳି ଭାବେ ମହିଳା ବିରୋଧୀ ହିଂସା ବିଶେଷ ଭାବରେ ବଳାକ୍ରାର ବଢିବାରେ ଲାଗିଛି ଦେଖିଲେ ଲାଗୁଛି ଯେ ରାଜ୍ୟରେ ଗୃହ ବିଭାଗ ନାହିଁ । ରାଜ୍ୟରେ ପୋଲିସ ବିଭାଗ କାମ କରୁନାହିଁ । ଅପରାଧୀମାନଙ୍କର ଆଉ ପୋଲିସ ପ୍ରତି ଭୟ ନାହିଁ । ମହିଳା ବିରୋଧୀ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶରେ ୭୨ଟି, ତାମିଲନାଡୁରେ ୬୯ଟି, ପଶ୍ଚିମ ବଙ୍ଗରେ ୮୮ଟି ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ କୋର୍ଟ ଅଛି । ମାତ୍ର ଓଡିଶାରେ ଏହାର ସଂଖ୍ୟା ହେଉଛି ଶୂନ । ରାଜ୍ୟ ସରକାର କାହିଁକି ଏବେ ସୁଦ୍ଧା ଫାଷ୍ଟଟ୍ରାକ କୋର୍ଟ ସ୍ଥାପନା କରିନାହାନ୍ତି ତାର ଜବାବ
ଦିଅନ୍ତୁ । ଯଦି ଦେଶର ଅନ୍ୟ ରାଜ୍ୟମାନେ ଫାଷ୍ଟଟ୍ରାକ କୋର୍ଟ ବସାଇ ପାରିଲେ ଓଡିଶା ସରକାର କାହିଁକି ପାରିଲା ନାହିଁ ଏହାର ଉତର ରଖନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାଏକ । ମହିଳା ବିରୋଧୀ ହିଂସାର ବିଚାର କରିବା ପାଇଁ ହେଉଥିବା ଫାଷ୍ଟଟ୍ରାକ କୋର୍ଟ ପାଇଁ କେନ୍ଦ୍ର ସରକାର ୬୦% ଅର୍ଥ ଦେଉଛନ୍ତି । ହେଲେ ଓଡିଶା ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ । ୫ ଥର ପାଇଁ କ୍ରମାଗତ ଶାସନରେ ରହିଲା ପରେ ବି ରାଜ୍ୟ ସରକାର ବଳାକ୍ରାର ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟ ଗଠନ କରିପାରିଲେ ନାହିଁ ଏବେ କହୁଛନ୍ତି କୋର୍ଟ ସ୍ଥାପନା କରିବେ ବୋଲି । ରାଜ୍ୟ ସରକାର ଏହି ନିଷ୍ପତି ସେପ୍ଟେମ୍ବର ମାସରୁ ନେଲେଣି । ଏବେ ସୁଦ୍ଧା ୩ ମାସ ବିତିଗଲାଣି ହେଲେ ଏହା ଉପରେ କିଛି ଅଗ୍ରଗତି ହୋଇନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟରେ ବର୍ତମାନ ମାତ୍ର ୬ଟି ମହିଳା ଥାନା ଅଛି । କାହିଁକି ରାଜ୍ୟର ସମସ୍ତ୩୦ଟି ଜିଲ୍ଲାରେ ମହିଳା ଥାନା ସ୍ଥାପନା ହୋଇପାରିନାହିଁ । ମହିଳାମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ମାତ୍ର ୬ଟି ମହିଳା ଥାନା ଯଥେଷ୍ଟ ନୁହେଁ । ରାଜ୍ୟ ସରକାର ୨ ମାସ ଭିତରେ ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରେ ମହିଳା ଥାନା ସ୍ଥାପନା କରନ୍ତୁ । ରାଜ୍ୟରେ ପୋଲିସ ବିଭାଗରେ ଏକ ସ୍ପେସିଆଲ ସ୍କ୍ୱାର୍ଡ ଗଠନ ହେଉ । ଯେତେ ବି ବଳାକ୍ରାର ମାମାଲା ଆସୁଛି ସେ ସମସ୍ତ ମାମଲାର ତଦନ୍ତ ସେହି ସ୍ପେସିଆଲ ସ୍କ୍ୱାର୍ଡ କରୁ ।

