• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚିଲିକା ପ୍ରେସ ୟୁନିଅନର ସଦସ୍ୟମାନଙ୍କ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
November 17, 2023
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଚିଲିକା ପ୍ରେସ ୟୁନିଅନର ସଦସ୍ୟମାନଙ୍କ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳନ
Share on FacebookShare on TwitterWhatsapp

୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାଖଳା ଡାକବଙ୍ଗଳା ଠାରେ ଓଡିଶା ପତ୍ରକାର ସଂଘ ଦ୍ଵାରା ଅନୁବନ୍ଧିତ ଚିଲିକା ପ୍ରେସ ୟୁନିୟନର ସମସ୍ତ ସାମ୍ବାଦିକଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏକ ଶାନ୍ତ ବଢ଼ାନ୍ୟ ପରିବେଶ ମଧ୍ୟରେ ପ୍ରଥମ ଥର ପାଇଁ ଉକ୍ତ କାର୍ଯ୍ୟକ୍ରମକୁ ୟୁନିଅନ ପକ୍ଷରୁ ଆୟୋଜନ କରାଯାଇ ଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ନାଚୁଣୀ ଥାନା ଆଇ. ଆଇ. ସି ଶ୍ରୀ ଚନ୍ଦ୍ରଶେଖର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିଲିକା ବି. ଡ଼ି. ଓ. ଡ଼କ୍ଟର ଜଗଦୀଶ ଷଡ଼ଙ୍ଗୀ ଯୋଗଦାନ କରିଥିଲେ।

ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ଶିକ୍ଷାବିଦ୍ , ନାଟ୍ୟକାର, ଶିଶୁ ସାହିତ୍ୟିକ ଶ୍ରୀ ଭିକାରି ଚରଣ ପ୍ରଧାନ ଯୋଗଦେଇଥିଲେ । ଚିଲିକା ପ୍ରେସ ୟୁନିୟନର ଉପଦ୍ୟେଷ୍ଟା ଏ ଆଇ ସି ସି ଟି ୟୁ ସି ର ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀ ମହେନ୍ଦ୍ର ପରିଡ଼ା ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ସମାଜସେବୀ , ପରିବେଶବିଦ୍ , କଳା ସଂସ୍କୃତି ପ୍ରେମୀ, ରୋଟାରିଆନ ତଥା କିମ୍ଭୀରିପଡା ବରିଷ୍ଠ ନାଗରିକ ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ସୁକାନ୍ତ ବିଶ୍ବାଳ, ରାଜ୍ୟ ସରକାରଙ୍କର ଅବସର ପ୍ରାପ୍ତ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଭାଗିରଥି ଛୋଟରାୟ, ଦୈନିକ ସମ୍ବାଦପତ୍ର ପ୍ରମେୟର ବରିଷ୍ଠ ତଥା ବୟୋଜ୍ୟେଷ୍ଠ ସାମ୍ବାଦିକ, ଜ୍ୟୋତିର୍ବିଦ ଶ୍ରୀ କୈଳାଶ ଚନ୍ଦ୍ର ଦାସ ୟୁନିଅନର ଉପଦ୍ୟେଷ୍ଟା ଭାବରେ ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମର ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣକରି ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ତତ୍ ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିଥି ମାନେ ସେମାନଙ୍କର ଉଦବୋଧନ ପ୍ରସଙ୍ଗରେ ସାମ୍ବାଦିକଙ୍କ ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ମୌଳିକ ଅଧିକାର ଆଇନ ପ୍ରଣୟନ ସୁଧାର ଆଣିବା ପାଇଁ ସରକାରଙ୍କୁ ଦୃଷ୍ଟି ଗୋଚର କରାଯାଇଥିବାର ସୂଚନା ଦେଇ କହିଥିଲେ । ଜାତୀୟ ପ୍ରେସ ଦିବସ ଅବସରରେ ଏକ ମୁକ୍ତ ଏବଂ ଦାୟିତ୍ବ ସମ୍ପନ୍ନ ସାମ୍ବାଦିକତାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୬ ନଭେମ୍ବରରେ ଏହି ଦିନଟିକୁ ପାଳନ କରାଯାଇ ଥାଏ।ସାମ୍ବାଦିକତାକୁ ସ୍ୱରହୀନଙ୍କ ପାଇଁ ସ୍ୱର ବୋଲି କୁହାଯାଉ ଥିବା ବେଳେ ସାମ୍ବାଦିକ କେବେ କୌଣସି ପ୍ରଭାବ କିମ୍ବା ଧମକ ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ। ସାମ୍ବାଦିକ ସବୁବେଳେ ବ୍ୟବସ୍ଥାର ଅସୁବିଧା ସମାଧାନର ମାଧ୍ୟମ ହୋଇଥାଏ । ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଲ୍ୟବୋଧକୁ ଦୃଢ କରିବା ପ୍ରକ୍ରିୟାରେ ସରକାରଙ୍କୁ ଏହାର ସମାଧାନ ଖୋଜିବାରେ ସାହାଯ୍ୟ କରିଥାଏ। ତେଣୁ ଗଣମାଧ୍ୟମକୁ ଶକ୍ତିଶାଳୀ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବୋଲି କୁହାଯାଏ ।

