• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆଜିର ରାଶିଫଳ : ଆଜି ଦିନଟି ଆପଣଙ୍କ ମଙ୍ଗଳମୟ ହେଉ

Proprietor Abhimanyu Maharana by Proprietor Abhimanyu Maharana
January 9, 2024
in Uncategorized, ଓଡ଼ିଶା, ମହାନଗର, ରାଶିଫଳ, ହୋମ୍
0
ଆଜିର ରାଶିଫଳ : ଆଜି ଦିନଟି ଆପଣଙ୍କ ମଙ୍ଗଳମୟ ହେଉ
Share on FacebookShare on TwitterWhatsapp

ବ୍ୟକ୍ତିଗତ ସମସ୍ତ ସମସ୍ୟା ର ସମାଧାନ ପାଇଁ ଆମ ଜ୍ୟୋତିଷ ଗବେଷଣା କେନ୍ଦ୍ର (ସମାଧାନ କାର୍ଯ୍ୟାଳୟ ) ସହିତ ଯୋଗାଯୋଗ କରନ୍ତୁ :-> 6371337141, 9438023546

ଆଜି ୯ ତାରିଖ, ଜାନୁଆରୀ ମାସ, ୨୦୨୪ ମସିହା, ମଙ୍ଗଳବାର, ଧନୁ,୨୫ ଦିନ, ପୌଷ କୃଷ୍ଣ ପକ୍ଷ, ତ୍ରୟୋଦଶୀ ତିଥି, ବିଛା ରାଶି, ଜ୍ୟେଷ୍ଠା ନକ୍ଷତ୍ର

୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :- ମେଷ ରାଶି :- ଆଜି ଆପଣଙ୍କ ପାଇଁ ଦିନ ଟି ଭଲ ସାବ୍ଯସ୍ତ ହେବ । ଯାନ ବାହନ ସାବଧାନ ପୁର୍ବକ ଚଲାନ୍ତୁ । ଜିଦି ଓ ନିଷ୍ଠା ସଠିକ ଜାଗାରେ ଦେଖାନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ପ୍ରଗତି ପ୍ରାପ୍ତ ହେବ । ମାତା ପିତା ଙ୍କ ସହ କଥା ହେବା ସମୟରେ ଶବ୍ଦ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ଆପଣ ଆଜି କାହାରିଠାରୁ ଟଙ୍କା ଉଧାର ଆଣନ୍ତୁ ନାହିଁ । ଶତ୍ରୁ ଙ୍କ ଉପରେ ବିଜୟ ମିଳିବ । ଦାଂପତ୍ଯ ଜୀବନ ଭଲ ରହିବ ।

ବୃଷ ରାଶି :- ଆଜି ଆପଣଙ୍କ ଭାଗ୍ୟ ର ପୁରା ସହଯୋଗ ମିଳିବ । ପାରିବାରିକ ଜୀବନ ସାମାନ୍ଯ ଅସୁବିଧା ରହିବ । ଜୀବନ ସାଥିଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କ ପାଇଁ ବ୍ୟବସାୟିକ ସଫଳତା ର ସଂଯୋଗ ବନୁଛି । କୋର୍ଟ କଚେରୀ ରେ ବିଜୟ ମିଳିବାର ସମ୍ଭାବନା ଅଛି । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ନିୟମିତ ଯୋଗ କରିଲେ ସ୍ୱାସ୍ଥ୍ୟ ଠିକ ରହିବ । କୌଣସି ପ୍ରେମ ପ୍ରସଙ୍ଗ ବି ଆରମ୍ଭ ହୋଇପାରେ । ବିଦ୍ୟାର୍ଥୀ ପଢା କୁ ନେଇ କିଛି ପରିବର୍ତ୍ତନ କରିପାରନ୍ତି । ଆଜି ଆପଣ ଗୁରୁଜନଙ୍କ କଥା ପ୍ରତି ଧ୍ୟାନ ଦିଅନ୍ତୁ ।

ମିଥୁନ ରାଶି :- ଆଜି ଆପଣ ପୂର୍ବ ସମ୍ମାନ ଊର୍ଜା ସ୍ତର ରେ ଭାରି ରହିବ । ନିଜର ସବୁ କାମ ସମୟ ଅନୁଯାୟୀ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହେବ । ଆଜି ଆପଣଙ୍କୁ ପ୍ରଶଂସା ମିଳିବ । ନିଜର ନିସ୍ଵାର୍ଥ ଭାବ ରେ କାମ କରିଲେ ଆପଣଙ୍କୁ ତାହାର ଫଳାଫଳ ଅବଶ୍ୟ ମିଳିବ । ପାରିବାରିକ ଜୀବନ ସୁଖ ଓ ଶାନ୍ତି ବଜାୟ ରହିବ । ଆପଣଙ୍କ ନାମ ଓ ପ୍ରସିଦ୍ଧି ବ୍ୟାପକ ହେବ ।

