No Result
View All Result
୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁଦାନ ଏବଂ ଜିଲ୍ଲା ବିଜେଡି ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ବଳବନ୍ତରାୟଙ୍କ ସହଯୋଗରେ ଜଟଣୀରେ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ହେଲା “ବିଜୁ ପଟ୍ଟନାୟକ ପାର୍କ”

ଜଟଣୀ ପୌର ପରିଷଦ ଅନ୍ତର୍ଗତ ୧୦ନଂବର ୱାର୍ଡ ରେ ରାଜ୍ୟସରକାରଙ୍କ “ଉର୍ଣ୍ଣତି” ଯୋଜନାରେ ତିଆରି ହୋଇଥିବା “ବିଜୁ ପଟ୍ଟନାୟକ ପାର୍କ” ର ଶୁଭ ଉଦ୍ଘାଟନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ।

ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ଜଟଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ ମହାନ୍ତିଙ୍କ ସହ ଜଟଣୀ ପୌର ପରିଷଦର ଅଧକ୍ଷ ଅନନ୍ତ ବେହେରା, ବିଜୁ ଜନତା ଦଳର କାଉନସିଲର ବୃନ୍ଦ ଏବଂ ଅନ୍ୟାନ୍ୟ ପଦାଧିକାରୀ,କର୍ମକର୍ତା ମାନେ ଯୋଗଦେଇଥିଲେ ।

No Result
View All Result