ଦୀପାବଳି ରାତି ୧୨ଟାରେ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ କଲା ଆୟତ୍ତ
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଣ୍ଟାବାଞ୍ଜି ମେନ୍ ରୋଡ୍ ହାତଳି ମାର୍କେଟ ପାଖେ ଥିବା ମନସୁର ଟ୍ରେଡର୍ସ ଦୋକାନରେ ଦୀପାବଳି ରାତିରେ ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୧୨ଟା ସମୟରେ ଦୋକାନର ପ୍ରଥମ ମହଲାରେ ଥିବା ବାଲକୋନିରେ ରଖାଯାଇଥିବା ସାମଗ୍ରୀର ଖାଲି କାଟୁନ ହଠାତ୍ ନିଆଁ ଲାଗିଯାଇଥିଲା ।
















