୨୧ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଓଡ଼ିଶା ହାଇକୋର୍ଟ :- ଓଡ଼ିଶା ହାଇକୋର୍ଟ Legal ଆସିଷ୍ଟାଣ୍ଟ ଆସେସିୟନ୍ ତରଫରୁ ୩୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ Dr.s.muralidhar ଜଷ୍ଟିସ ବି. ଆର୍ ଷଡ଼ଙ୍ଗୀ ସମ୍ମାନୀୟ ଅତିଥି ଏବଂ ଓଡ଼ିଶା ବାର୍ ଆସୋସିଏସନ୍ ସଭାପତି ଶ୍ରୀ ଯୁକ୍ତ ଧରଣୀଧର ନାୟକ ଏବଂ ଆଇନ୍ ଜିବି ମାନେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ବାର୍ଷିକ ଉତ୍ସବ କୁ ଆୟୋଜନ କରିଥିଲେ .
ପ୍ରେସିଡେଣ୍ଟ ବସନ୍ତ କୁମାର ରାଉତ ସେକ୍ଟରି ଦିଲ୍ଲୀପ୍ କୁମାର ମହାନ୍ତି ଏଥିରେ ମୁଖ୍ୟ ଉପଦେଷ୍ଟା ଭାବେ ଭାସ୍କର ମହାନ୍ତି କୃଷ୍ଣ ଚନ୍ଦ୍ର ମିଶ୍ର ଅତୁନ୍ ଦାଶ ଏବଂ କଳାକାର ଭାଇ ଭଉଣୀ ମାନଙ୍କୁ ତାଙ୍କର ଗୁରୁ ଭାବରେ ରଞ୍ଜନ କୁମାର କର ନିର୍ଦେଶ ଦେଇ ଅତିସୁନ୍ଦର ଭାବରେ ନାଟ୍ୟକାର ମଞ୍ଚ ଉପରେ ଆସେସିୟନ୍ ର କଳାକାର ମାନଙ୍କ ଦ୍ବାରା ନାଟ୍ୟ ପ୍ରଦର୍ଶନ କରିଥିଲେ ଏବଂ ଅତିଥିମାନଙ୍କ ପାଇଁ ଖାଦ୍ୟ ପାନୀୟ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା .

© 2023 Odisha Taza News.