• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟେଲିଫଟୋ କ୍ୟାମେରା ସହିତ ଓପୋ ରେନୋ୧୦ ୫ଜିର ସେଲ ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
August 1, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଟେଲିଫଟୋ କ୍ୟାମେରା ସହିତ ଓପୋ ରେନୋ୧୦ ୫ଜିର ସେଲ ଆରମ୍ଭ
Share on FacebookShare on TwitterWhatsapp

୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ପକ୍ଷରୁ ଏହାର ରେନୋ୧୦ ର ସେଲ୍ ଚଳିତ ଜୁଲାଇ ୨୭ ତାରିଖରୁ ୩୨୯୯୯ ଟଙ୍କାରେ ଆରମ୍ଭ ହୋଇଯାଇଛି । ଏହି ହ୍ୟାଣ୍ଡସେଟ୍ ଓପୋ ଇ-ଷ୍ଟୋର୍, ଫ୍ଲିପ୍କାର୍ଟ ଓ ମେନ୍ଲାଇନ୍ ରିଟେଲ୍ ଆଉଟ୍ଲେଟ୍ଗୁଡିକରେ ଜୁଲାଇ ୨୭ ତାରିଖ, ୨୦୨୩ ରାତି ୧୨ଟା ପରଠାରୁ ଉପଲବ୍ଧ ହୋଇଯାଇଛି । ରେନୋ୧୦ ୫ଜିରେ ଏକ ଅଲ୍ଟ୍ରା-ସ୍ଲିମ୍ ବଡି ରହିଛି ଏବଂ ଏହା ଏକ ୩ଡି କର୍ଭଡ୍ ଡିଜାଇନ୍ ସହିତ ଆଇସ୍ ବ୍ଲୁ ଓ ସିଲ୍ଭରୀ ଗ୍ରେରେ ଉପଲବ୍ଧ ହେଉଛି । ଏଥିରେ ୧୨୦ଏଚ୍ଜେଡ୍ ୬.୭ ଇଂଚ୍ ଆମୋଲେଡ୍ ଡିସ୍ପ୍ଲେ ଓ ଏକ ୯୩% ସ୍କ୍ରିନ୍-ଟୁ-ବଡି ରେସିଓ ରହିଛି । ଏହା ଏକ ଡ୍ରାଗନ୍ଟ୍ରେଲ୍ ଷ୍ଟାର୍ ୨ ଡିସ୍ପ୍ଲେ ଓ ଏକ ମଜଭୁତ ପଲିକାର୍ବୋନେଟ୍ ବ୍ୟାକ୍ ସହିତ ଆସୁଛି ।

ଏହି ସ୍ମାର୍ଟଫୋନରେ ୬୪ଏମ୍ପି ଓଭି୬୪ବି ଅଲ୍ଟ୍ରା-କ୍ଲିୟର ମେନ୍ କ୍ୟାମେରା, ଏକ ୩୨ଏମ୍ପି ଆଇଏମ୍ଏକ୍ସ୭୦୯ ଟେଲିଫଟୋ ପୋର୍ଟ୍ରେଟ୍ କ୍ୟାମେରା, ୮ଏମ୍ପି ଆଇଏମ୍ଏକ୍ସ ୩୫୫ ୧୧୨ଂ ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଓ ଏକ ୩୨ଏମ୍ପି ଓଭି୩୨ସି ଅଲ୍ଟ୍ରା-କ୍ଲିୟର ସେଲ୍ଫି କ୍ୟାମେରା ସାମିଲ ରହିଛି । ଏହାର ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ରେନୋ ସିରିଜ୍ରେ ସବୁଠାରୁ ବଡ ବ୍ୟାଟେରୀ ହୋଇଥିବା ବେଳେ ଏହାର ୬୭ୱାଟ୍ ସୁପର୍ଭିଓଓସି ଡିଭାଇସ୍କୁ କେବଳ ୪୭ ମିନିଟ୍ରେ ୧୦୦% ଚାର୍ଜ କରିଥାଏ । ରେନୋ୧୦ ୫ଜି ମିଡିଆଟେକ୍ ଡାଇମେନ୍ସିଟି ୭୦୫୦ ଏସ୍ଓସି ଉପରେ ପରିଚାଳିତ ଏବଂ ଏହା ୮ଜିବି ରାମ୍, ୨୫୬ଜିବି ଷ୍ଟୋରେଜ୍ ସହିତ ଆସୁଛି । ଓପୋର ରାମ୍ ଏକ୍ସପାନ୍ଶନ ଟେକ୍ନୋଲୋଜି ଉପଭୋକ୍ତାଙ୍କୁ ଡିଭାଇସ୍ ଷ୍ଟୋରେଜ୍ରୁ ଅତିରିକ୍ତ ୮ଜିବି ଉଧାର ଆଣି ରାମ୍କୁ ବୃଦ୍ଧି କରିବା ପାଇଁ ଅନୁମତି ଦେଇଥାଏ ।

