No Result
View All Result
ନୟାଗଡ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୂର୍ ପିଏ ମ୍ ଶ୍ରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଯୋଗ ଶିବିର ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ସିଖେୟତ୍ରି ଯୋଗଦେଇଥିଲେ । ଯୋଗ ଶିକ୍ଷକ ପରମାନନ୍ଦ ପରିଡ଼ାଙ୍କ ଦ୍ଵାରା କୈଶୋର ଶିକ୍ଷା କାର୍ଯ୍ୟକ୍ରମରେ ବିଭିନ୍ନ ଆସନ ଯଥା ସୂର୍ଯ୍ୟନମସ୍କାର, ସଡାସନ,
ବୃକ୍ଷାସନ,କଟିଚକ୍ରାସନ,ପଶ୍ଚିମୋତାନସନ ,ମତ୍ସ୍ୟସନ , ମଣ୍ଡୁକାସନ୍, ଉଷ୍ଟ୍ରାସନ୍, ଭୂଜାଙ୍ଗାସନ୍, ସର୍ବଙ୍ଗାସନ୍ , ଚକ୍ରାସନ୍, ଓ ଶ୍ରିସାସନ୍,ଆଦି କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।କ୍ରୀଡା ଶିକ୍ଷକ ଅକ୍ଷୟ କୁମାର ଦାସ କାର୍ଯ୍ୟକ୍ରମରେ ଅୟୋଜନ କରିଥିଲେ ।
No Result
View All Result