୯ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ :-> ନିଆଳି ହାଇ ପଡ଼ିଆ ଠାରେ ଅପରାହ୍ନ ୦୩ ,୧୦ ମିନିଟ ରେ ମୁଖ୍ୟ ମନ୍ତ୍ରୀ ଙ୍କ ପର୍ଶିନାଲ ସ୍କ୍ରେକ୍ରେଟେରି VK ପାଣ୍ଡିଆଁ ହେଲିକ୍ରାପତ୍ର ରେ ଆସିବା ଶହ ଜନ ସାଧାରଣ ଙ୍କ ହାତରୁ ଦରକାଷ୍ଟ ନେବା ଶହ ସଭା ମଞ୍ଚ ରେ ସାତ୍ ଦିନ ଉତ୍ତର ମିଳିବା ଶହ ଭାଷନ ଦେବା ଶହ ନିଆଳି ମାଧବ ଯିବା ସମୟ ରେ ନିଆଳି କଂଗ୍ରେସ୍ ପକ୍ଷରୁ ଜୋର୍ ଯାର ବିରୋଧ ପ୍ରଦର୍ଶନ କରା ଯାଇଥିଲା

କଂଗ୍ରେସ୍ ନେତା ସାଧାରଣ ସମ୍ପାଦକ ଆଲୋକ ଲେଙ୍କା ଙ୍କ ଶହ ବ୍ଲକ ସଭାପତି ସୌଭାଗ୍ୟ ବସ୍ତିଆ ଙ୍କ ସମେତ ଚନ୍ଦନ ଦାସ, ବାସୁଦେବ ସାହୁ , ଙ୍କ ସମେତ୍ ଅନେକ କଂଗ୍ରେସ୍ କର୍ମୀ ନିଆଳି ବିକାଶ ନିମନ୍ତେ ଦାବି ପତ୍ର ପ୍ରଦାନ କରିବାକୁ ପନୀମାସ ଚକ ରେ ପୋଲିସ୍ ଶହ ଯୁକ୍ତି ହେବା ଶହ ପୋଲିସ୍ ତାଙ୍କୁ ଅନ୍ୟ ଏକ ଜାଗାରେ ଅଟକେଇ ରଖିବା ସହ ଏହି ଲଢେଇ ଆଗକୁ ଜୋରର୍ଦାର ହେବ ବୋଲି ଆଲୋନା ଲେଙ୍କା କହିଛନ୍ତି.