ପ୍ରଦିପ୍ତ କହିଛନ୍ତି ଯେ, ୨୦୧୬ରେ ୧୯୨୮ଟି ବଳାକ୍ରାର ଘଟଣା ଘଟିଥିଲା । ୨୦୧୭ରେ ୨୨୨୧ଟି ବଳାକ୍ରାର ଘଟଣାର ରିପୋର୍ଟ ଆସିଥିଲା । ୨୦୧୮ ମସିହାରେ ୨୫୦୨ ଟି ବଳାକ୍ରାର ଘଟଣା ଘଟିଥିଲା । ୨୦୧୯ ବର୍ଷରେ ନଭେମ୍ବର ମାସ ସୁଦ୍ଧା ୧୧୪୯ ବଳାକ୍ରାର ଘଟଣା ପୋଲିସରେ ରେକର୍ଡ ହୋଇଛି । ଦିନକୁ ଦିନ ରାଜ୍ୟରେ ବଳାକ୍ରାର ମାମଲା ବଢୁଛି । ୧୫ ଡିସେମ୍ବରରେ ଭବାନିପାଟଣାରେ ଲିଫ୍ଟ ଦେବା ବାହାନାରେ ଜଣେ ମହିଳାଙ୍କୁ
ଗଣବଳାକ୍ରାର ହୋଇଛି । ନବରଙ୍ଗପୁର ଜିଲ୍ଲାର କୋଷାମଗୁଡା ଅଂଚଳରେ ଜଣେ ନାବାଳିକାଙ୍କୁ ଗଣଦୁର୍ଷ୍କମ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନା ସୃଷ୍ଟି ହୋଇଥିବା ବେଳେ ପୋଲିସ ଏଯାଏଁ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ପୁରୀରେ ପୋଲିସ କଲୋନିରେ ଜଣେ ଯୁବତିଙ୍କୁ ଗଣବଳାକ୍ରାର କରାଯାଇଥିଲା । ସେହି ସମାନ
ପୁରୀରେ ଜଣେ ସ୍ୱାମୀ ପରିତ୍ୟକ୍ତାଙ୍କୁ ଦୁଇ ଦିନ ତଳେ ଦୁର୍ଷ୍କମ କରାଯାଇଛି । ମୟୁରଭଂଜର ରାଇରଙ୍ଗପୁ ମହାବିଦ୍ୟାଳୟର ଜଣେ ଅଧ୍ୟାପିକା ଆତ୍ମହତ୍ୟା କରିଥିଲେ । ତାଙ୍କୁ ଦୁର୍ଷ୍କମ କରାଯାଇଥିଲା ଓ ରାଇରଙ୍ଗପୁର ପୋଲିସ ଅପରାଧୀକୁ ଧରିବା ବଦଳରେ ସେଇ ଅଧ୍ୟାପିକାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲା । ଯାହାଫଳରେ ସେ ଆତ୍ମହତ୍ୟା କଲେ । ସ୍ମୀତାରାଣି ଘଟଣାରୁ ଆଜି ଯାଏଁ ପରଦା ଉଠିଲା ନାହିଁ । ପୋଲିସ ସବୁ କୌଶଳ ଲଗାଇ ଏକ ହତ୍ୟା ଓ ଦୁର୍ଷ୍କମକୁ ଆତ୍ମହତ୍ୟାର ଋପ ଦେଲା । ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାରେ ଆଜି ଯାଏ ଦୋଷି ଧରାପଡିଲା ନାହିଁ । ପିପିଲି ଗଣଦୁର୍ଷ୍କମ
ଘଟଣାରେ ପୋଲିସର ଅପାରଗତା ପାଇଁ ଅପରାଧୀମାନେ ଅଦଲାତରୁ ଖସିଗଲେ । ଏତେ ମହିଳା ଦୁର୍ଷ୍କମ ପରେ କେବେ ମୁଖ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗିବ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳୀନରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ
ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version