୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ପଞ୍ଚାୟତ ର ଗଙ୍ଗାଧର ମହାନ୍ତି ଏବଂ ବାହାଡ଼ ଝୋଲା ପଞ୍ଚାୟତ ଅଖିଳ ନାଥ ସାହୁ ଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି ବିଡ଼ିଓ ସଚିଦା ନନ୍ଦ ମିଶ୍ର । ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଙ୍କ ସମେତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା,ଜିପିଓ ସାଧୁ ଚରଣ ସାହୁ ,ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।