କାର୍ଯ୍ୟକ୍ରମର ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣକରି ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ତତ୍ ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅତିଥି ମାନେ ସେମାନଙ୍କର ଉଦବୋଧନ ପ୍ରସଙ୍ଗରେ ସାମ୍ବାଦିକଙ୍କ ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ମୌଳିକ ଅଧିକାର ଆଇନ ପ୍ରଣୟନ ସୁଧାର ଆଣିବା ପାଇଁ ସରକାରଙ୍କୁ ଦୃଷ୍ଟି ଗୋଚର କରାଯାଇଥିବାର ସୂଚନା ଦେଇ କହିଥିଲେ। ଜାତୀୟ ପ୍ରେସ ଦିବସ ଅବସରରେ ଏକ ମୁକ୍ତ ଏବଂ ଦାୟିତ୍ବ ସମ୍ପନ୍ନ ସାମ୍ବାଦିକତାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୬ ନଭେମ୍ବରରେ ଏହି ଦିନଟିକୁ ପାଳନ କରାଯାଇ ଥାଏ।ସାମ୍ବାଦିକତାକୁ ସ୍ୱରହୀନଙ୍କ ପାଇଁ ସ୍ୱର ବୋଲି କୁହାଯାଉ ଥିବା ବେଳେ ସାମ୍ବାଦିକ କେବେ କୌଣସି ପ୍ରଭାବ କିମ୍ବା ଧମକ ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ। ସାମ୍ବାଦିକ ସବୁବେଳେ ବ୍ୟବସ୍ଥାର ଅସୁବିଧା ସମାଧାନର ମାଧ୍ୟମ ହୋଇଥାଏ ।

ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଲ୍ୟବୋଧକୁ ଦୃଢ କରିବା ପ୍ରକ୍ରିୟାରେ ସରକାରଙ୍କୁ ଏହାର ସମାଧାନ ଖୋଜିବାରେ ସାହାଯ୍ୟ କରିଥାଏ। ତେଣୁ ଗଣମାଧ୍ୟମକୁ ଶକ୍ତିଶାଳୀ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବୋଲି କୁହାଯାଏ । କାର୍ଯ୍ୟକ୍ରମର ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣକରି ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ତତ୍ ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିଥି ମାନେ ସେମାନଙ୍କର ଉଦବୋଧନ ପ୍ରସଙ୍ଗରେ ସାମ୍ବାଦିକଙ୍କ ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ମୌଳିକ ଅଧିକାର ଆଇନ ପ୍ରଣୟନ ସୁଧାର ଆଣିବା ପାଇଁ ସରକାରଙ୍କୁ ଦୃଷ୍ଟି ଗୋଚର କରାଯାଇଥିବାର ସୂଚନା ଦେଇ କହିଥିଲେ।

