No Result
View All Result
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଆର,ଉଦୟଗିରି ବ୍ଲକର ଛେଳିଗଡ ପ୍ରକଳ୍ପ ବିସ୍ଥାପିତ ଲୋକଙ୍କୁ ନେଇ ତିଳିଗୀଁ ଠାରେ ବୁଡି ଅଞ୍ଚଳ ସଂଗ୍ରାମ ସମିତିର ଶୁକ୍ରବାର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ । ଏହି ବୈଠକରେ ଉପସ୍ଥିତ ବୁଡି ଅଞ୍ଚଳ ସଂଗ୍ରାମ ସମିତି ର ସଭାପତି ଚୈତନ୍ୟ ସାହୁ, ସମ୍ପାଦକ ଇଶ୍ଵର ,ଉପ ସଭାପତି ଦିବାକର ରଣସିଂ ନାୟକ, ଉପ ସମ୍ପାଦକ ରଣସିଂ ନାୟକ , ଉପ ସମ୍ପାଦକ ରାମଚନ୍ଦ୍ର ରଣସିଂ ନାୟକ ଙ୍କ ସହ ଆଁନଶିକ୍ ଏବଂ ସଂପୂର୍ଣ୍ଣ ସମସ୍ତ ଙ୍କ ଉପସ୍ଥିତି ରହି ବୈଠକ ଅନୁଷ୍ଠିତ ହୋଇଥିଲା ।
![](https://odishatazanews.com/wp-content/uploads/2023/12/udayagiri-6-300x174.jpg)
ଉକ୍ତ ବୈଠକର ମୁଖ୍ୟ ବିଷୟ ବସ୍ତୁ ର ପର୍ଯ୍ୟାୟ ନଂ 1 ଛେଳିଗଡ ଗ୍ରାମ ର କିଛି ବ୍ୟକ୍ତି ବୁଡି ଅଞ୍ଚଳ ର ବିସ୍ଥାପିତ ମାନଙ୍କୁ ପାଟ ସୃଷ୍ଟି କରିବା ପାଇଁ ଆଁନଶିକ୍ ସଂପୂର୍ଣ୍ଣ ଲୋକଙ୍କୁ ନେଇ ସରକାରଙ୍କୁ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ନଂ 2 ଯେଉଁ ମାନେ ନେତୃତ୍ଵ ନେଉଛନ୍ତି ସେମାନେ ବୁଡି ଅଞ୍ଚଳ ରେ କୌଣସି ପ୍ରକାରେ ଅନ୍ତର୍ଭୁକ୍ତ ନୁହନ୍ତି ଏବଂ କିଛି ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ଲୁଟି ଚାଲି ଜିତିଛନ୍ତି ନଂ 3 ବାସ୍ତବିକ ସେମାନେ ପ୍ରକଳ୍ପ ସଂସ୍ପର୍ଶରେ କାମକୁ ଆଗେଇ ନେବାନିମନ୍ତେ ମିଛ ପ୍ରୟାସ କରିଛନ୍ତି କିନ୍ତୁ
![](https://odishatazanews.com/wp-content/uploads/2023/12/udayagiri-7-300x164.jpg)
ଲୋକ ଏହି ବଡି ଅଞ୍ଚଳ ର ବର୍ତମାନ ସୁଧା ଲୋତନ ଥଇଥାନ ଓ ପୁନ୍ନର ବସ୍ତି ନ ପାଇ ଅସୁବିଧା ର ସମୁଖୀନ ହେଉଛନ୍ତି ଏହା ସତ୍ବେ ଆମ୍ଭେ 27/11/2023 , କିଛି ଖବର କାଗଜରେ ଦେଖିବାକୁ ପାଇଲୁ କି ସଭାପତି ହାଡିବନ୍ଧୁ ମହାପାତ୍ର, ସମ୍ପାଦକ ସୁରଥ ନାଇକ ଓ ଆଉ କିଛି ବ୍ୟକ୍ତି ମାନେ ! ଛେଳିଗଡ ଜଳ ପ୍ରକଳ୍ପ ର କାମ ଆସାରେ ଏହି ଭଳି ମିଥ୍ୟା ସଙ୍ଗଠନ ପ୍ରସ୍ତୁତି କରିଛନ୍ତି ତେଣୁ ଏମାନେ ବଡ଼ ବଡଇଆଙ୍କ ନାମ ନେଇ ବୁଡ଼ି ଅଞ୍ଚଳ ର କମିଟି ଦର୍ଶାଉଛନ୍ତି କିନ୍ତୁ
![](https://odishatazanews.com/wp-content/uploads/2023/12/udayagiri-5-300x135.jpg)
ଏହା ସଂପୂର୍ଣ୍ଣ ମିଥ୍ୟା ଅଟେ. ତେଣୁ ଉପରୋକ୍ତ ବ୍ୟକ୍ତି ମାନଙ୍କୁ ଏହି ସଂପୂର୍ଣ୍ଣ ଓ ଆଁନଶିକ୍ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ସାବଧାନ କରିଦେଉଛୁ କି ତଳ ଦିନରେ ଏପରି ଅସାଧୁ କାର୍ଯ୍ୟ କଳାପ କରିବା ପାଇଁ ପ୍ରୟାସ କରିବେ ନାହିଁ ଇତି ସଂଗ୍ରାମ ସମିତି ପକ୍ଷରୁ ଜଣେଇ ଦିଆଯାଉଅଛି.
![](https://odishatazanews.com/wp-content/uploads/2022/11/odisha-tazanewsr.udayagirigajapati.pptx3_-300x72.jpg)
No Result
View All Result