ପୂଜକ ଭାବରେ ସଂଜୀବ କୁମାର ଯୋଷୀ ଓ ଜପକ ଭାବରେ ଥିବା ପଞ୍ଚାନନ ଯୋଷୀ ଥିବା ବେଳେ ତେନ୍ତୁଳି ମୁଣ୍ଡା ଗ୍ରାମ ବାସୀ ସହଯୋଗ ରେ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଥିବା କମିଟି ପକ୍ଷରୁ ସୂଚନା ମିଳିଛି । ଏହି ନାମ ଯଜ୍ଞ ରେ ୧୮ ଟି ସଙ୍କୀର୍ତ୍ତନ ଦଳ ଅଂଶଗ୍ରହଣ କରିବେ ଓ ସେଥତ୍ମଧ୍ୟରୁ । ୬ ଟି ମହିଳା ସଙ୍କୀର୍ତ୍ତନ ଦଳ ଯୋଗ ଦେବେ ବୋଲି କମିଟ ପକ୍ଷରୁ ସୂଚନାମିଳିଛି । ଏହି ନାମ ଯଜ୍ଞ ଟି ଆସନ୍ତା କାଲି ନାମାରମ୍ଭା ହେଇ ଆସନ୍ତା ବୁଧବାର ଦିନ ପୂର୍ଣ୍ଣାହୁତି ହେବ ବୋଲି କମିଟ ପକ୍ଷରୁ ସୂଚନା ମିଳିଛି ।

© 2023 Odisha Taza News.