• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିଏନ୍‌ଓଡିଏଲ୍ ଏହାର ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ

Proprietor Abhimanyu Maharana by Proprietor Abhimanyu Maharana
June 28, 2023
in ଓଡ଼ିଶା, ଦେଶ, ବାଲେଶ୍ଵର, ହୋମ୍
0
ଟିପିଏନ୍‌ଓଡିଏଲ୍ ଏହାର ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ
Share on FacebookShare on TwitterWhatsapp
  • ମୌସୁମୀ ସମୟରେ ବ୍ୟାପକ ସୁରକ୍ଷା ଅଭିଯାନ ଆୟୋଜିତ ଯେକୌଣସି ପ୍ରକାର ବିଦ୍ୟୁତ ଲିକ୍‌ର ଯାଂଚ ଓ ସମାଧାନ ପାଇଁ ବିଦ୍ୟୁତ ଖୁଂଟ ଓ ଅନ୍ୟାନ୍ୟ ବିଦ୍ୟୁତ ବ୍ୟବସ୍ଥା

  • ଯାଂଚ ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ ପଡ଼ିବା ରୋକିବା ଲାଗି ବୃକ୍ଷର ବିଭିନ୍ନ ଅଂଶ ଛେଦନ

୨୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲେଶ୍ୱର :- ମୌସୁମୀର ଆଗମନ ହୋଇଥିବା ବେଳେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ମୌସୁମୀ ପ୍ରସ୍ତୁତି ଅଭିଯାନର ଅଂଶ ସ୍ୱରୂପ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ମୌସୁମୀ ସମୟରେ ଏହି ଅଂଚଳର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଏବଂ ଏହାର ଗ୍ରାହକ ଓ କର୍ମଚାରୀମାନଙ୍କ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ କଂପାନି ଲକ୍ଷ୍ୟ ରଖିଛି । ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ/ ଗଛର ଶାଖା ପଡ଼ିବା ଘଟଣା ଏଡ଼ାଇବାକୁ ୪୨୭୦୬ ସର୍କିଟ୍ କିମିରେ ଗଛର ବିଭିନ୍ନ ଅଂଶ ଚ୍ଛେଦନ କରାଯାଇଥିବା ବେଳେ ବୃକ୍ଷଲତା ବୃଦ୍ଧି ଯୋଗୁଁ ହେଉଥିବା ବିଭ୍ରାଟ ଏଡାଇବା ଲାଗି ୨୩୫ ପିଏସ୍‌ଏସ୍ ଓ ୪୬୩୪୮ ବିତରଣ ସବ୍‌ଷ୍ଟେସନରୁ ଗଛଲତା ସଫା କରାଯାଇଛି । ପର୍ଯ୍ୟାପ୍ତ ଶ୍ରମଶକ୍ତି ମୂତୟନ, ତ୍ୱରିତ ପ୍ରଶମନ ସମୟ ସହିତ ରକ୍ଷଣାବେକ୍ଷଣ ଓ ବ୍ରେକ୍‌ଡାଉନ୍ ଯାନ ୨୪ ଘଂଟା ଉପଲବ୍ଧ ରହିଛି ।

ଡିଟିରେ ୪୪୫୨ ପଲିମରିକ୍ ଲାଇଟେନିଂ (ଘଡ଼ଘଡ଼ି) ଆରେଷ୍ଟର, ୩୩ କେଭି ଫିଡରରେ ୧୧,୦୦୦ରୁ ଅଧିକ ପଲିମରିକ୍ ଇନସୁଲେଟର ଓ ୪୮୦ ପଲିମରିକ୍‌ ଲାଇଟେନିଂ ଆରେଷ୍ଟର ସ୍ଥାପନ କରାଯାଇଛି ଯାହା ଟ୍ରାନ୍ସଫରମର ବିଭ୍ରାଟ ହ୍ରାସ କରିବାରେ ସହାୟକ ହେବ । ୧୨୩ଟି ସ୍ଥାନରେ ବିଦ୍ୟୁତ ଲିକ୍‌ର ଯାଂଚ ଅଭିଯାନ ଆୟୋଜନ କରାଯାଇଥିବା ବେଳେ ୫୨୦୩ ଆର୍ଥିଂ ବ୍ୟବସ୍ଥା ସ୍ଥାପନ ଓ ଡିଟି ପାଇଁ ୪୨୨୩ ଆର୍ଥିଂ ବ୍ୟବସ୍ଥାର ମରାମତି କରାଯାଇଛି । ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଅଧିକ ଦୁର୍ବଳ ଅଂଚଳରେ ୪୯୬୮ ଇଟଂରପୋଜିଂ ଖୁଂଟ ସ୍ଥାପନ କରାଯାଇଥିବା ସହ ଯେକୌଣସି ପ୍ରକାରର ଅଭାବନୀୟ ସ୍ଥିତିକୁ ଏଡ଼ାଇବା ଲାଗି ୧୨୯୮ ବଂଟନ ସବଷ୍ଟେସନରେ ବାଡ଼ ଦିଆଯିବା ଭଳି ବିଭିନ୍ନ ପଦକ୍ଷେପ କଂପାନି ପକ୍ଷରୁ ଗ୍ରହଣ କରାଯାଇଛି ।

