ପୋଲିସ ପ୍ରଶାସନ ଚେଷ୍ଟା କରିଥିଲା ସମସ୍ୟା ସମାଧାନ କରିବା ପାଇଁ । କରଞ୍ଜିଆ ଥାନା ଅଧିକାରୀ , କରଞ୍ଜିଆ ଏସଡିପିଓ , ଆଡିସନାଲ ଏସପିଙ୍କ ସହିତ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବୁଝାମଣା କରାଯାଇଥିଲା । କରଞ୍ଜିଆ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । କିନ୍ତୁ ଚାପା ଉତେଜନା ଲାଗିରହିଥିବା ଯୋଗୁଁ ୧୪୪ ଧାରା ଲଗାଯାଇଛି ଯାହା ଦୁଇ ମାସ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲଗାଯାଇଛି ବୋଲି କରଞ୍ଜିଆ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

© 2023 Odisha Taza News.