କର୍କଟ ରାଶି :- ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ହୋଇପାରେ । ଆପଣଙ୍କୁ ନିଜ କାମ ପାଇଁ ସୁଯୋଗ ଆସିପାରେ । ପରିବାର ମାମଲାରେ ବିନମ୍ର ରୁହନ୍ତୁ । କ୍ରୋଧ ଉପରେ ସଂଯମତା ରଖନ୍ତୁ । ନିଜର ବୁଦ୍ଧିର ପ୍ରୟୋଗ କରନ୍ତୁ । ଯାହା ଦ୍ଵାରା ଆପଣ ନିଜର ଶତ୍ରୁ ଙ୍କୁ ପରାସ୍ତ କରିବେ । ଭାବନାରେ ଭରି ରହିବେ । ସମ୍ବାଦର କିଛି ସୁଯୋଗ ଛାଡନ୍ତୁ ନାହି । କାର୍ଯ୍ୟ ରେ କ୍ଷତି ହୋଇପାରେ । ପ୍ରତେକ ସମସ୍ୟା କୁ ନେଇ ନିଜ ବନ୍ଧୁ ବା ସହ କର୍ମୀ ଙ୍କ ସହ କଥା ହୁଅନ୍ତୁ ।

ସିଂହ ରାଶି :- ପ୍ରେମ ପାଇଁ ଦିନ ଟି ଭଲ ରହିବ । ମାତା ପିତା ଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବିଦ୍ୟାର୍ଥୀ ଙ୍କୁ କ୍ୟାରିୟର ରେ ସକାରାତ୍ମକ ଫଳାଫଳ ମିଳିବ । ଆଜି ଆପଣ ନିଜର ଭବିଷ୍ୟତ ର ଲକ୍ଷ୍ୟ ଉପରେ ଚର୍ଚ୍ଚା କରିବେ । ଆଜି ଆର୍ଥିକ ଓ କୌଣସି ଅନ୍ୟ ଲାଭ ହେବାର ସମ୍ଭାବନା ଅଛି । ଅତୀତରେ କରିଥିବା ଏକ ପରିଯୋଜନା ଆପଣଙ୍କ ପାଇଁ ପୁରସ୍କାର ଆଣି ପାରେ । ପାରିବାରିକ ଓ ସାମାଜିକ ସମ୍ପର୍କ ମଜବୁତ ହେବ । କ୍ରୋଧ ଓ ଆବେଶର ଅଧିକତା ରହିବ । ଆଜି କୌଣସି ଗୁରୁଜନ ମହିଳା ଙ୍କ ସହ ଝଗଡା ହୋଇପାରେ ।

କନ୍ୟା ରାଶି :- ଜୀବନ ସାଥିଙ୍କ ଦ୍ଵାରା ଆଜି ଆପଣ ଚିନ୍ତାରେ ରହିବେ । ଆପଣଙ୍କ ହାତକୁ ନିବେଶ ର କିଛି ସୁଯୋଗ ମିଳିପାରେ । ଯଦି ଆପଣ ପୂର୍ବରୁ ନିବେଶ କରିଛନ୍ତି ତେବେ ଆପଣଙ୍କୁ ତାହାର ଫଳ ନଜର ଆସିବ । ଘର ପରିବାର ରେ ଶୁଭକର୍ମ ର ଆୟୋଜନ ହୋଇପାରେ । ସଠିକ ସମୟରେ କରା ଯାଇଥିବା କାର୍ଯ୍ୟ ସଫଳତା ଆଜି ଆଣି ଦେବ ।

ତୁଳା ରାଶି :- ଆଜି କିଛି ଆର୍ଥିକ ସମସ୍ୟା ଆପଣଙ୍କୁ ଚିନ୍ତା ରେ ପକାଇ ପାରେ । ଶୈକ୍ଷିକ କାର୍ଯ୍ୟ ରେ ସୁଖଦ ଫଳ ମିଳିବ । କାରୋବାରରେ ସତର୍କ ରୁହନ୍ତୁ । କିଛି ବ୍ୟବଧାନ ଆସିପାରେ । ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ପାରିବାରିକ ଜୀବନ ରେ ଆପଣଙ୍କର ସଦସ୍ୟ ମାନଙ୍କ ସହ ସମ୍ପର୍କ ଭଲ ରହିବ । ଆଜି ବନ୍ଧୁଙ୍କ ସହ ମିଶି ବ୍ୟାପାର ଆରମ୍ଭ କରିବେ ।

