No Result
View All Result
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଆର,ଉଦୟଗିରି ବ୍ଲକର ଛେଳିଗଡ ପ୍ରକଳ୍ପ ବିସ୍ଥାପିତ ଲୋକଙ୍କୁ ନେଇ ତିଳିଗୀଁ ଠାରେ ବୁଡି ଅଞ୍ଚଳ ସଂଗ୍ରାମ ସମିତିର ଶୁକ୍ରବାର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ । ଏହି ବୈଠକରେ ଉପସ୍ଥିତ ବୁଡି ଅଞ୍ଚଳ ସଂଗ୍ରାମ ସମିତି ର ସଭାପତି ଚୈତନ୍ୟ ସାହୁ, ସମ୍ପାଦକ ଇଶ୍ଵର ,ଉପ ସଭାପତି ଦିବାକର ରଣସିଂ ନାୟକ, ଉପ ସମ୍ପାଦକ ରଣସିଂ ନାୟକ , ଉପ ସମ୍ପାଦକ ରାମଚନ୍ଦ୍ର ରଣସିଂ ନାୟକ ଙ୍କ ସହ ଆଁନଶିକ୍ ଏବଂ ସଂପୂର୍ଣ୍ଣ ସମସ୍ତ ଙ୍କ ଉପସ୍ଥିତି ରହି ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକର ମୁଖ୍ୟ ବିଷୟ ବସ୍ତୁ ର ପର୍ଯ୍ୟାୟ ନଂ 1 ଛେଳିଗଡ ଗ୍ରାମ ର କିଛି ବ୍ୟକ୍ତି ବୁଡି ଅଞ୍ଚଳ ର ବିସ୍ଥାପିତ ମାନଙ୍କୁ ପାଟ ସୃଷ୍ଟି କରିବା ପାଇଁ ଆଁନଶିକ୍ ସଂପୂର୍ଣ୍ଣ ଲୋକଙ୍କୁ ନେଇ ସରକାରଙ୍କୁ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ନଂ 2 ଯେଉଁ ମାନେ ନେତୃତ୍ଵ ନେଉଛନ୍ତି ସେମାନେ ବୁଡି ଅଞ୍ଚଳ ରେ କୌଣସି ପ୍ରକାରେ ଅନ୍ତର୍ଭୁକ୍ତ ନୁହନ୍ତି ଏବଂ କିଛି ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ଲୁଟି ଚାଲି ଜିତିଛନ୍ତି ନଂ 3 ବାସ୍ତବିକ ସେମାନେ ପ୍ରକଳ୍ପ ସଂସ୍ପର୍ଶରେ କାମକୁ ଆଗେଇ ନେବାନିମନ୍ତେ ମିଛ ପ୍ରୟାସ କରିଛନ୍ତି କିନ୍ତୁ
ଲୋକ ଏହି ବଡି ଅଞ୍ଚଳ ର ବର୍ତମାନ ସୁଧା ଲୋତନ ଥଇଥାନ ଓ ପୁନ୍ନର ବସ୍ତି ନ ପାଇ ଅସୁବିଧା ର ସମୁଖୀନ ହେଉଛନ୍ତି ଏହା ସତ୍ବେ ଆମ୍ଭେ 27/11/2023 , କିଛି ଖବର କାଗଜରେ ଦେଖିବାକୁ ପାଇଲୁ କି ସଭାପତି ହାଡିବନ୍ଧୁ ମହାପାତ୍ର, ସମ୍ପାଦକ ସୁରଥ ନାଇକ ଓ ଆଉ କିଛି ବ୍ୟକ୍ତି ମାନେ ! ଛେଳିଗଡ ଜଳ ପ୍ରକଳ୍ପ ର କାମ ଆସାରେ ଏହି ଭଳି ମିଥ୍ୟା ସଙ୍ଗଠନ ପ୍ରସ୍ତୁତି କରିଛନ୍ତି ତେଣୁ ଏମାନେ ବଡ଼ ବଡଇଆଙ୍କ ନାମ ନେଇ ବୁଡ଼ି ଅଞ୍ଚଳ ର କମିଟି ଦର୍ଶାଉଛନ୍ତି କିନ୍ତୁ
ଏହା ସଂପୂର୍ଣ୍ଣ ମିଥ୍ୟା ଅଟେ. ତେଣୁ ଉପରୋକ୍ତ ବ୍ୟକ୍ତି ମାନଙ୍କୁ ଏହି ସଂପୂର୍ଣ୍ଣ ଓ ଆଁନଶିକ୍ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ସାବଧାନ କରିଦେଉଛୁ କି ତଳ ଦିନରେ ଏପରି ଅସାଧୁ କାର୍ଯ୍ୟ କଳାପ କରିବା ପାଇଁ ପ୍ରୟାସ କରିବେ ନାହିଁ ଇତି ସଂଗ୍ରାମ ସମିତି ପକ୍ଷରୁ ଜଣେଇ ଦିଆଯାଉଅଛି.
No Result
View All Result