No Result
View All Result
୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପିତା ମାତା ଠାରୁ ବଡ଼ ଦେଵତା କେ ଦୁନିଆ ଭିତରେ ଆହା ବିପଦକୁ ତରିଵା ପାଇଁ ଏକା ସିନା ତାଙ୍କ ରି ଆଶିଷ ସାହା । ମାଆର ପଣତ ଶ୍ରୀମନ୍ଦିର ନେତ ଆମେ ପଣତ କାନି ଆଶ୍ରିତ ବାପାଙ୍କ ଆକଟ ଗୁରୁଙ୍କର ଛାଟ ଦେଖାଏ ଆମକୁ ବାଟ ସବୁ ଦେଈସାରି କିଛି ତ ମାଗେ ନା ମାଗେ ଖାଲି ଟିକେ ନିଆଁ ଧନ୍ୟ ତୁମେ ଵାପା ଧନ୍ୟ ତୁମେ ମାଆ ରଖିବୁ ତୁମର ନାଁଆ ପ୍ରୟାଗ ଯାଇଣ ଅସ୍ତି

ବିସର୍ଜୀଣ ଲଭିବୁ ପରମ ଶାନ୍ତି ଗୟାରେ ଜାଇଣ ଦେବୁ ପିନ୍ଡ ଦାନ ଆତ୍ମା ହେବ ସୋର୍ଗ ପ୍ରାପ୍ତି ହସି ଶିଖାଇଛ କାହିଁକି କାନ୍ଦୁଛ ଲୁହରେ ମୁଁ ଭାସିଯିବି ଚାଲିବା ଶିଖାଇ କାହିଁକି ଝୁନ୍ଟୁଛ ଝୁନ୍ଟିଲେ ମୁଁ ହାରିଯିବି ମୋ ଘର ମନ୍ଦିର ଦେବତା ରୂପରେ ଜଣେ ଵାପା ଜଣେ ମାଆ କିପାଇଁ ବୁଲିବି ଚାରି ଧାମ ଯିବି ତୁମେ ତ ମୋହର ସାହା ଅଵୁଝା ହେଲେ ମୁଁ ଚାନ୍ଦ ଦେଖାଇକି ତୁମେ ତ ବୁଝାଉ ଥିଲ କୋଳରେ ବସାଇ ଗାଲକୁ ଆଉଁଶି ତୁମେ ତ ଖୁଆଉ ଥିଲ.


No Result
View All Result