ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ) ପାରଳାଖେମୁଣ୍ଡି :- ସମଗ୍ର ବିଶ୍ୱରେ କୋରନାର କାୟା ବିସ୍ତାର କରିଚାଲିଥିବା ବେଳେ ସବୁଠି ଲୋକଡାଉନ, ସଟଡାଉନ୍ ଚାଲିଥିବା ବେଳେ ରା.ଉଦୟଗିରି ବ୍ଲକ ରେ ମଧ୍ୟ୍ୟ ୬ଟି କୋରନା ଚି଼ହ୍ନଟ ହେବା ପରେ ସେଥିରୁ ରା.ଉଦୟଗିରିର ତିନୋଟି ସାହିର 3ଜଣ କୋରନା ଯୋଦ୍ଧା ଯଥା ତକ୍ତର,ମେଡିକାଲ କର୍ମଚାରୀ, ପୋଲିସ ଡ୍ରାଇଭର ଚି଼ହ୍ନଟ ହେବା ପରେ ତିନୋଟି ସାହିକୁ କୋଂଟେନମେଣ୍ଟ ଜୋନ ଘେଷଣା କରିବା ପରେ, ରା.ଉଦୟଗିରି ସରପଞ୍ଚ ସଂଯୁକ୍ତା ପୂଜାରୀ ଜିଲ୍ଲାପାଳ କ୍ଷମତା ପ୍ରୋୟାଗ କରି ଚାରି ଦିନ ସମ୍ପୂର୍ଣ ଲକଡାଉନ୍ ଘେଷଣା କରିଥିଲେ ।
ଏହାକୁ ଦୃଷ୍ଟିରେ ରଖି ରା.ଉଦୟଗିରିର କିଛି ଉଚ୍ଚ ଶିକ୍ଷିତ ଯୁବକ ରଘୁନାଥ ରାୟ ପାଇକ, ଅନିଲ କୁମର ସାବତ, ନାରାୟଣ ପାଇକ, ସୁନୀଲ ବଡନାୟକ, ଜ୍ଞାନ ରଞ୍ଜନ ଦାସ, ଗଣେଶ ଗୌଡ଼ ଓ କିଛି ସାଙ୍ଗ ସାଥି ମାନେ ମିଶି ବିଡିଓ ଓ ସରପଞ୍ଚଙ୍କ ନିର୍ଦେଶ କ୍ରମେ ଲୋକଙ୍କ ପାଖରେ ଅତ୍ୟାଵଶ୍ୟକ ସାମଗ୍ରୀ ପହଞ୍ଚେଇବା ସହ ୬ଟି ହେଲ୍ପଲାଇନ ନୁମ୍ବର ମଧ୍ୟ୍ୟ ଜାରି କରାଯାଇଛି । ଯାହା ଫଳରେ ଲକେ ଘରୁ ନ ବାହାରି ଫୋନ ମଧ୍ୟ୍ୟମାରେ ନିଜର ସାମଗ୍ରୀ ଏସଏମଏସ କରିକିମ୍ବା କଲ କଲେ ଲୋକଙ୍କ ପାଖରେ ଜିନିଷ ପହଂଚି ପାରୁଛି । ଏହାକୁ ନେଇବୁଦ୍ଧି ଯିବି ମାନେ ସାଧୁ ଵାଦ ଜଣାଇବା ସହ ଏପରି କାର୍ଯ୍ୟ କୁ ସ୍ଥାନୀୟ ବାସିନ୍ଦା ବହୁତ ପ୍ରସଂଶା କରିଛନ୍ତି । ( ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)