No Result
View All Result
୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କେନ୍ଦ୍ର ସରକାର ଏବଂ ସି ବି ଏସ୍ ଇ ର ନିର୍ଦ୍ଦେଶନାମା ଅନୁଯାୟୀ ସ୍ଥାନୀୟ ଅଢାଳିଆ ସ୍ଥିତ ଡିପିଏସ୍ କଳିଙ୍ଗରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।
ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଅନୁରାଧା ରକ୍ଷିତ ଙ୍କ ତତ୍ତ୍ଵାବଧାନରେ , ବିଦ୍ୟାଳୟର ପ୍ରାୟ ୨୦୦ ବିଦ୍ଯାର୍ଥୀ ଶାରୀରିକ ଶିକ୍ଷକ ମାନଙ୍କ ପରିଚାଳନାରେ ତାଡାସନ, ବୃକ୍ଷାସନ, ବଜ୍ରାସନ ଆଦି ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ ।

No Result
View All Result