No Result
View All Result

୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ/ଟାଙ୍ଗୀ :-> ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମଙ୍ଗଳବାର ଦିନ , ଟାଙ୍ଗୀ -ଚୌଦାର ବ୍ଲକ ହରିଅନ୍ତା ପଞ୍ଚାୟତ ସର୍ଦ୍ଦୋଳା ଗ୍ରାମ ର ଭଗବତ ଟୁଙ୍ଗୀ ନବୀକରଣ କାର୍ଯ୍ୟର ଶୁଭ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଟାଙ୍ଗୀ-ଚୌଦ୍ୱାର ବ୍ଲକର ଅଧ୍ୟକ୍ଷା ମିନାକ୍ଷୀ ଦାସ, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ପ୍ରଧାନ,

ହରିଅନ୍ତା ସରପଞ୍ଚ ଶୁଭସ୍ମୀତା ମଲ୍ଲିକ,ସମିତି ସଭ୍ୟ ଶ୍ରୀମନ୍ତ କୁମାର ଜେନା ,ସମାଜସେବୀ ନରେନ୍ଦ୍ର ରାଉତରାୟ, ୱ।ର୍ଡ଼ ସଭ୍ୟ ପ୍ରଶାନ୍ତ କୁମାର ସାହୁ, ୱ।ର୍ଡ଼ ସଭ୍ୟା ଅସ୍ମୀତା ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ଗତେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ସହିତ , ମନ୍ଦିର ପରିସରରେ ଆୟୋଜିତ ବିଶ୍ୱ ଶାନ୍ତି ମହାଯଜ୍ଞରେ ଯୋଗ ଦେଇଥିଲେ ।


No Result
View All Result