• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଡିପ୍‍ ଟେକ୍‍ ସହଭାଗୀଙ୍କ ପାଇଁ ସାଞ୍ଚିକନେକ୍ଟ ଆୟୋଜନ କରିଛି ରୋଡ ସୋ’

Proprietor Abhimanyu Maharana by Proprietor Abhimanyu Maharana
July 8, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରରେ ଡିପ୍‍ ଟେକ୍‍ ସହଭାଗୀଙ୍କ ପାଇଁ ସାଞ୍ଚିକନେକ୍ଟ ଆୟୋଜନ କରିଛି ରୋଡ ସୋ’
Share on FacebookShare on TwitterWhatsapp

ଏହି କାର୍ଯ୍ୟକ୍ରମରେ ଶୀର୍ଷ ଇନ୍‍କ୍ୟୁବେଟର ଏବଂ ଷ୍ଟାର୍ଟଅପ୍‍ଗୁଡିକର ସିଇଓବୃନ୍ଦ, ଓଡ଼ିଶା ଷ୍ଟାର୍ଟଅପ୍‍ ସେଲ୍‍ର ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦେଇଥିଲେ

୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ନବୋନ୍ମେଷୀ ପ୍ରଯୁକ୍ତି ଉଦ୍ୟୋଗଗୁଡିକୁ ସମର୍ଥନ ଯୋଗାଇଦେବା ନିମନ୍ତେ ଉତ୍ସର୍ଗୀକୃତ ଏକ ଅଗ୍ରଣୀ ସଂସ୍ଥାନ ସାଞ୍ଚିକନେକ୍ଟ ଓଡ଼ିଶାରୁ ପ୍ରମୁଖ ସହଭାଗୀଙ୍କୁ ସାମିଲ କରି ଏହି ଧରଣର ପ୍ରଥମ ଡିପ୍‍ ଟେକ୍‍- ଓନ୍‍ଲି ରୋଡ ସୋ’ ଆୟୋଜନ କରିଥିଲା । ଶିଳ୍ପ ମଧ୍ୟରେ ସମ ଭାବାପନ୍ନ ବ୍ୟକ୍ତିବିଶେଷଙ୍କୁ ନିୟୋଜିତ ରଖିବା ଏବଂ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ବିନିମୟ କରିବା ନିମନ୍ତେ ସୁଯୋଗ ଦେବାକୁ ଦୃଷ୍ଟିନିବଦ୍ଧକାରୀ ନେଟୱର୍କିଂ ବ୍ୟବସ୍ଥା କରିବାକୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ଯୋଗାଇ ଦେଇଥିଲା । ଓଡ଼ିଶାର ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏହା ସ୍ଥାନୀୟ ଷ୍ଟାର୍ଟଅପ୍‍ସମୂହ ଏବଂ ସାଞ୍ଚିକନେକ୍ଟ ସହିତ ସଂପୃକ୍ତ ୧୩୦ ଡିପ୍‍ ଟେକ୍‍ ଉଦ୍ୟୋଗ ଫଣ୍ଡ୍‍ଗୁଡିକ ମଧ୍ୟରେ ନିବିଡ ଅଂଶୀଦାର ବ୍ୟବସ୍ଥା ଗଢିତୋଳିବାକୁ ଭବିଷ୍ୟତର ମୂଳଦୁଆ ସ୍ଥାପନ କରିବା ଆଶା କରାଯାଉଛି ।

ଏହା ମଧ୍ୟ ଓଡ଼ିଶା ରାଜ୍ୟର ଷ୍ଟାର୍ଟଅପ୍‍ଗୁଡିକୁ ସେମାନଙ୍କ ଯାତ୍ରାରେ ଅଭିବୃଦ୍ଧି ହାସଲ କରିବାକୁ ସାଞ୍ଚିକନେକ୍ଟକୁ ଉପଯୋଗ କରୁଥିବା ୧୦୦୦ରୁ ଅଧିକ ଷ୍ଟାର୍ଟଅପ୍‍ ସହିତ ସହଭାଗୀତା କରିବାକୁ ସମର୍ଥ କରାଇବ । ଦେଶରେ ଡିପ୍‍ ଟେକ୍‍ ସମର୍ଥନକାରୀ ବ୍ୟବସ୍ଥାକୁ ମଜଭୁତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ଷ୍ଟାର୍ଟଅପ୍‍ଗୁଡିକ ପାଇଁ ଭବିଷ୍ୟତର ସମର୍ଥନ ଏବଂ ପାଣ୍ଠି ବ୍ୟବସ୍ଥା ନିମନ୍ତେ ସ୍ଥାନୀୟ ପରିବ୍ୟବସ୍ଥା ସହିତ ସହଯୋଗିତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା । ସାଞ୍ଚିକନେକ୍ଟ ମଧ୍ୟ ପ୍ରିସିଡ୍‍ ଆକ୍ସଲରେଟର ସପୋର୍ଟସ୍‍ ୟର୍ଲି-ଷ୍ଟେଜ୍‍ ଆଇପି-ଲେଡ୍‍ ଉତ୍ପାଦସମୂହ ପରିଚାଳନା କରୁଛି ଯେଉଁଠାରେ ତାହା କମ୍ପାନୀଗୁଡିକୁ ତତ୍‍କ୍ଷଣାତ ୭୫ ଲକ୍ଷ ଟଙ୍କା ପୁଞ୍ଜି ଯୋଗାଇଦେବା ସହିତ ୩- ୬ମାସର ପ୍ରୋତ୍ସାହନ ବଜାର ପ୍ରବେଶ ସମର୍ଥନ ଆକାରରେ ଯୋଗାଇ ଦେଉଛନ୍ତି । ପ୍ରତିନିଧିଗଣ ଆଣିବାକୁ ଥିବା ଫିନ୍‍ଟେକ ଏବଂ ଏଗ୍ରିଟେକ୍‍ ପ୍ରୟାସଗୁଡିକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

“ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମ ଡିପ୍‍ ଟେକ୍‍ ସହଭାଗୀମାନଙ୍କୁ ସଂଯୁକ୍ତ ହେବା, ସମ୍ମିଳିତ ଭାବେ କାର୍ଯ୍ୟକରିବା ଏବଂ ଅଭିବୃଦ୍ଧି ନିମନ୍ତେ ନୂତନ ସୁଯୋଗ ସମ୍ଭାବ୍ୟତା ଅନୁଧ୍ୟାନ କରିବାକୁ ଏକ ଅନନ୍ୟ ସୁଯୋଗ ଯୋଗାଇ ଦେଇଥିଲା । ଶିଳ୍ପ ଏବଂ ରାଜ୍ୟର ଷ୍ଟାର୍ଟଅପ୍‍ ସେଲଗୁଡିକ ମଧ୍ୟରେ ବିନିମୟର ଏକ ପରିବେଶକୁ ପ୍ରୋତ୍ସାହିତ କରିବା ଏବଂ ଏକ ସ୍ଥାୟୀ ସମ୍ପର୍କ ନିର୍ମାଣ ଦିଗରେ ଆମେ ପ୍ରତିବଦ୍ଧ ରହିଛୁ,” ବୋଲି ଡଃ.ସୁନିଲ ଶେଖାୱତ, କୋ- ଫାଉଣ୍ଡର ଏବଂ ସିଇଓ, ସାଞ୍ଚିକନେକ୍ଟ କହିଥିଲେ । ଶ୍ରୀ ଓମ୍‍କାର ରାୟ ଷ୍ଟାର୍ଟଅପ୍‍ ଓଡ଼ିଶାର ଏକ୍‍ଜିକ୍ୟୁଟିଭ ଚେୟାରମ୍ୟାନ ଭାବରେ ଯୋଗଦେବା ଦିନଠାରୁ ରାଜ୍ୟ ଷ୍ଟାର୍ଟଅପ୍‍ ସେଲ୍‍ ଏବଂ ରାଜ୍ୟ ସରକାର ସ୍ଥାନୀୟ ପରିବ୍ୟବସ୍ଥାକୁ ସମର୍ଥନ ଯୋଗାଇଦେବାକୁ ଏହିଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଡିପ୍‍ ଟେକ୍‍ କ୍ଷେତ୍ରରେ ସାଞ୍ଚିକନେକ୍ଟ ଭାରତରେ ଭେଞ୍ଚର କ୍ୟାପିଟାଲ ଫାର୍ମସମୂହର ସର୍ବବୃହତ ସଂସ୍ଥାନ ହୋଇଛି ଏବଂ ଓଡ଼ିଶା ଷ୍ଟାର୍ଟଅପ୍‍ ସେଲ୍‍ ସହିତ ଏହି ସହଭାଗୀତା ଷ୍ଟାର୍ଟଅପ୍‍ଗୁଡିକୁ ଉଭୟ ଘରୋଇ ଏବଂ ବୈଶ୍ୱିକ ସ୍ତରରେ ପାଣ୍ଠିର ସୁଯୋଗ ନେବା ଫାଇଦା ଯୋଗାଇଦେବ । ସମଗ୍ର ଦେଶରେ ୧୩୦ରୁ ଅଧିକ ଭେଞ୍ଚର କ୍ୟାପିଟାଲ ଅଂଶୀଦାର ଏବଂ ସର୍ବବୃହତ୍‍ ଡିପ୍‍-ଟେକ୍‍ ଷ୍ଟାର୍ଟଅପ୍‍ ନେଟୱର୍କ ସହିତ ସାଞ୍ଚିକନେକ୍ଟ ସମୁଦାୟ ପରିବ୍ୟବସ୍ଥାର ଅଭିବୃଦ୍ଧିକୁ ସମର୍ଥନ ଯୋଗାଇବାକୁ ବହୁ ମୂଲ୍ୟବାନ ସମ୍ବଳ ଏବଂ ଅଭିଜ୍ଞତା ଯୋଗାଇ ଦେଉଛି ଏବଂ ଏହାଦ୍ୱାରା ନିଜକୁ ଓଡ଼ିଶାର ଷ୍ଟାର୍ଟଅପ୍‍ ଦୃଶ୍ୟପଟ୍ଟ ନିମନ୍ତେ ଏକ ଆଦର୍ଶ ସହଭାଗୀ ଭାବରେ ଉପସ୍ଥାପିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version