• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ନୀତି : ପୁନଃ ଥଇଥାନ ଯୋଜନାରେ ନ୍ୟାୟ ପାଇବା ଆଶାରେ – ମୃତ ସରକାରୀ କର୍ମଚାରୀ ପରିବାରବର୍ଗ ରାଜରାସ୍ତାରେ

Proprietor Abhimanyu Maharana by Proprietor Abhimanyu Maharana
March 28, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ନୀତି : ପୁନଃ ଥଇଥାନ ଯୋଜନାରେ ନ୍ୟାୟ ପାଇବା ଆଶାରେ – ମୃତ ସରକାରୀ କର୍ମଚାରୀ ପରିବାରବର୍ଗ ରାଜରାସ୍ତାରେ
Share on FacebookShare on TwitterWhatsapp

ଆଜକୁ ପ୍ରାୟ ୯ ଦିନ ଧରି ଧାରଣାରେ ବସିଛନ୍ତି ।

୧୯୯୦ ପୁନଃ ଥଇଥାନ ନିଯୁକ୍ତିରେ ଚାକିରୀ ପାଇବାକୁ ହଜାର ହଜାର ଆଶାୟୀ ଅପେକ୍ଷା କରିଥିଲେ ମଧ୍ୟ ସରକାର ତାହା କାର୍ଯ୍ୟକାରୀ କରୁନାହାଁନ୍ତି ।

ମୃତ ସରକାରୀ କର୍ମଚାରୀମାନଙ୍କର ଦାୟାଦମାନଙ୍କ ଦରଖାସ୍ତକୁ ବିଚାରକୁ ନ ନେବାର କାରଣ କଣ ଏବଂ ସେମାନଙ୍କୁ ଚାକିରୀ ନଦେବାର କାରଣ କଣ..?

୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମୃତ ସରକାରୀ କର୍ମଚାରୀଙ୍କ ଦାୟାଦମାନେ ସରକାରଙ୍କ ଥଇଥାନ ନିଯୁକ୍ତିରୁ ବତ ହେବା ପରେ ମହାତ୍ମା ଗାନ୍ଧୀମାର୍ଗରେ ଆଜକୁ ପ୍ରାୟ ୯ ଦିନ ଧରି ଧାରଣାରେ ବସିଛନ୍ତି । ସଂଘ ପକ୍ଷରୁ କୁହାଯାଇଛି ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ମାମଲାରେ ମଧ୍ୟପ୍ରଦେଶ ରାଜ୍ୟ ଏବଂ ଅମିତ ଶ୍ରୀଭାସଙ୍କ କେସ୍‌ର ଶୁଣାଣି କରି ଗତ ତା ୨୯.୦୯.୨୦୨୦ରେ ରାୟରେ ସ୍ପଷ୍ଟ ଆଦେଶ କରିଥିଲେ ଯେ କୌଣସି ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିବା ସମୟରେ ଯେଉଁ ଥଇଥାନ ନିଯୁକ୍ତି ନିୟମାବଳୀ ଥିବ ତାହା ବଳବ ର ରହିବ ଓ ସେହି ନୀତି ଅନୁସାରେ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ମଧ୍ୟରୁ ଜଣେ ନିଯୁକ୍ତି ପାଇବେ । ଏହାପରେ ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି ଯେ ମାନ୍ୟବର ସୁପ୍ରିମକୋର୍ଟ ଏକ ୨ଜଣିଆ ଖଣ୍ଡପୀଠର ଏହି ମାମଲାରେ ଶିକ୍ଷା ବିଭାଗ ସଚିବ ପ୍ରାଇମେରୀ କର୍ଣ୍ଣାଟକ ଏବଂ ଭୀମପା ଆଲିଅସ୍‌ଭିମସା କେସ୍‌ର ଐତିହାସିକ ଶୁଣାଣି କରି ଗତ ତା ୧୬.୧୨.୨୦୨୧ ରାୟରେ ସ୍ପଷ୍ଟ କରିଥିଲେ ଯେକୌଣସି ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିବା ସମୟରେ ଯେଉଁ ଥଇଥାନ ନିଯୁକ୍ତି ନିୟମାବଳୀ ଥିବ ତାହା ବଳବ ର ରହିବ । ତଦନୁଯାୟୀ ଓଡ଼ିଶାର ଚାରିଜଣ ମୃତ କର୍ମଚାରୀଙ୍କ ପୁଅ ବାପାଙ୍କ ମୃତ୍ୟୁ ବେଳେ ଯେଉଁ ନିୟମ ଥିଲା ସେହି ନିୟମରେ ଚାକିରୀ ପାଇସାରିଲେଣି ।ମାତ୍ର ସେହି ୧୯୯୦ ପୁନଃ ଥଇଥାନ ନିଯୁକ୍ତିରେ ଚାକିରୀ ପାଇବାକୁ ହଜାର ହଜାର ଆଶାୟୀ ଅପେକ୍ଷା କରିଥିଲେ ମଧ୍ୟ ସରକାର ତାହା କାର୍ଯ୍ୟକାରୀ କରୁନାହାଁନ୍ତି । ବରଂ ପରବ ର୍ୀ ସମୟରେ ସରକାର ଆଣିଥିବା ନୀତି ୨୦୨୦ର ଆଳ ଦେଖାଇ ଆଶାୟୀମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଦାବିରୁ ବ ôତ କରାଯାଉଛି । କିନ୍ତୁ ନୂତନ ନିୟମ ୨୦୨୦ ନ ଆସିବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୧୯୯୦ ନୀତି ବଳବ ର ରହିଥିଲେ ସୁଦ୍ଧା ସେହି ପର୍ଯ୍ୟନ୍ତ ଯେଉଁ ମୃତ ସରକାରୀ କର୍ମଚାରୀମାନଙ୍କର ଦାୟାଦମାନଙ୍କ ଦରଖାସ୍ତକୁ ବିଚାରକୁ ନ ନେବାର କାରଣ କଣ ଏବଂ ସେମାନଙ୍କୁ ଚାକିରୀ ନଦେବାର କାରଣ କଣ..? ସଂଘ ପକ୍ଷରୁ ସରକାରଙ୍କ ପ୍ରଶ୍ନ କରାଯାଇଛି ।ପୂର୍ବରୁ ଦୁଇଜଣ ସୁବାସ ଚନ୍ଦ୍ର ଖଟୁଆ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ କଟକଜିଲ୍ଲା ୱାଟର ରିସର୍ଚ୍ଚ ବିଭାଗରେ ପିଅନ ଭାବରେ ଚାକିରୀ ପାଇଛନ୍ତି ଏବଂ ଶ୍ରୀମଳୟାନନ୍ଦ ସେଠୀ ସୁନ୍ଦରଗଡ଼ ଜିଲ୍ଲା ଅବକାରୀ ବିଭାଗରେ କନିଷ୍ଠ କିରାଣୀ ଭାବେ ଚାକିରୀ ପାଇଛନ୍ତି । ଆହୁରି ଦୁଇଜଣ ବିରଜା ମହନ୍ତ କେଉଁଝର ଜିଲ୍ଲା ଶିକ୍ଷା ବିଭାଗରେ ଓ ଯୋଗେନ୍ଦ୍ର ସାହୁ ସମବାୟ ବ୍ୟାଙ୍କ ଭୁବନେଶ୍ୱରରେ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇ ଚାକିରୀ ପାଇଛନ୍ତି । କିନ୍ତୁ ବାକି ଥିବା ହଜାର ହଜାର ଆଶାୟୀଙ୍କୁ ସରକାର କାହିଁକି ବୈମାତୃକ ମନୋଭାବ ଦେଖାଇ ଥଇଥାନ କରୁନାହାନ୍ତି ବୋଲି ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର (ଓସେରା)ର ସାଧାରଣ ସମ୍ପାଦକ ସିମା ଳ ମିଶ୍ର କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version