• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ୭୮ ତମ ଜନ୍ମ ଦିବସରେ ଗୋରୁମହିଷାଣୀ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଯୁବ ଓ ଛାତ୍ର ସଂଗଠନ ଆନୁକୁଲ୍ୟରେ ରକ୍ତଦାନ ଶିବିରରେ ୬୩ ୟୁନିଟ ରକ୍ତ ସଂଗୃହୀତ

Proprietor Abhimanyu Maharana by Proprietor Abhimanyu Maharana
October 19, 2023
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ମୁଖ୍ୟମନ୍ତ୍ରୀଙ୍କ ୭୮ ତମ ଜନ୍ମ ଦିବସରେ ଗୋରୁମହିଷାଣୀ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଯୁବ ଓ ଛାତ୍ର ସଂଗଠନ ଆନୁକୁଲ୍ୟରେ ରକ୍ତଦାନ ଶିବିରରେ ୬୩ ୟୁନିଟ ରକ୍ତ ସଂଗୃହୀତ
Share on FacebookShare on TwitterWhatsapp

୧୮ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମାନବ ସେବା ମାଧବ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓଡ଼ିଶାରେ କୌଣସି ଵ୍ଯକ୍ତି ରକ୍ତ ଅଭାବରେ ଯେମିତି ମୃତ୍ୟୁ ମୁଖରେ ନପଡନ୍ତୁ ସେଥିପାଇଁ ଧ୍ୟାନ ଦେବାପାଇଁ ସମସ୍ତ ଯୁବ, ଛାତ୍ର,ମହିଳା, ନେତୃବୃନ୍ଦଙ୍କ ନିର୍ଦେଶ ଦେଇଛନ୍ତି । ଏଥିପାଇଁ ସେ ‘ ଓଡିଶା ମୋ ପରିବାର ‘ ଯୋଜନାରେ ‘ଜୀବନ ବିନ୍ଦୁ ‘ କାର୍ଯ୍ୟକ୍ରମ ଆୟୋଜନରେ ପ୍ରତ୍ଯକ ରକ୍ତ ଭଣ୍ଡାରରେ ସବୁବେଳେ ରକ୍ତ ସଂଗୃହୀତ ପାଇଁ ବ୍ୟବସ୍ଥା କରାଇଛନ୍ତି ।

ଆଜି ଭାରତର ସବୁଠାରୁ ରେକର୍ଡ ସ୍ଥାପନ କରିବାକୁ ଯାଉଥିବା ଓଡିଶା ଆଂଚଳିକ ଦଳର ବିଜୁ ଜନତାଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ ।ସେହି ମହାନ ଜନ ନାୟକଙ୍କ ଜନ୍ମ ଦିନ ଅବସରରେ ମୟୂରଭଞ୍ଜ -୨ ବିଜୁ ଯୁବ ଛାତ୍ର ଜନତା ଆନୁକୁଲ୍ୟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଲୌହଖଣି ଅଂଚଳ ଗୋରୁମହିଷାଣୀର କଲ୍ୟାଣ ମଣ୍ଡପ ପରିସରରେ ଏକ ରକ୍ତଦାନ ଶିବିର ଆଦି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ମହତକଆମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ,,

ମୟୂରଭଞ୍ଜ -୨ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,, ଜିଲ୍ଲା ଯୁବ ବିଜେଡ଼ି ସଭାପତି/ ରାଇର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଖଣ୍ଡପଡ଼ା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ,ଟାଟା ପାଓ୍ବାର ଉପଦେଷ୍ଟା ଦୀପ୍ତିମାନ ବଳ, ଜିଲ୍ଲା ପରିଷଦ ସଦସ୍ଯା ଲିପିକା ମଣ୍ଡଳ,ରାଜ୍ୟ ବିଜୁ ଛାତ୍ର ଜନତା ସାଧାରଣ ସଂପାଦକ ବିକାଶ ମହାନ୍ତ ପ୍ରମୁଖ ଯୋଗ ଦେଇ ରକ୍ତ ଦାନ ଶୁଭ ଉଦ୍ଘାଟନ କରିବା ସହ ସ୍ଵତଃ ପ୍ରବୃତ ଭାବେ ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ଧନ୍ୟବାଦ ଦେବା ସହ ଉତ୍ସାହିତ କରିଥିଲେ ।

୬୩ ଜଣ ରକ୍ତଦାତା ରକ୍ତଦାତା ରକ୍ତଦାନ କରି ଅନ୍ୟର ର ଜୀବନ ଵଂଚାଇବାରେ କାଣିଚାଏ ସହାୟତା କରିଥିବାରୁ ନିଜକୁ ଧନ୍ୟ ମଣିଥିଲେ । ରାଇରଙ୍ଗପୁର ରକ୍ତଭଣ୍ଡାରର ଅଭିଜ୍ଞ ଡାକ୍ତର ଓ ତାଙ୍କ ଅଧିନସ୍ଥ କର୍ମଚାରୀ ପ୍ରମୁଖଙ୍କ ଦ୍ଵାରା ୬୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ମୟୂରଭଞ୍ଜ – ଜିଲ୍ଲା ଛାତ୍ର ଜନତା ସଭାପତି ଅଭିଷେକ ପଟ୍ଟନାୟକ ( ସିତୁ),ବ୍ଳକ ଯୁବ ବିଜେଡ଼ି ଉପସଭାପତି ଧୁମା ମହାକୁଡ଼,ଗ୍ରାମ ଯୁବ ସଭାପତି ଟୁଲୁ ପଟ୍ଟନାୟକ,ରଶ୍ମିତା ମହାନ୍ତି,ଅମନ ଶର୍ମା,ସଂଜୟ ମୁତି,ତପୁ ସେଠି ,ଦେବୁ ପାତ୍ର ଶିବ ମୁଣ୍ଡା,କିଶାନ,ଏସ କେ ରାହୁଲ,ମାଧବ,ସଂଜୀବ ହେମ୍ବ୍ରମ,ରଜତ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡିଶାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିରାପତ୍ତା ରକ୍ଷୀ ଓ ପିଅନ ନିଯୁକ୍ତି ଦାବୀ

ଓଡିଶାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିରାପତ୍ତା ରକ୍ଷୀ ଓ ପିଅନ ନିଯୁକ୍ତି ଦାବୀ

October 27, 2026
ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ

ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ

October 27, 2026
ମା,ଶ୍ୟାମାକାଳୀଙ୍କ ବାର୍ଷିକ ମହୋତ୍ସବ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମା,ଶ୍ୟାମାକାଳୀଙ୍କ ବାର୍ଷିକ ମହୋତ୍ସବ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 27, 2026
କଟକ ଜିଲ୍ଲା ଅବକାରୀ ବିଭାଗର ପକ୍ଷରୁ ୭ଲକ୍ଷ ୧୦ ହଜାର ଟଙ୍କାର ହିରୋଇନ୍ ଜବତ

କଟକ ଜିଲ୍ଲା ଅବକାରୀ ବିଭାଗର ପକ୍ଷରୁ ୭ଲକ୍ଷ ୧୦ ହଜାର ଟଙ୍କାର ହିରୋଇନ୍ ଜବତ

October 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡିଶାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିରାପତ୍ତା ରକ୍ଷୀ ଓ ପିଅନ ନିଯୁକ୍ତି ଦାବୀ

ଓଡିଶାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିରାପତ୍ତା ରକ୍ଷୀ ଓ ପିଅନ ନିଯୁକ୍ତି ଦାବୀ

October 27, 2026
ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ

ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ

October 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version