ବିଛା ରାଶି :- ଆଜି ଆପଣଙ୍କୁ ପୁରୁଣା କରଜ ଫେରାଇବାରେ ସମସ୍ଯା ଆସିପାରେ । ଆଜି ଆପଣଙ୍କୁ ଆଖ ପାଖର ସ୍ଥିତି ରେ ପରିବର୍ତ୍ତନ ନଜର ଆସିବ । ଏଥିପାଇଁ ଆପଣଙ୍କୁ କିଛି ଚ୍ୟାଲେଞ୍ଜ ର ସାମ୍ନା କରିବାକୁ ପଡିପାରେ । ଏହା ଦ୍ଵାରା ଆପଣଙ୍କ ବ୍ୟକ୍ତିତ୍ଵ ରେ ଆଞ୍ଚ ଆସିବ । ଆଜି ଦିନରେ କିଛି ଖୁସି ଖବର ମିଳିପାରେ । ଆପଣଙ୍କ ମନରେ ନୂଆ ବିଚାର ଆସିପାରେ । ଅନେକ ଯୋଜନା ପ୍ରତି ବିଚାର ବିମର୍ଶ କରିବେ । ସନ୍ତାନ ଙ୍କୁ କିଛି ଖୁସି ଖବର ମିଳିପାରେ ।

ଧନୁ ରାଶି :- ସନ୍ତାନ ବା ପ୍ରେମ ସମ୍ପର୍କରେ ଚାଲୁଥିବା ସମସ୍ଯା ଦୂର ହେବ । ଆପଣଙ୍କୁ ନିଜର ଚିନ୍ତାଧାରା ଓ ବ୍ୟବହାର କୁ ସନ୍ତୁଳିତ ରଖିବାକୁ ହେବ । ଆଭୂଷଣ ଓ ବସ୍ତ୍ର କ୍ରୟ କରିବାର ଯୋଗ ରହିଛି । ଏହା ସହ ବ୍ୟବସାୟ ପାଇଁ ନୂଆ ପ୍ରୟୋଗ କରିବା ପାଇଁ ଆଗକୁ ପ୍ରୟାସ ଜାରି ରଖିବା ଉଚିତ । ସଞ୍ଜମିତ ଦିନ ଚର୍ଯ୍ୟା ବା ଜୀବନ ଶୈଳୀ ଆପଣେଇ ଆପଣ ନିଜକୁ ଭଲ କରିବାକୁ ଚେଷ୍ଟା କରନ୍ତୁ ।

ମକର ରାଶି :- ମନରେ ନୂଆ ବିଚାର ଆସିପାରେ । ପରିବାର ରେ ଭାଇଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ । ଆପଣଙ୍କୁ ଲାଭ ର ସୁଯୋଗ ମିଳିବ । ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାର ଅଛି । ଦାଂପତ୍ଯ ଜୀବନ ରେ ସୁଖର ବୃଦ୍ଧି ହେବ । ଆଜି ଆପଣଙ୍କୁ ଉନ୍ନତି ର ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆଜି ଦିନ ଟି ଯାତ୍ରା ପାଇଁ ଭଲ ରହିଛି ।

କୁମ୍ଭ ରାଶି :- ନୂଆ କାମ କରିବା ପାଇଁ ପ୍ରେରିତ ହେବେ । ବ୍ୟାପାରରେ ପ୍ରଗତି ହେବ । ଚାକିରି କରୁଥିବା ବ୍ୟକ୍ତି ଙ୍କୁ ନୂଆ କାମ ର ସୁଯୋଗ ମିଳିବ । ଯାହାକୁ ପୁରା କରିବାରେ ଆପଣ କୌଣସି ମୌକା ଛାଡିବେ ନାହି । ବ୍ୟାପାରୀ ଙ୍କ ପାଇଁ ଆଜି ଲାଭ ମିଳିବ । ଏଥିରେ ସନ୍ଦେହ ନାହି । ଏମିତିରେ ସନ୍ଧ୍ୟା ଭିତରେ ଲାଭ କୁ ନେଇ ସକ୍ରିୟ ରହିବେ । ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆପଣ ନିଜର କାମକୁ ତୀବ୍ର ଗତିରେ ବଢାଇବେ ।

ମୀନ ରାଶି :- ଆପଣଙ୍କ sjaring ଓ କେୟାରିଙ୍ଗ ବ୍ୟବହାର ଜୀବନ ସାଥିଙ୍କ ହୃଦୟ ଜିଣି ନେବ । କାନୁନି ମାମଲାରେ ଆପଣଙ୍କୁ ରାହତ ମିଳିବ । ଆପଣଙ୍କ ପରାକ୍ରମ ରେ ବୃଦ୍ଧି ହେବ । ଜୀବନ ସାଥି ଙ୍କ ସହ ଦେବ ସ୍ଥାନକୁ ଯାତ୍ରା କରିଲେ ମନରେ ଶାନ୍ତି ଆସିବ । ଛୋଟ ଛୋଟ କଥାକୁ ଧରନ୍ତୁ ନାହି । ଆଜି ଦିନରେ ଖେଳ ସହ ଜଡିତ ବ୍ୟକ୍ତି ଙ୍କୁ ଭଲ ଫାଇଦା ମିଳିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 12, 2026
  ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ

  ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ

June 12, 2026
ଦଳ ଡିଆଁ ଗଣତନ୍ତ୍ର ପାଇଁ ବିପଦ  !

ଦଳ ଡିଆଁ ଗଣତନ୍ତ୍ର ପାଇଁ ବିପଦ  !

June 12, 2026
 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

 ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ 

June 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 12, 2026
  ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ

  ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version