୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗିର ଜିଲ୍ଲା :- ପାଟଣାଗଡ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଚ୍ଛୁବାହାଲି ସୁରଭି ଶୌଦ୍ଧ ବିକାଶ କେନ୍ଦ୍ର ଠାରେ ବେଲପଡ଼ା ପ୍ରାଣୀଚିକିତ୍ସାଳୟ ର ଏକ ବିଶ୍ଵ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଅଞ୍ଚଳର ଦୁଇ ସହ ଟି ପ୍ରାଣୀ ର ଚିକିତ୍ସା କରା ଯାଇ ଥିଲା । ଉକ୍ତ ଶିବିରରେ ଡକ୍ଟର ସମିର କୁମାର ନନ୍ଦ ,ବିଭିଓ ବେଲପଡ଼ା ଡକ୍ଟର ଆନନ୍ଦ ସାଗର ସେଠ, ଭିଏସ୍ ବେଲପଡ଼ା ଡକ୍ଟର ଅମିତ କୁମାର ଆଚାର୍ଯ୍ଯ , ଭିଏସ୍ ବେଲପଡ଼ା ଶଙ୍କର ମେହେର, ପ୍ରାଣୀଧନ ନିରୀକ୍ଷକ ସୁଲେକେଲା ଉମେଶ ଚନ୍ଦ୍ର ଭୋଇ , ପ୍ରାଣୀଧନ ନିରୀକ୍ଷକ କପାଣି ପ୍ରମୁଖ ଉପସ୍ଥିତ ରହି । ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସପାଳନ ଅବସରରେ 200 ଟି ଗାଈ ଗୋରୁ ର ଚିକିତ୍ସା କରିଥିଲେ ।