• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋଦୀ ସରକାରରେ ଦେଶର ସମ୍ବଳ ଉପରେ ଦଳିତ ଓ ଆଦିବାସୀଙ୍କର ପ୍ରଥମ ଅଧିକାର ରହିଛି : ଅମିତ ଶାହ

Proprietor Abhimanyu Maharana by Proprietor Abhimanyu Maharana
September 7, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ମୋଦୀ ସରକାରରେ ଦେଶର ସମ୍ବଳ ଉପରେ ଦଳିତ ଓ ଆଦିବାସୀଙ୍କର ପ୍ରଥମ ଅଧିକାର ରହିଛି : ଅମିତ ଶାହ
Share on FacebookShare on TwitterWhatsapp

୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> ମଧ୍ୟପ୍ରଦେଶର ମାଣ୍ଡଲାଠାରେ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ ଶୁଭାରମ୍ଭ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଶ୍ଚିତ କରାଇ କହିଛନ୍ତି ଯେ, କଂଗ୍ରେସ ସଂଖ୍ୟାଲଘୁ ତୁଷ୍ଟିକରଣରେ ନିୟୋଜିତ ରହି ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ଧୂଳିସାତ୍‍ କରିଦେଇଛି । ସେ କହିଥିଲେ, ତତ୍କାଳୀନ କଂଗ୍ରେସ ସରକାରଙ୍କର ପ୍ରଧାନମନ୍ତ୍ରୀ ଥିବା ମନେମୋହନ ସିଂହ ତାଙ୍କ କାର୍ଯ୍ୟକାଳରେ କହିଥିଲେ ଯେ ସଂଖ୍ୟାଲଘୁଙ୍କର ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ରହିଛି । ମୋଦୀ ଜୀ ଯେତେବେଳେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେଲେ, ସେ ଏହି ଚିନ୍ତାଧାରାକୁ ବଦଳାଇ କହିଲେ ଯେ ଦେଶର ସମ୍ବଳ ଉପରେ ଦଳିତ, ଆଦିବାସୀ, ଦରିଦ୍ର ଏବଂ ବଞ୍ଚିତବର୍ଗଙ୍କର ଅଧିକାର ରହିଛି ।

ବିଗତ ୯ ବର୍ଷ ମଧ୍ୟରେ ଏହା ପ୍ରମାଣିତ ହୋଇସାରିଛି ଯେ ମୋଦୀ ସରକାର ଆଦିବାସୀ, ପଛୁଆ ବର୍ଗ, ଦଳିତ ଓ ଦରିଦ୍ରମାନଙ୍କର ଉତ୍‍୍‍ଥାନ କରିଛନ୍ତି । ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ୱଦିବସକୁ ଗର୍ବର ଦିବସ ଭାବରେ ଘୋଷଣା କରି ହେଉ ଅଥବା ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ହେଉ, ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଏବଂ ଅମିତ ଶାହଙ୍କ ସୁଦକ୍ଷ ପରିଚାଳନାରେ ବିଜେପି ସରକାର ସର୍ବଦା ଆଦିବାସୀ ସମାଜ ପ୍ରତି ସମ୍ମାନ ପ୍ରଦର୍ଶନ ଏବଂ କଲ୍ୟାଣ କରିଆସିଛନ୍ତି ।

କଂଗ୍ରେସ ଶାସନ ସମୟରେ ସେମାନେ ଆଦିବାସୀ ସମାଜର ଜଳ, ଜଙ୍ଗଲ ଏବଂ ଜମି ଅଧିକାର ସୁରକ୍ଷିତ ରଖିବା ନିମନ୍ତେ ବହୁ ପୁରାତନ ପ୍ରତିଶୃତିକୁ ନେଇ କେବଳ ସ୍ଲୋଗାନ ଦେଇଛନ୍ତି, କିନ୍ତୁ ବାସ୍ତବରେ କିଛି କରିନାହାନ୍ତି । ଅନ୍ୟପକ୍ଷରେ ମୋଦୀ ଜୀଙ୍କ ଦୂରଦୃଷ୍ଟି ଏବଂ ଅମିତ ଶାହଙ୍କ ମାର୍ଗଦର୍ଶନରେ ଆଦିବାସୀମାନଙ୍କର ଜଳ, ଜଙ୍ଗଲ ଓ ଜମି ଅଧିକାର ସୁରକ୍ଷିତ କରାଯିବା ସହିତ ନିରାପତ୍ତା, ସମ୍ମାନ ଏବଂ ସମାବେଶୀ ବିକାଶ ଜରିଆରେ ଆଦିବାସୀ ସମୁଦାୟଙ୍କ ନିମନ୍ତେ କଲ୍ୟାଣକାରୀ କାର୍ଯ୍ୟ କରାଯାଉଛି ।

