୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ଭୁବନେଶ୍ଵର :-> ଆନ୍ତର୍ଜାତିକ ଯୁବ ଦିବସ ଅବସର ରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଟିତ ରୋଲ ଅଫ ୟୁଥ୍ ଇନ୍ ନ୍ୟାସନାଲ ବିଲ୍ଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି +୩ ପ୍ରଥମ ବର୍ଷ ର ଛାତ୍ରୀ ତମନା ଭୋଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ତାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଟିତ ଉତ୍ସବ ରେ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଛି ।ଏହି ସମ୍ମାନିତ ପାଇ ତମନା ବହୁ ଖୁସି ରହିବା ସହ ଆଗକୁ ବିଭିନ୍ନ ପ୍ରିତିଯୋଗିତରେ ଭାଗନେଇ ଓଡ଼ିସା ର ନାମ ରଖିବେ ବୋଲି କହିଛନ୍ତି ।