ଜାତୀୟ ପ୍ରେସ ଦିବସ ଅବସରରେ ଏକ ମୁକ୍ତ ଏବଂ ଦାୟିତ୍ବ ସମ୍ପନ୍ନ ସାମ୍ବାଦିକତାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୬ ନଭେମ୍ବରରେ ଏହି ଦିନଟିକୁ ପାଳନ କରାଯାଇ ଥାଏ।ସାମ୍ବାଦିକତାକୁ ସ୍ୱରହୀନଙ୍କ ପାଇଁ ସ୍ୱର ବୋଲି କୁହାଯାଉ ଥିବା ବେଳେ ସାମ୍ବାଦିକ କେବେ କୌଣସି ପ୍ରଭାବ କିମ୍ବା ଧମକ ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ। ସାମ୍ବାଦିକ ସବୁବେଳେ ବ୍ୟବସ୍ଥାର ଅସୁବିଧା ସମାଧାନର ମାଧ୍ୟମ ହୋଇଥାଏ । ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଲ୍ୟବୋଧକୁ ଦୃଢ କରିବା ପ୍ରକ୍ରିୟାରେ ସରକାରଙ୍କୁ ଏହାର ସମାଧାନ ଖୋଜିବାରେ ସାହାଯ୍ୟ କରିଥାଏ। ତେଣୁ ଗଣମାଧ୍ୟମକୁ ଶକ୍ତିଶାଳୀ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବୋଲି କୁହାଯାଏ । ୧୯୫୬ ମସିହାରେ ଭାରତର ପ୍ରଥମ ପ୍ରେସ କମିଶନ ସାମ୍ବାଦିକତା ନୈତିକତା ଏବଂ ଅଭିବ୍ୟକ୍ତିରତା , ସ୍ୱାଧୀନତା ରକ୍ଷା ପାଇଁ ଏକ କମିଟି ଗଠନ କରିଥିଲେ।

ବିଶ୍ୱlସନୀୟତା ବଜାୟ ରଖିବା ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ସମସ୍ତ ସାମ୍ବାଦିକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଏ । ୧୯୬୬ମସିହା ୧୬ ନଭେମ୍ବରରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠନ ହେଲା । ସେହି ଦିନଠାରୁ ପରିଷଦର ପ୍ରତିଷ୍ଠାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ରେ ଭାରତର ଜାତୀୟ ପ୍ରେସ ଦିବସ ପାଳନ କରାଯାଉ ଅଛି।
ଚିଲିକା ପ୍ରେସ ୟୁନିଅନର ପ୍ରେସିଡେଣ୍ଟ ଅଶୋକ କୁମାର ପାଇକରାୟ, ଭାଇସ ପ୍ରେସିଡେଣ୍ଟ ବିବେକାନନ୍ଦ ପଣ୍ଡା, ସେକ୍ରେଟାରୀ ବିରେନ କୁମାର ସାହୁ, ଆସିଷ୍ଟାଣ୍ଟ ସେକ୍ରେଟାରୀ ଶରତ ଚନ୍ଦ୍ର ବରାଳ, ଟ୍ରେଜରର ଗୋବିନ୍ଦ ଚନ୍ଦ୍ର ଜାଲି, ରଞ୍ଜିତ ସୁବୁଦ୍ଧି, କମଲ କୁମାର ଜାଲି, ଅଶ୍ୱନୀ କୁମାର ବେହେରା, ଦୀପକ କୁମାର ଦାସ, ଦିଗମ୍ବର ବିଶ୍ଵାଳ, ଶେଖ୍ ସୌକତ , ବିଭୁଢେନ୍ଦୁ ରାଉତ, ଆଦିତ୍ୟ ପାଇକରାୟ, ଅଖିଳ ପଳେଇ, ଅଶୋକ ଭୋଳ, ପ୍ରସନ୍ନ ବଳବନ୍ତରାୟ , ଅକ୍ଷୟ କୁମାର ସାହୁ ପ୍ରମୁଖ ବହୁ ପତ୍ରକାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version