No Result
View All Result
୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :-> ନିଶ୍ଚନ୍ତକୋଇଲି ବ୍ଲକ୍ ଛକରେ ବିରାଟ ବଡ଼ ରାଲି ର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଉପସ୍ଥିତ ଥିଲେ ।

ଏବଂ ଏଥିରେ ଯୁବ , ଛାତ୍ର , ମହିଳା , ମୂରବୀ , ମାଇନରଟୀ ର ସମସ୍ତ ସଦସ୍ୟ , ଗୁରୁଜନ, ବରିଷ୍ଟ ମାନ୍ୟ ଗନ୍ୟ ବ୍ୟକ୍ତି ମଧ୍ୟ ଥିଲେ । ଏଥିରେ ୧୦ ହଜାର ରୁ ଉର୍ଦ୍ଧ ଲୋକ ହୋଇ ଥିଲେ । ଏହି ରାଲୀ ବ୍ଲକ୍ ଛକ ରୁ ନିକ୍ସନ୍ତାକୋଇଲି ବଜାର ଓ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରତି ମୂର୍ତ୍ତି ପର୍ଯ୍ୟନ୍ତ ପୋଲିସ ବନ୍ଧୁ ବିଜୁ ଜନତା ଦଳର କର୍ମୀ ମାନଙ୍କ ଦ୍ବାରା ଶାନ୍ତି ଶୃଙ୍ଖଳା ସହିତ ଯାଇଥିଲା ।

ସେଠାରେ ମାନ୍ୟବର ଜନ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସଭା ମଞ୍ଚରେ ମଧ୍ୟ ନିଶ୍ଚଣ୍ଟକୋଇଲି ବ୍ଲକ୍ ର ଅଧକ୍ଷ୍ୟା ଶ୍ରୀମତୀ ରୋଜୀ ସେଠୀ,

ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମସ୍ତ ଜିଲ୍ଲାପରିଷଦ ମେମ୍ବର ସମସ୍ତ ସରପଞ୍ଚ , ସମସ୍ତ ସମିତିସଭ୍ୟ ସଭ୍ୟା ଓ ସମସ୍ତ ବିଜୁ ଜନତା ଦଳର କର୍ମୀ , ମୂରବୀ ଓ ସାମ୍ବାଦିକ ଭାଇ ମାନେ ଉପସ୍ଥିତ ଥିଲେ ।

No Result
View All Result