ମଧ୍ୟପ୍ରଦେଶର ଜନସାଧାରଣ ଜାଣନ୍ତି ଯେ କଂଗ୍ରେସ ଶାସନ ସମୟରେ ରାଜ୍ୟର ପରିସ୍ଥିତି ‘ବିମାରୁ’ ଅବସ୍ଥାକୁ ଆସିଯାଇଥିଲା । ଦୁର୍ନୀତି, ଅପରାଧ, ଲୁଟ୍‍, ବିନା ବିଦ୍ୟୁତ୍‍ରେ ପରିବାରଗୁଡଚିକ ଅନ୍ଧାରରେ ରହିବା, ବିନା ଜଳସେଚନ ବ୍ୟବସ୍ଥାରେ କୃଷିକାର୍ଯ୍ୟ ମଧ୍ୟପ୍ରଦେଶର ପରିଚୟ ପାଲଟିଥିଲା । ମଧ୍ୟପ୍ରଦେଶ ଜନସାଧାରଣ ଏହା ମଧ୍ୟ ଲକ୍ଷ୍ୟ କରିଛନ୍ତି ଯେ, କ୍ଷମତାକୁ ଆସିବାର କିଛି ଦିନ ମଧ୍ୟରେ କଂଗ୍ରେସ ସରକାର ବିଜେପିର ୫୧ଟି ଯୋଜନାକୁ ବନ୍ଦ କରିଦେଇଛନ୍ତି । କିନ୍ତୁ ବିଜେପି ସରକାର ଗଠନ ହେବା ଦିନଠାରୁ ଏହି ରାଜ୍ୟ ଏକ ନିଆରା ରାଜ୍ୟରେ ପରିଣତ ହୋଇଛି ଏବଂ ବିକାଶ ପଥରେ ଅଗ୍ରସର ହେଉଛି ।

ବିଗତ ୯ ବର୍ଷ ଦରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅଧୀନରେ ଡବଲ୍‍ ଇଞ୍ଜିନ ବିଜେପି ସରକାର ମଧ୍ୟପ୍ରଦେଶର ରୂପାନ୍ତରଣ କରୁଛନ୍ତି । ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱ ଏବଂ ଶ୍ରୀ ଶାହଙ୍କ ନିରଳସ ପ୍ରୟାସ ଯୋଗୁ ପେସା ଆଇନକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯାଇଛି । ଇତିମଧ୍ୟରେ ମଧ୍ୟପ୍ରଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଆଉ କିଛି ମାସ ମଧ୍ୟରେ ମଧ୍ୟପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଜେପିର ପ୍ରବୀଣ ନେତା ଶ୍ରୀ ଅମିତ ଶାହ ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚିବା ଏବଂ ରାଜନୈତିକ ଲଢେଇରେ ବିଜୟ ସୁନିଶ୍ଚିତ କରିବାକୁ ଏହି ଲଢେଇରେ ସାମିଲ ହୋଇଛନ୍ତି ।

ଜନସାଧାରଣଙ୍କ ଆଶୀର୍ବାଦ ଲୋଡିବାକୁ ‘ଜନ ଆଶୀର୍ବାଦ ଯାତ୍ରା’ ଆୟୋଜନ କରାଯାଉଛି । ଏହିଭଳି ପାଞ୍ଚଟି ଯାତ୍ରା ରାଜ୍ୟର ୨୧୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟଦେଇ ଯିବା ସହିତ ଭୋପାଳରେ ପହଞ୍ଚିବ । ଶ୍ରୀ ଅମିତ ଶାହ କଂଗ୍ରେସକୁ ଆକ୍ଷେପ କରିବା ସମୟରେ କମଳ ନାଥଙ୍କୁ ‘କରପ୍‍ସନ ନାଥ’ ଏବଂ ଦିଗ୍‍ବିଜୟ ସିଂଙ୍କୁ ‘ମିଷ୍ଟର ବଣ୍ଟାଧର୍‍’ ବୋଲି କହିବାକୁ ପଛାଇନଥିଲେ । ଶ୍ରୀ ଅମିତ ଶାହଙ୍କ ରାଜନୀତିରୁ ଏହା ସ୍ପଷ୍ଟ ଯେ, ଭାରତୀୟ ରାଜନୀତିର ଚାଣକ୍ୟ, କର୍ମୀଙ୍କ ମଧ୍ୟରେ ଥିବା ଉତ୍ସାହ ଏବଂ ‘ଜନ ଆଶୀର୍ବାଦ ଯାତ୍ରା’କୁ ନେଇ ମଧ୍ୟପ୍ରଦେଶରେ ବିଜେପି ୨୦୨୩ ନିର୍ବାଚନରେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ସହିତ ମୋଦୀ ଜୀ ତୃତୀୟ ଥର ନିମନ୍ତେ ପୁନଃ ପ୍ରଧାନମନ୍ତ୍ରୀ ଭାବରେ ଅଧିଷ୍ଠିତ ହେବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version