ଗ୍ରାହକମାନେ ଓପୋ ରେନୋ୧୦ ୫ଜିର ପ୍ରଥମ ସେଲ୍ ଉପରେ ଅନେକ ଅଫର୍ଗୁଡିକୁ ପାଇପାରିବେ । ଗ୍ରାହକମାନେ ଏଚ୍ଡିଏଫ୍ସି, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ ଏସ୍ବିଆଇ କାର୍ଡର ବ୍ୟବହାର କରି ଫ୍ଲିପ୍କାର୍ଟ ଓ ଓପୋ ଷ୍ଟୋର୍ରେ ୩୦୦୦ ଟଙ୍କାର ତତ୍କାଳ ରିହାତି ପାଇପାରିବେ । ଏହାବ୍ୟତୀତ ଅଗ୍ରଣୀ ବ୍ୟାଙ୍କ କାର୍ଡହୋଲ୍ଡର୍ମାନେ ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମ୍ଆଇ ବିକଳ୍ପରୁ ଲାଭ ପାଇପାରିବେ । ଗ୍ରାହକମାନେ ମେନ୍ଲାଇନ୍ ରିଟେଲ୍ ଆଉଟ୍ଲେଟ୍ରୁ ୧୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଏବଂ ଏସ୍ବିଆଇ, କୋଟାକ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ, ୱାନ୍ କାର୍ଡ ଓ ଏୟୁ ସ୍ମଲ୍ ଫାଇନାନ୍ସ ଭଳି ଅଗ୍ରଣୀ ବ୍ୟାଙ୍କଗୁଡିକରୁ ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମ୍ଆଇ ସୁବିଧା ପାଇପାରିବେ ।

ଗ୍ରାହକମାନେ କଞ୍ଜ୍ୟୁମର୍ ଲୋନ୍ ପାର୍ଟନର୍, ଟିଭିଏସ୍ କ୍ରେଡିଟ୍, ଏଚ୍ଡିବି ଫାଇନାନ୍ସିଆଲ ଓ ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇପାରିବେ । ଏହାବ୍ୟତୀତ ଗ୍ରାହକମାନେ ଅଗ୍ରଣୀ ଫାଇନାନ୍ସ ସଂସ୍ଥାଗୁଡିକରୁ ଜିରୋ ଡାଉନ୍ ପେମେଂଟ୍ ସ୍କିମ୍ର ଲାଭ ଉପଭୋଗ କରିପାରିବେ । ଓପୋ ଗ୍ରାହକମାନେ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ + ଲୟାଲ୍ଟି ବୋନସ୍ ପାଇପାରିବେ । ଉପଭୋକ୍ତାମାନେ ମାଇଁଓପୋ ମାଧ୍ୟମରେ ୩ ମାସ ପର୍ଯ୍ୟନ୍ତ ୟୁଟ୍ୟୁବ୍ ପ୍ରିମିୟମ ଓ ଗୁଗଲ୍ ୱାନ୍ର ମାଗଣା ଟ୍ରାଏଲ୍ ଉପଭୋଗ କରିପାରିବେ । ଏହା ଉଚ୍ଚ ପ୍ରଦର୍ଶନକ୍ଷମ ଟି୧୯ ବାଇ-ଲେୟର ଗ୍ରାଫାଇଟ୍କୁ ନିୟୋଜିତ କରିଛି ।