ତଳୁଆ ଅଂଚଳରେ ଥିବା ପିଏସ୍‌ଏସ୍‌ଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ପମ୍ପ୍ ସେଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ଷା ଋତୁରେ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଯେଭଳି କାମ କରିପାରିବେ ସେଥିପାଇଁ ସେମାନଙ୍କୁ ଗମ୍‌ବୁଟ୍‌, ରେନ୍‌କୋଟ୍ ଭଳି ଉପଯୁକ୍ତ ସୁରକ୍ଷା ଉପକରଣ ପ୍ରଦାନ କରାଯାଇଛି ଏବଂ ଯୋଜନା ଅନୁସାରେ ଟ୍ରାନ୍ସଫରମର ଓ ସଂଯୋଗରେ ଥିବା ଉପକରଣଗୁଡ଼ିକର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି । “ସୁରକ୍ଷା ସର୍ବଦା ପ୍ରାଥମିକତା ହୋଇରହିଛି । ଗ୍ରାହକମାନଙ୍କ ଲାଗି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବେ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ମୌସୁମୀ ଋତୁରେ ସୁରକ୍ଷିତ ରହିବା ଲାଗି ସରଳ ପଦକ୍ଷେପ ଗ୍ରହଣ କରିବା ପାଇଁ ଆମେ ସମସ୍ତଙ୍କୁ ଆହ୍ୱାନ ଦେଉଛୁ ବୋଲି ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଭାସ୍କର ସରକାର କହିଛନ୍ତି ।’’

ମୌସୁମୀ ସୁରକ୍ଷା ପାଇଁ ସାଧାରଣ ପରାମର୍ଶବଳୀ: ପାଣିରେ ବୁଡ଼ିରହିଥିବା ବିଦ୍ୟୁତ ବ୍ୟବସ୍ଥା ଯଥା ବିଦ୍ୟୁତ ଖୁଂଟ, ସବଷ୍ଟେସନ, ଟ୍ରାନ୍ସଫରମର, ଷ୍ଟ୍ରିଟ୍‌ଲାଇନ୍ ଆଦିଠାରୁ ଦୂରେଇ ରହୁନ୍ତୁ ବିଦ୍ୟୁତ ବ୍ୟବସ୍ଥାରେ ବାଡ଼ ଭିତରେ ଥିଲେ ମଧ୍ୟ ତାହା ପାଖାପାଖି ଖେଳିବା ଲାଗି ପିଲାମାନଙ୍କୁ ସତର୍କ କରାନ୍ତୁ ଓଦା ହାତରେ ବିଦ୍ୟୁତ ଆପ୍ଲାଏନ୍‌ସେସ୍‌କୁ ସ୍ପର୍ଶ କରନ୍ତୁ ନାହିଁ କୁଲରର ବଡି, ୱାସିଂ ମେସିନ୍‌, ପାଣି ପମ୍ପ୍ ଭଳି ବିଦ୍ୟୁତ ଆପ୍ଲାଏନ୍‌ସେସ୍‌ରୁ କୌଣସି ବିଦ୍ୟୁତ ଲିକେଜ୍ ହେଉଛି ନା ନାହିଁ ତାହାର ଯାଂଚ କରନ୍ତୁ । କୌଣସି ଆପ୍ଲାଏନ୍‌ସେସ୍‌ରେ କିିଛି ଲିଜେକ୍ ଧରାପଡ଼ିଲେ ସାର୍ଟିଫାଏଡ୍ ଇଲେକ୍ଟ୍ରିସିଆନ୍‌ଙ୍କୁ ଡାକନ୍ତୁ । ମିଟର ବକ୍ସ ପାଣିଠାରୁ ଉପଯୁକ୍ତ ଭାବେ ସୁରକ୍ଷିତ ରହିବାକୁ ସୁନିଶ୍ଚିତ କରନ୍ତୁ ଆଇଏସ୍‌ଆଇ ମାର୍କ ଥିବା ବିଦ୍ୟୁତ ତାର ଓ ଉପକରଣ ବ୍ୟବହାର କରନ୍ତୁ ବିଦ୍ୟୁତ ଝଟ୍‌କା (ସକ୍‌) ରୋକିବା ଲାଗି ଆର୍ଥ ଲିକେଜ୍ ସର୍କିଟ୍‌ ବ୍ରେକର (ଇଏଲ୍‌ସିବି) ସ୍ଥାପନ ମିଟର କୋଠରି କିମ୍ବା ବିଦ୍ୟୁତ ଖୁଂଟରେ ସ୍ପାର୍କିଂ ହେଉଥିଲେ ସହାୟତା ପାଇଁ ଟିପଏନ୍‌ଓଡିଏଲ୍ ଗ୍ରାହକମାନେ ୧୯୧୨କୁ କଲ୍‌ କରିପାରିବେ କିମ୍ବା ଆମ ସହ ଯୋଗାଯୋଗ କରିପାରିବେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

June 12, 2026
ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

June 12, 2026
ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ତତଫରୁ ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ

June 12, 2026
ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

June 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

June 12, 2026
ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version