୨୭ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :- ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୬.୭୨ ଟଙ୍କା ରହିଥିବା ବେଳେ କୋଲକାତାରେ ୧୦୬.୦୩ ଟଙ୍କା, ମୁମ୍ବାଇରେ ୧୦୬.୩୧ ଟଙ୍କା, ଚେନ୍ନାଇରେ ୧୦୨.୭୩ ଟଙ୍କା, ନୋଏଡାରେ ୯୬.୬୫ ଟଙ୍କା, ବେଙ୍ଗାଲୁରୁରେ ୧୦୧.୯୪ ଟଙ୍କା ରହିଛି ।
ସେହିଭଳି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବୁଧବାର ପେଟ୍ରୋଲ ଦର ୧୦୩.୧୧ ଟଙ୍କା ରହିଛି । ଗତକାଲି ଅର୍ଥାତ୍ ମଙ୍ଗଳବାର ଭୁବନେଶ୍ବରରେ ଦର ସାମାନ୍ୟ ବୃଦ୍ଧି ପାଇ ୧୦୩.୧୯ ଟଙ୍କା ପ୍ରତି ଲିଟର ଥିଲା ।