ଓପୋର ଡାଇନାମିକ୍ କମ୍ପ୍ୟୁଟିଂ ଇଞ୍ଜିନ୍ ଆପ୍ ଖୋଲିବା ବେଗକୁ ପୂର୍ବ ପିଢି ତୁଳନାରେ ୧୨% ଯାଏଁ ବୃଦ୍ଧି କରୁଛି । ଏହାବ୍ୟତୀତ ଏହା ୪୮ ମାସର ଫ୍ଲୁଏନ୍ସି ସହିତ ଆସୁଛି । ଏହାର ୨୪୧୨ଞ୍ଚ ୧୦୮୦ପିଏକ୍ସ ସ୍କ୍ରିନ୍ ୯୫୦ ନିଟ୍ସର ଏଚ୍ଡିଆର୍ ବ୍ରାଇଟ୍ନେସ୍ ସହିତ ୧୦୦ କୋଟି କଲର୍ ପାଇଁ ସକ୍ଷମ ଅଟେ । ଆପଣ ଏଥିରେ ରିଅଲ୍ ଓରିଜିନାଲ ସାଉଣ୍ଡ ଟେକ୍ନୋଲୋଜି ସହିତ ଡୁଆଲ ଷ୍ଟେରିଓ ସ୍ପିକର୍ ପାଇପାରିବେ ଯାହା ଏକ ସରାଉଣ୍ଡ ସାଉଣ୍ଡ ଅନୁଭୂତି ପାଇଁ ଡିରାକ୍ ଦ୍ୱାରା ପରୀକ୍ଷୃତ ଅଟେ । ରେନୋ୧୦ ୫ଜି ଏକ ଇନ୍ଫ୍ରାରେଡ୍ ରିମୋଟ୍-କଂଟ୍ରୋଲ ଆପ୍ ସହିତ ଆସୁଛି ଯାହା ଆପଣଙ୍କୁ ଟିଭି, ଏସି ଓ ସେଟ୍-ଟପ୍ ବକ୍ସ ଭଳି ହୋମ୍ ଆପ୍ଲାଏନ୍ସଗୁଡିକୁ ଦୂରରୁ ନିୟନ୍ତ୍ରଣ କରିବାକୁ ଦେଇଥାଏ ।

ଏହାର ମଲ୍ଟି-ସ୍କ୍ରିନ୍ କନେକ୍ଟ ଫିଚର ସହିତ ରେନୋ୧୦ ୫ଜିକୁ ଏକ ପିସି କିମ୍ବା ଏକ ଟାବ୍ଲେଟ୍ ଭଳି ଅନ୍ୟ ଡିଭାଇସ୍ଗୁଡିକ ସହ କନେକ୍ଟ କରାଯାଇପାରିବ । ଏହାର ସ୍ମାର୍ଟ ଅଲ୍ୱେଜ୍-ଅନ୍ ଡିସ୍ପ୍ଲେ ଉପଭୋକ୍ତାଙ୍କୁ ଫୋନ୍କୁ ଅନ୍ଲକ୍ ନକରି ଫୁଡ୍ ଡେଲିଭରି ଆପ୍ ଯେପରିକି ସ୍ୱିଗି ଓ ଜୋମାଟୋ ଆଦିରେ ଅପ୍ଡେଟ୍ ଦେଖିବାକୁ ଦେଇଥାଏ ଏବଂ ସ୍ପଟିଫାଏରେ ମ୍ୟୁଜିକ୍ କଂଟ୍ରୋଲ କରିବାକୁ ଦେଇଥାଏ । ରେନୋ୧୦ ୫ଜି ଦୁଇ ବର୍ଷର ଓଏସ୍ ଅପ୍ଡେଟ୍ ଓ ୩ ବର୍ଷର ସୁରକ୍ଷା ଅପ୍ଡେଟ୍କୁ ସପୋର୍ଟ କରୁଛି । ସମସ୍ତ ପ୍ରଶ୍ନ/ସମସ୍ୟାଗୁଡିକୁ ଉତ୍ସର୍ଗୀକୃତ ବିଶେଷଜ୍ଞମାନଙ୍କର ଏକ ଟିମ୍ ଦ୍ୱାରା ୨୪ ଘଂଟା ମଧ୍ୟରେ ସମାଧାନ କରାଯିବ (ଏକ୍ସକ୍ଲୁସିଭ୍ ହଟ୍ଲାଇନ୍- ୯୯୫୮୮୦୮୦୮୦) । ଅଭିଯୋଗର ୭୨ ଘଂଟା ମଧ୍ୟରେ ସମସ୍ୟାର ସମାଧାନ ସହିତ ୧୩୦୦୦ରୁ ଅଧିକ ପିନ୍କୋଡ୍ରେ ମାଗଣା ପିକ୍ଅପ୍ ଓ ଡ୍ରପ୍ ସୁବିଧା ଉପଲବ୍ଧ ରହିଛି । ଓପୋ ସ୍ମାର୍ଟଫୋନ୍ଗୁଡିକର ସର୍ଭିସ୍/ରିପେୟାର ପାଇଁ ସୁଲଭ ଇଏମ୍ଆଇ ପ୍ରଦାନ କରୁଛି । ଗ୍ରାହକମାନେ ନିଜର ସୁବିଧା ମୁତାବକ ଇଏମ୍ଆଇ କିସ୍ତି ଓ ଅବଧି ଉପରେ ନିଷ୍ପତି ନେବା ପାଇଁ ବିକଳ୍ପ ପାଇବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version